-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

ବହୁଚୁରା ମାଁତାଙ୍କ ଷୋହଳ ପୁଜା କାର୍ଯ୍ୟକ୍ରମ ଅନୁଷ୍ଠିତ 

09-Apr-2025



ଭବାନୀପାଟଣା(ଜଗନ୍ନାଥ ନାଏକ): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ନର୍ଲା ରୋଡ଼ ଠାରେ ଶିବମନ୍ଦିର ସମ୍ମୁଖେରେ ବହୁଚୁରା ମାଁତାଙ୍କ ଷୋହଳ ପୁଜା ଅନୁଷ୍ଠିତ ହୋଇଥିଲା।
ଗୁରୁ ମାଁ ରାୟପୁର ପରିବାର ଛତିଶଗଡ଼ନାଗୀନା ହଜ଼ୀଙ୍କ ଶିଷ୍ୟ କଳାହାଣ୍ଡି ଜିଲ୍ଲାର ସେବାକାରୀ କିନ୍ନର ମହାସଂଘର ଜିଲ୍ଲା ସଭାନେତ୍ରୀ କାମିନୀ ଦେବୀ କିନ୍ନର ହେଉଛି ।
କଳାହାଣ୍ଡି ଜିଲ୍ଲାର ସେବାକାରୀ କିନ୍ନର ମହାସଂଘର ଜିଲ୍ଲା ସଭାନେତ୍ରୀ କାମିନୀ ଦେବୀ କିନ୍ନରଙ୍କ ନେତୃତ୍ୱରେ ନର୍ଲା ରୋଡ଼ ର ଶିବ ମନ୍ଦିର ପାଖରେ ହୋଇଥିଲା । ମୁଁ ସର୍ବ ପ୍ରଥମେ ଧନ୍ୟବାଦ ଦେବୀ ଟ୍ରକ ଡ୍ରାଇଭର ଭାଇ ଭଉଣୀ ମାନଙ୍କୁ ତତ୍

ସଙ୍ଗେ ସଙ୍ଗେ ଜନସାଧାରଣ ଲୋକମାନଙ୍କୁ ବହୁଚୁରା ମାଁତାଙ୍କ ଷୋହଳ ପୂଜା ଜନସାଧାରଣ ଲୋକମାନଙ୍କ ତଥା ଡ୍ରାଇଭର ଭାଇ ଭଉଣୀମାନଙ୍କ ସହଯୋଗରେ ମାତାଙ୍କ ପୂଜା ସଫଳ ହୋଇଥାଏ । ଏହି ପୂଜା ଆଜିକେ ପ୍ରାୟ ୧୨ ବର୍ଷ ହେବ ହୋଇଆସୁଛି । କୋଭିଡ଼ ସମୟରେ ବହୁଚୁରା ମାଁତାଙ୍କ ପୂଜା ମୁଁ କରି ପାରି ନ ଥିଲି ମତେ ବହୁତ ଦୁଃଖ ଲାଗୁଥିଲା । ମୁଁ ସଂସାର ଜଗତେ ପାଇଁ ବହୁଚୁରା ମାଁତାଙ୍କୁ ପ୍ରାର୍ଥନା କରେ ସଂସାରକୁ ଉଦ୍ଧାର କର ବହୁଚୁରା ମାଁତାଙ୍କ ଦର୍ଶନ କରିବା ପାଇଁ ପ୍ରତେକ ଗାଁ ଠାରୁ ସହର ରୁ ଜିଲ୍ଲା ବାହାରୁ ଓଡ଼ିଶା  ରାଜ୍ୟ ଅନ୍ୟ ରାଜ୍ୟ ତଥା କେନ୍ଦ୍ରରୁ ବି ଭକ୍ତମାନେ ଆସନ୍ତି। ମାଁତାଙ୍କୁ ବହୁତ ଭକ୍ତମାନେ ବିଶ୍ୱାସ କରନ୍ତି ଯାହାଙ୍କୁ ଛୁଆ ପିଲା ହେଉ ନାହିଁ କିମ୍ବା ପୁଅ ଝିଅ ମାନଙ୍କୁ ବିବାହ କରିବା ପାଇଁ  ବର କନ୍ୟା ମିଳୁ ନ ଥିବାରୁ  ମାଁ ତାଙ୍କ ପାଖକୁ ଆସି ଦର୍ଶନ କରି ଆଶୀର୍ବାଦ ନିଅନ୍ତି । ମାଁ ଙ୍କ ଆଶୀର୍ବା ରେ ଅନେକ ଲୋକ ମାନଙ୍କ କୋଳରେ ଛୁଆ ପିଲା ହୋଇଛି ଝିଅ ପୁଅ ମାନଙ୍କୁ ବିବାହ ହେବା ପାଇଁ ବର କନ୍ୟା ମିଳିଛି। ମାଁ ଙ୍କ ଚଣ୍ଡୀ ପାଟ ପାଇଁ ଗୁଆ, ନଡ଼ିଆ  ବାନ୍ଧନ୍ତି । ରାୟଗଡା଼, ରାୟପୁର, ସମ୍ବଲପୁର, ନାଗପୁର, ସୁରଟ, ଦିଲ୍ଲୀର ଲୋକ ମାନଙ୍କର ମନସ୍କାମନା ପୁରା ହୋଇଥିବାରୁ ସେ ମାନେ ମାତାଙ୍କୁ ଦର୍ଶନ କରିବା ପାଇଁ ଆସିଛନ୍ତି। ଏହି ପୂଜା ଦୁଇ ତାରିଖ ଠାରୁ ଆରମ୍ଭ ହୋଇଅଛି । ୦୨ ତାରିଖରେ ଅଧିବାସ ହୋଇ ପ୍ରାୟ ୫୦୦ ଶହ ରୁ ଊର୍ଦ୍ଧ୍ୱ  କିନ୍ନର କଳସ ଯାତ୍ରାରେ ଯୋଗ ଦେଇଥିଲେ । ସ୍ଥାନୀୟ ବନ୍ଦ ପାଣିଆନି ମାଁତାଙ୍କ ହୋମ ମଣ୍ଡପ କଡ଼ରେ ସ୍ଥାପନ କରାଯାଇଥିଲା। ୦୩ ତାରିଖରେ ପୂଜା ଆରମ୍ଭ ହୋଇଥିବା ବେଳେ ୦୪ ତାରିଖରେ ଚଣ୍ଡୀ ପାଠ ଶେଷ ହେବା ପରେ କିନ୍ନର ମାନଙ୍କର ସଭାକାର୍ଯ୍ୟ  ଆରମ୍ଭ ହୋଇଥିଲା । ବିଶେଷ ଆକର୍ସନ୍ କିନ୍ନର କଲଚର ଓ ଗୁରୁଚାର ପାମ୍ପପରା ବିକାଶ ହୋଇଥିଲା। ରାତ୍ରରେ ଦଣ୍ଡନୃତ୍ୟ  ପରିବେଷଣ କରାଗଲା।  ୦୫ ତାରିଖରେ ମାଁତାଙ୍କୁ ନଗର ପରିକ୍ରମା ଭସାଣି ଯାତ୍ରା ସମ୍ମାପନା କରାଯାଇ ଥିଲା । ବହୁଚୁରା ମାଁତାଙ୍କ ଷୋହଳ ପୂଜାରେ କଳାହାଣ୍ଡି, ବଲାଙ୍ଗିର, ସମ୍ବଲପୁର, ଝାରସୁଗୁଡ଼ା, ତଥା ରାଜ୍ୟ ବହାରରୁ ଦିଲ୍ଲୀ, ସୁରଟ, ଜଗଦଳପୁର, ରାୟପୁର, ବମ୍ବେ, ସେବାକାରୀ କିନ୍ନର ମହାସଂଘ ନର୍ଲାର ସଦସ୍ୟା ମନ୍ଦାର, ରାଜୁ, ଚାହାତ, ମାଧୁରୀ, ଗୁଞ୍ଜା, ଦୁର୍ଗା, ଜୁଲି, ବର୍ଷା, ରିତା, ବୁଲବୁଲ, ପାୟଲ, ଅନିତା ଗୁମେର, ବିନୁ, ରେଖା, ବବି, ମୁଷ୍କାନ, ମେଘା ସମିଆ, ଉର୍ମୀ, ଟିକୁ, ସଙ୍ଗୀତା, ମୋନିକା, ଶିବାନୀ, ବାସନ୍ତୀ, ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରୁ ମଧୁ ନାୟକ ଗୁରୁ,

ଝାରସୁଗୁଡ଼ା  କାଜଲ ନାୟକ ଗୁରୁ, ନବରଙ୍ଗପୁର ଦେଭୋଳୀନା କିନ୍ନର, ବୌଦ୍ଧ ରେଶ୍ମା, ସୋନପୁରଅନୁ ସୁନ୍ଦରୀ, ବଲାଙ୍ଗୀର ସ୍ବୀଟି ନାଏକ, ବରଗଡ଼ ମେହେନ୍ଦି ନାଏକ, ବୁର୍ଲା ମସ୍ତାନୀ ନାଏକ, ବୁର୍ଲା ବେବୋ ନାଏକ, ଅତାବିରା ମମତା ନାଏକ, ସମ୍ବଲପୁର ତାନ୍ୟା ନାଏକ, ବିନ୍ଦିୟା ନାଏକ, ଦୀପାଳି, ମୁସ୍କାନ୍, ବଣ୍ଟା, ରିୟା ଏବଂ ବରପାଲି ଗୌରୀଙ୍କ ସମେତ ଉପସ୍ଥିତ ଥିଲେ । ତଥା ରାଜ୍ୟ ବାହାରୁ କିନ୍ନର ମାନେ ଯୋଗ ଦେଇ ମାଁତାଙ୍କ ଦର୍ଶନ ଲାଭ କରିଥିଲେ ।ପୂର୍ବରୁ ମାଁତାଙ୍କ  ପାଖରେ ମାଂଶିକ  ମନସ୍କାମନା ପୂର୍ଣ୍ଣ ହୋଇଥିବା ଲୋକଙ୍କୁ ଭିଡ ଜମିବାକୁ ମିଳିଥିଲା । ମାଁତାଙ୍କ ଆଶୀର୍ବାଦ ପାଇଁ । ଆଖ ପାଖ ଅଞ୍ଚଳର ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like