-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
08-Apr-2025
ଅମ୍ବାଭୋନା (ପ୍ରକାଶ ଚନ୍ଦ୍ର ରଥ )
ଉଚ୍ଚଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ଗତ ୭. ୪. ୨୫ ତାରିଖ ମଙ୍ଗଳବାର ଦିନ, ମହାତ୍ମା ଗାନ୍ଧୀ ସ୍ନାତକ ମହାବିଦ୍ୟାଳୟ ରେ ବାଳିକା ମାନଙ୍କ ପାଇଁ ଏକ "ଆତ୍ମ ରକ୍ଷା ତାଲିମ ଶିବିର" ଅନୁଷ୍ଠିତ ହୋଇଯାଇଛି।ଖେଳ ପ୍ରଶିକ୍ଷକ ଶ୍ରୀ ରାଜେଶ କୁମାର ପଟେଲ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରେ ଆୟୋଜିତ ଏହି ଶିବିର କୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଅନ୍ତର୍ଯ୍ୟାମୀ ସାହୁ ଉଦଘାଟନ କରିଥିଲେ।ପ୍ରଶିକ୍ଷିକା ଅଲିଭା ଙ୍କ ଅଧୀନ ରେ ମହାବିଦ୍ୟାଳୟ ର ୧୦୦ ଜଣ ପ୍ରଥମ ବର୍ଷ ଛାତ୍ରୀ ଏହି ଶିବିରରେ ଅଂଶ ଗ୍ରହଣ କରିଥିଲେ।ଏହି ଶିବିର କୁ ଅଧ୍ୟାପକ ଦୟାସାଗର ନାୟକ, ସୁବୋଧ କୁମାର ରଥ, ଅମିତ ସ୍ୱାଇଁ, ଆଶୁତୋଷ ମିଶ୍ର, ଜ୍ୟୋତିରଂଜନ ନାୟକ, ଡ ଦୟାନିଧି ସା, ଭୋଜରାଜ ନାୟକ, ଶରତ ଚନ୍ଦ୍ର ଦେହେରୀ, ଅଧ୍ୟାପିକା ଲୀନା ଦାଶ ଓ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ।