-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
06-Apr-2025
ଅମ୍ବାଭୋନା (ପ୍ରକାଶ ଚନ୍ଦ୍ର ରଥ )ବରଗଡ ଜିଲ୍ଲା ଅନ୍ତର୍ଗତ ଅମ୍ବାଭୋନା ଓ ଭଟଲି ବ୍ଲକ ର ମିଳନ ସ୍ଥଳୀ ଘଣ୍ଟେଶ୍ୱରୀ ପୀଠ ରେ ମା ସମଲେଶ୍ୱରୀ ଙ୍କ ମନ୍ଦିର ପ୍ରତିଷ୍ଠା ସହିତ ରମାନବମୀ ଅବସରରେ ଭାରତୀୟ ଜନତା ପାର୍ଟି ର ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭଟଲି ବ୍ଲକ ଉଦେପାଲି ମଣ୍ଡଳ ର ସଭାପତି ଗୋପାଳ ନାଏକ, ବୀରେନ୍ଦ୍ର ସାହୁ, ବିକ୍ରମ କୁଅଁର, ଅମୀୟ ପଧାନ, ଭବାନୀ ଶଙ୍କର ଭୁଏ ଓ ଅମ୍ବାଭୋନା ବ୍ଲକ ର ବିଜେପି କର୍ମ କର୍ତ୍ତା ଭାନୁ ଶଙ୍କର ପଟେଲ, ସାମ୍ବାଦିକ ପ୍ରକାଶ ରଥ, ପ୍ରଫୁଲ ପଧାନ, ଖଗେଶ୍ୱର ପଧାନ, ଜୟନ୍ତ ପଧାନ, ନିତ୍ୟାନନ୍ଦ ବେହେରା, ରାଧେଶ୍ୟାମ ସା, ବଣ୍ଟି ଅଗ୍ରୱାଲ, ଗୁରୁଦେବ ଭୋଇ, ଅଭିନାଶ ଭୋଇ, ବଣ୍ଟି ପଟେଲ, ଜିତେନ୍ ମାଣିକପୁରୀ, ଜନ୍ମଜୟ ପଧାନ ଏବଂ ସ୍ମଶାନ ବନ୍ଧୁ ସଂଘମିତ୍ରା ପଟେଲ ପ୍ରମୁଖଙ୍କ ସହିତ ଅନେକ ବିଜେପି କର୍ମୀ ଉପସ୍ଥିତ ଥିଲେ।