-+91-9937148622 |

prerana_bgr@rediffmail.com |

  Wednesday 15th July 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କଲେ ସ୍ବାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ   (14-Jul-2026)       ||      ନାଗରିକ କମିଟୀ କୁ ରାଜନୀତି ର ଉର୍ଦ୍ଧରେ ରଖାଯାଉ   (14-Jul-2026)       ||      ପିତୃମାତୃହୀନ ଏବଂ ଏକକ ଅଭିଭାବକ ଶିଶୁଙ୍କ ପାଇଁ ମାନେଶ୍ଵରରେ ସ୍ୱତନ୍ତ୍ର ଶିବିର    (14-Jul-2026)       ||      ଗନ୍ଧଳା ରେ ବିଜେଡି ର ସାଂଗଠନିକ ବୈଠକ    (14-Jul-2026)       ||      ମାନବଶାସ୍ତ୍ରରେ ଛାତ୍ର ବିଶ୍ୱ ବିଦ୍ୟାଳୟ ଟପର କିନ୍ତୁ ନାହାନ୍ତି ଅଧ୍ୟାପକ   (14-Jul-2026)       ||      ଜିଲ୍ଲାପାଳ ଓ ମହାନଗର ନିଗମ କମିଶନର ଙ୍କ ମହାବୀର ପଡା ପରିଦର୍ଶନ   (14-Jul-2026)       ||      ନ ଶ୍ରେଣୀ କୁ ତିନି ଶିକ୍ଷକ ଶିକ୍ଷା ଦାନରେ ବ୍ୟାଘାତ ଏସ, ଏମ,ସି,ର ଶିକ୍ଷକ ଦାବିରେ ସ୍କୁଲ ଭିତରେଧାରଣା   (14-Jul-2026)       ||      ପୂର୍ବତନ ସାଂସଦ ନିରଞ୍ଜନ ବିଶିଙ୍କ ଆପତ୍ତି ପରେ ଖଣି ଲିଜ୍ ପୂର୍ବରୁ ବନାଧିକାର ଓ ପରିବେଶ ଆଇନ ପାଳନର ଆଶ୍ୱାସନl   (14-Jul-2026)       ||      ମୟୂରଭଞ୍ଜର ବିକାଶ ଏବଂ ଉଚ୍ଚଶିକ୍ଷାର ଉତ୍କର୍ଷ ପାଇଁ ରାଜ୍ୟ ସରକାର ସଦା ସର୍ବଦା ପ୍ରତିବଦ୍ଧ : ମନ୍ତ୍ରୀ ଡାକ୍ତର ମହାପାତ୍ର   (14-Jul-2026)       ||      ୧୫୦ ତମ ବରପାଲି ଶୀତଲ ଷଷ୍ଠୀ ଯାତ୍ରା ପାଇଁ ରୂପରେଖା ପ୍ରସ୍ତୁତ   (14-Jul-2026)       ||      ଜାତୀୟ ସାହିତ୍ୟ ମହୋତ୍ସବ ସେପ୍ଟେମ୍ବର ୨୬ରୁ ♦️ ଡ଼.ସତ୍ୟବ୍ରତ ଜେନା ସମ୍ପାଦକ ମନୋନୀତ    (13-Jul-2026)       ||      ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ମୀନା ମଞ୍ଚ ଓ ଛାତ୍ର କ୍ୟାବିନେଟ ଗଠନ    (13-Jul-2026)       ||      ଅଜବ ପରମ୍ପରା ବର୍ଷା ପାଇଁ "ବେଙ୍ଗବେଙ୍ଗୁଳି " ବାହାଘର*   (13-Jul-2026)       ||      ସମଲେଇଚୁଁଆ ହତ୍ୟାକାଣ୍ଡ ର ୫ଅଭିଯୁକ୍ତ ଗିରଫ୍   (13-Jul-2026)       ||      ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଂଗଠନ ର ହ୍ଵାଟ୍ସପ୍ ଗ୍ରୀଭାନାସ୍ ସେଲ୍ ଉଦ୍ଘାଟନ   (13-Jul-2026)       ||      ଗୁରୁ ଭଗବାନ ସାହୁଙ୍କ ଜନ୍ମ ବାର୍ଷିକୀ ଅନୁଷ୍ଠିତ   (13-Jul-2026)       ||      ସିଦ୍ଧାର୍ଥ ଡିଗ୍ରୀ କଲେଜର ଯୁବ ରେଡକ୍ରସ କାର୍ଯ୍ୟାଳୟ ଉଦ୍ଘାଟନ   (13-Jul-2026)       ||      ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ର ବଲାଙ୍ଗିର ଠାରେ ଗ୍ରକାକ ପରାମର୍ଶ କେନ୍ଦ୍ର ଉଦ୍ଘାଟିତ   (13-Jul-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ସନ୍ଥକବି ଭୀମଭୋଇଙ୍କ ଉପରେ ଜାତୀୟ ପାଠଚକ୍ର   (13-Jul-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ସନ୍ଥକବି ଭୀମଭୋଇଙ୍କ ଉପରେ ଜାତୀୟ ପାଠଚକ୍ର   (13-Jul-2026)       ||     

HOME   ଜିଲ୍ଲା

ବନଦୁର୍ଗା ଦେବୀ ଙ୍କ ସିଦ୍ଧିଦାତ୍ରୀ ବେଶ ରେ ପୂଜା ଓ ନବକୁମାରୀ ପୂଜା

06-Apr-2025



ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା  ପଦ୍ମପୁର ବଡ଼ବନ୍ଧ ସ୍ଥିତ ବନଦୁର୍ଗା ମନ୍ଦିର ଠାରେ ଚୈତ୍ର ବାସନ୍ତିକ ଦୁର୍ଗାପୂଜା ର ନବମୀ ଦିନରେ ସିଦ୍ଧିଦାତ୍ରୀ ରୂପରେ ଧରାପୃଷ୍ଟ ରେ ଅବତରଣ କରି ଭକ୍ତ ବତ୍ସଳ ଙ୍କୁ ଦର୍ଶନ ଦେଇଥିଲେ,  ଶ୍ରୀ ମନୋରଞ୍ଜନ ସାହୁ  ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଦିବ୍ୟାଭାରତି ସାହୁ କର୍ତ୍ତା ଦାୟିତ୍ୱ ତୁଲାଇଥିବାବେଳେ  ମୁଖ୍ୟ ପଣ୍ଡିତ ରଘୁନାଥ ତ୍ରିପାଠୀ ଙ୍କ ତତ୍ୱାଧନରେ ଦେବୀ ସିଦ୍ଧିଦାତ୍ରୀ ଙ୍କ ପୂଜାର୍ଚନା କରାଜାଇଥିଲା ।ସକାଳ ୭ ଘ.ସମୟରେ ପାର୍ଶ୍ୱ ଦେବାଦେବି ଓ ସୂର୍ଯଦେଵତା ଙ୍କୁ ଆବାହନ କରି ସାରିବା ପରେ ମା'ଙ୍କ ପୂଜାର୍ଚନା ଆରମ୍ଭ ହୋଇଥିଲା, ପରେ ପରେ ଶାସ୍ତ୍ର ଅନୁଯାଇ ନଅ ଜଣ କୁମାରି କନ୍ୟା ଙ୍କୁ ଦୁର୍ଗାଙ୍କ  ନଅ ଗୋଟି ଅବତାର ରେ ମା ମାଉସୀ ମାନେ ଗୋଡ଼ ଧୋଇ,ଅଳତା,କଜଳ ଫୁଲ ଚନ୍ଦନ ଦେଇ ପୂଜାଅର୍ଚନା କରିଥିଲେ । ଚଣ୍ଡିପାଠକ ଗିରିଶ ଚନ୍ଦ୍ର ହୋତା,ଅଶୋକ ପଣ୍ଡା,ଦେବେନ୍ଦ୍ର ତ୍ରିପାଠୀ, ରାଜେଶ ନନ୍ଦ,ବନଦୁର୍ଗା ମନ୍ଦିର ପୂଜକ ପ୍ରଶାନ୍ତ କୁମାର ପଣ୍ଡା (ସୁରୁ), ଲକ୍ଷ୍ମୀ ମନ୍ଦିର ପୂଜକ ଉଦୟ ନନ୍ଦ ଙ୍କ ମନ୍ତ୍ର ଉଚ୍ଚାରଣ ସହିତ ଶଙ୍ଖ ଘଣ୍ଟ,ବାଦ୍ୟ ରେ ଭକ୍ତ ବତ୍ସଲଙ୍କ ଭକ୍ତି ରେ ବନ ଦୁର୍ଗା ମନ୍ଦିର କମ୍ପି ଉଠୁଥିଲା । ଗୌରାଙ୍ଗ ବାରିକ ସମେତ ମନ୍ଦିର ସଭାପତି ଡ଼. ପ୍ରଭାତ ନାରାୟଣ ତ୍ରିପାଠୀ,  ସମ୍ପାଦକ ଗୋପାଳ ଚନ୍ଦ୍ର ଭୋଇ, କୋଷାଧକ୍ଷ୍ୟ ଅନିଲ କୁମାର ବେହେରା, ମନ୍ଦିର କର୍ମକର୍ତା ସୁଶାନ୍ତ ପଧାନ, ଗଜାନନ ଶର୍ମା,ପ୍ରତାପ ମିଶ୍ର, ଗଜାନନ ଅଗ୍ରୱାଲ, ଉମେଶ ଚନ୍ଦ୍ର ସାହୁ,ବିଷ୍ଣୁ ଥପା, ନାରାୟଣ ଭୋଇ, ବୁଧୁ ସାହୁ, ସରୋଜ ଯୋଶୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ସଫଳତା ପୂର୍ବକ ସହଯୋଗ କରିଥିଲେ ।ସନ୍ଧ୍ୟା ୭.30 ମି.ସମୟରେ ସନ୍ଧ୍ୟା  ମହା ଆଳତି  ଦିଆଯିବାର  ବ୍ୟବସ୍ଥା ହୋଇଛି ବୋଲି କମିଟି ସୂତ୍ର ରୁ ସୂଚନା ପ୍ରଦାନ କରାଯାଇଛି  ୦୭.୦୪.୨୦୨୫ ସୋମବାର ଦିନ ସକାଳ ୯.୦ ଘଣ୍ଟା ସମୟରେ  ନବ ଦିନାତ୍ମକ ବାସନ୍ତିକ ଦୁର୍ଗାପୂଜା ର ପୂର୍ଣ୍ଣାହୁତି ପଡିବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କଲେ ସ୍ବାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ   14-Jul-2026
ନାଗରିକ କମିଟୀ କୁ ରାଜନୀତି ର ଉର୍ଦ୍ଧରେ ରଖାଯାଉ   14-Jul-2026
  ଜିଲ୍ଲା  
ପିତୃମାତୃହୀନ ଏବଂ ଏକକ ଅଭିଭାବକ ଶିଶୁଙ୍କ ପାଇଁ ମାନେଶ୍ଵରରେ ସ୍ୱତନ୍ତ୍ର ଶିବିର   14-Jul-2026
  ଜିଲ୍ଲା  
ଗନ୍ଧଳା ରେ ବିଜେଡି ର ସାଂଗଠନିକ ବୈଠକ   14-Jul-2026
  ଜିଲ୍ଲା  
ମାନବଶାସ୍ତ୍ରରେ ଛାତ୍ର ବିଶ୍ୱ ବିଦ୍ୟାଳୟ ଟପର କିନ୍ତୁ ନାହାନ୍ତି ଅଧ୍ୟାପକ   14-Jul-2026
  ଜିଲ୍ଲା  
ଜିଲ୍ଲାପାଳ ଓ ମହାନଗର ନିଗମ କମିଶନର ଙ୍କ ମହାବୀର ପଡା ପରିଦର୍ଶନ   14-Jul-2026
  ଜିଲ୍ଲା  
ନ ଶ୍ରେଣୀ କୁ ତିନି ଶିକ୍ଷକ ଶିକ୍ଷା ଦାନରେ ବ୍ୟାଘାତ ଏସ, ଏମ,ସି,ର ଶିକ୍ଷକ ଦାବିରେ ସ୍କୁଲ ଭିତରେଧାରଣା   14-Jul-2026
  ଜିଲ୍ଲା  
ପୂର୍ବତନ ସାଂସଦ ନିରଞ୍ଜନ ବିଶିଙ୍କ ଆପତ୍ତି ପରେ ଖଣି ଲିଜ୍ ପୂର୍ବରୁ ବନାଧିକାର ଓ ପରିବେଶ ଆଇନ ପାଳନର ଆଶ୍ୱାସନl   14-Jul-2026
  ଜିଲ୍ଲା  
ମୟୂରଭଞ୍ଜର ବିକାଶ ଏବଂ ଉଚ୍ଚଶିକ୍ଷାର ଉତ୍କର୍ଷ ପାଇଁ ରାଜ୍ୟ ସରକାର ସଦା ସର୍ବଦା ପ୍ରତିବଦ୍ଧ : ମନ୍ତ୍ରୀ ଡାକ୍ତର ମହାପାତ୍ର   14-Jul-2026
  ରାଜ୍ୟ  
୧୫୦ ତମ ବରପାଲି ଶୀତଲ ଷଷ୍ଠୀ ଯାତ୍ରା ପାଇଁ ରୂପରେଖା ପ୍ରସ୍ତୁତ   14-Jul-2026
  ରାଜ୍ୟ  
ଜାତୀୟ ସାହିତ୍ୟ ମହୋତ୍ସବ ସେପ୍ଟେମ୍ବର ୨୬ରୁ ♦️ ଡ଼.ସତ୍ୟବ୍ରତ ଜେନା ସମ୍ପାଦକ ମନୋନୀତ   13-Jul-2026
  ଜିଲ୍ଲା  
ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ମୀନା ମଞ୍ଚ ଓ ଛାତ୍ର କ୍ୟାବିନେଟ ଗଠନ    13-Jul-2026

You Might Also Like