-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||     

HOME   ଜିଲ୍ଲା

ସିନାପାଲି ବ୍ଲକର ବିଭିନ୍ନ ସ୍ଥାନରେ ରାଷ୍ଟ୍ରୀୟ ନବବର୍ଷ ପାଳିତ

30-Mar-2025



ସିନାପାଲି (ଚିନ୍ତାମଣି  ନେତାମ )
 ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ବିଭିନ୍ନ ଗ୍ରାମ ଓ ଅନୁଷ୍ଠାନରେ ହିନ୍ଦୁନବ ବର୍ଷ  ଭାରତର  ବୈଦିକ ସଂସ୍କୃତି ଆଧାରରେ ପାଳିତ ହୋଇଯାଇଛି  l ସେହିପରି ନିଳଜୀ ସରସ୍ବତୀ ଶିଶୁମନ୍ଦିର ଠାରେ ଏହି ଉପଲକ୍ଷେ ହୋଇଥିବା ସଭାକାର୍ଯ୍ୟରେ ଶିହୁମନ୍ଦିର ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର  ସଭାପତିତ୍ୱ କରିଥିଲେ  l ମୁଖ୍ୟ ଅତିଥି ଭାବରେ ସମାଜ ସେବୀ ଶ୍ରୀଯୁକ୍ତ ଫରସରାମ ସା, ମୁଖ୍ୟ ବକ୍ତା ଭାବରେ ସିନାପାଲି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ କର୍ମକର୍ତ୍ତା ତଥା ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ ବେହେରା ଏବଂ ସମ୍ମାନୀତ ଅତିଥି ଭାବରେ ନିଳଜୀ ସି. ଆର. ସି. ସି.ଶ୍ରୀଯୁକ୍ତ  ରାକେଶ କୁମାର ମିଶ୍ର,ବୋଡେ଼ନ ବ୍ଲକ ସମ୍ବାଦ ପ୍ରତିନିଧି ଶ୍ରୀଯୁକ୍ତ ଦିଲୀପ ପଣ୍ଡା ଓ କୋଷାଧକ୍ଷ ଶ୍ରୀଯୁକ୍ତ ଓଂକାର ପାଣ୍ଡେ  ଯୋଗ ଦେଇଥିଲେ  l ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରଶାନନ୍ଦ କୁମ୍ଭାର ଅତିଥି ଗଣଙ୍କୁ ମଞ୍ଚକୁ ସ୍ୱାଗତ କରିବାସହିତ ପରିଚୟ ପ୍ରଦାନ କରିଥିଲେ  l ଛାତ୍ରୀଗଣ  ଅତିଥି ମାନଙ୍କୁ  ଫୁଲ ଚନ୍ଦନ  ଓ ତିଳକ ଲଗାଇ  ସମ୍ମର୍ଦ୍ଧିତ କରିଥିଲେ l ଅତିଥିଗଣ ବିଦ୍ୟାଦାତ୍ରୀ ସରସ୍ବତୀ ମାତା, ସୃଷ୍ଟିର ଆଦ୍ୟ ଝଙ୍କାର ଓଁ, ଭାରତ ମାତା, ଆର. ଏସ. ଏସର ପ୍ରଥମ ସଂଗଠକ ଡକ୍ଟର ହେଡ଼ଗବାର ଓ ଗୁରୁଜୀଙ୍କ ଫୋଟୋ ଚିତ୍ରକୁ ଫୁଲ ଚନ୍ଦନ ଓ ନୈବେଦ୍ୟ ଅର୍ପଣ, ଦୀପ ଧୂପ ପ୍ରଜ୍ବଳନ ପୂର୍ବକ ପୂଜାର୍ଚନା କରିଥିଲେ l ସହ ଆଚାର୍ଯ୍ୟ   ବେଣୁଧର ନିଆଲ ଶୁଭାଷୀତାନୀ  ପଠନ କରିଥିଲା ବେଳେ  ସୁନେଶ୍ୱର ପୁଞ୍ଜି ବ୍ୟକ୍ତିଗତ ଗୀତ ଗାନ କରିଥିଲେ l ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥିଗଣ ହିନ୍ଦୁ ଧର୍ମ ଓ ଭାରତର ମହାନ ସଂସ୍କୃତି  ଓ ପରମ୍ପରାର  ଗୁଣଗାନ କରିବାସହ ଏହାର ସୁରକ୍ଷା କରିବା ଆମର ପରମ ଧ୍ୟେୟ ହେଉ ବୋଲି ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ l ପ୍ରଧାନ ଆଚାର୍ଯ୍ୟ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ l ସଭା ଶେଷରେ ଆଚାର୍ଯ୍ୟ ବୀରଭଦ୍ର ସା  ଅତିଥିଗଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ  l ଏହି ଉତ୍ସବରେ ଶିଶୁମନ୍ଦିରର ଛାତ୍ରଛାତ୍ରୀ, ସମସ୍ତ ଆଚାର୍ଯ୍ୟ /ଆଚାର୍ଯ୍ୟା , ଅଭିଵାବକ ଅଭିଵାବିକା ଓ ପରିଚାଳନା ସମିତିର ସଭ୍ୟ /ସଭ୍ୟା ଉପସ୍ଥିତ ଥିଲେ l ସଭା ସମାପ୍ତି ପରେ ସମସ୍ତଙ୍କ ପାଇଁ  ପ୍ରସାଦ ସେବନର  ବ୍ୟବସ୍ଥା କରାଯାଇଥିଲା l ଠିକ ସେହିପରି ସିନାପାଲି ଖଣ୍ଡ ଏକ ଅଭିଯାନ ତରଫରୁ   ବୋଟୋପାଲି ବନ୍ୟା ଆଶ୍ରମ ସ୍ଥଳରେ  ଅନୁଷ୍ଠିତ ହୋଇଥିବା ହିନ୍ଦୁ ନବବର୍ଷ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ ଶ୍ରୀଯୁକ୍ତ ଲଳିତ ସୁନାରି ଓ ମୁଖ୍ୟ ବକ୍ତା ଭାବରେ ପଶ୍ଚିମ ଓଡିଶା ବିଶ୍ୱହିନ୍ଦୁ ପରିଷଦର   ସହ ସମ୍ପାଦକ ଶ୍ରୀଯୁକ୍ତ ମୋହନ ଚରଣ ଦାସ  ଯୋଗଦେଇ ଆମ୍ଭ ଧର୍ମର ବିଶେଷତ୍ୱ ଓ  ମହାନତା ଉପରେ ଓଜସ୍ୱିନୀ ବକ୍ତବ୍ୟ ରଖି  ଶ୍ରୋତାଙ୍କୁ ଅନୁପ୍ରାଣିତ କରିଥିଲେ l ହାତିବନ୍ଧା, ଗଣ୍ଡାବାହେଲି,  ଚଳନା ଓ କୋଦୋବେଡା ଗ୍ରାମ  ତଥା ସିନାପାଲି ଶିଶୁଵିଦ୍ୟାମନ୍ଦିର, ସିଙ୍ଗଝର, ହାତିବନ୍ଧା ଓ ଗଣ୍ଡାବାହେଲି ଗ୍ରାମ ସ୍ଥିତ ଶିଶୁମନ୍ଦିର ରେ ମଧ୍ୟ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି  l ଭାରତର ପୁରପଲ୍ଲୀ, ସହର ବଜାର, ଅନୁଷ୍ଠାନ ଓ  ପ୍ରତ୍ୟେକ ଗୃହରେ  ଚୈତ୍ର ଶୁକ୍ଳ ପକ୍ଷ ପ୍ରତିପଦା ତିଥିରେ ଏହି ଉତ୍ସବ ପାଳନ କରିବା ପାଇଁ ଲୋକଙ୍କ ମଧ୍ୟରେ ଜାଗରଣ  ସୃଷ୍ଟି ହେବା ଉଚିତ ବୋଲି ମତ ଉଠୁଛି  l


News Comment




Photo in News

Advertisment
Lastest News
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026

You Might Also Like