-+91-9937148622 |

prerana_bgr@rediffmail.com |

  Thursday 30th April 2026 |

| | | |

R.N.I. Regd No. ODIODI/2010/46693

Breaking News

କଣ୍ଟାମାଳ ସଙ୍କୁଳସ୍ତରୀୟ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା    (30-Apr-2026)       ||      ଟିପିଡବ୍ଲୁଓଡିଏଲ୍ ବିରୋଧରେ ଡବ୍ଲୁ ଓ ବି ଏସ୍ ଏମ୍ ତରଫରୁ କର୍ମଚାରୀ ଛଟେଇ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ    (30-Apr-2026)       ||      କଟକ ସଦର ବ୍ଲକ୍‌ରେ ୨୫୦ କୋଟିର ଦୁର୍ନୀତି:  ଗୋଟିଏ ଗୋଟିଏ କାମକୁ ଦୁଇ ଦୁଇ ଥର ବିଲ୍   (30-Apr-2026)       ||      ପାର୍ବତୀଗିରି ମହିଳା ମହାବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା   (30-Apr-2026)       ||      ଇଣ୍ଡିଆ ସ୍କେଟ ଗେମ୍ସରେ ବରଗଡ଼ ବୈଦିକ ସ୍କୁଲର କୃତିତ୍ୱ    (30-Apr-2026)       ||      ବ୍ରାହ୍ମଣୀପାଲିରେ ଟ୍ରାନ୍ସଫର୍ମର ପୋଡିଲା,ଚାଷୀଙ୍କ ଧାନ ମରିବା ଆଶଂକା   (30-Apr-2026)       ||      *ବରଗଡ଼ ଜିଲ୍ଲାରେ ବିଭିନ୍ନ ଜନ କଲ୍ୟାଣ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ*   (30-Apr-2026)       ||      ନୃସିଂହନାଥ ଯାତ୍ରାରେ ଭାରତୀୟ କିସାନ ସଂଘ, ପାଇକମାଳ ବ୍ଲକ ଦ୍ୱାରା ଜଳଛତ୍ର ସେବା   (30-Apr-2026)       ||      Hj   (30-Apr-2026)       ||      ଗଞେଇ ଜବତ, ଚାଲାଣକାରୀ ଗିରଫ   (30-Apr-2026)       ||      ପରିକ୍ଷିତ ଟାଇଗର କଲେଜ ର ୧୩ ତମ ବାର୍ଷିକ ଉତ୍ସବ ପାଳିତ   (30-Apr-2026)       ||      ଓଏସଏପି ଷଷ୍ଠ ବାଟାଲିଅନରେ ଯୁବକ ଯୁବତୀଙ୍କୁ ନେଇ ଗଣ୍ଡଗୋଳ   (30-Apr-2026)       ||      ଜି.ସି.କଲେଜରେ ଗୋପବନ୍ଧୁ ଚୌଧୁରୀଙ୍କ ୬୮ ତମ ଶ୍ରାଦ୍ଧ ଦିବସ ପାଳିତ   (30-Apr-2026)       ||      ସ୍ବାସ୍ଥ୍ୟ ହିଁ ସମ୍ପଦ ♦️ କରତାଳି ବା ତାଳି ବଜେଇବାର ଉପକାରିତା    (30-Apr-2026)       ||      ସେବାୟତଙ୍କ ମଧ୍ୟରେ ବିବାଦ ଏହି ପ୍ରସଙ୍ଗ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲ୍ଲାପାଳ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ   (30-Apr-2026)       ||      ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ    (30-Apr-2026)       ||      ଲୋକଙ୍କ ଅଭିଯୋଗ ପରେ ବଲାଙ୍ଗୀର ମୁନିସିପାଲିଟି ଅଧିକାରୀ ଲୋକଙ୍କ ପାଖରେ ପହଞ୍ଚିଲେ ♦️ ବର୍ଷା ପୂର୍ବରୁ ବରପାଲି ପଡା ତୃତୀୟ ଗଳି ରାସ୍ତା ଓ ଡ୍ରେନ କାମ ସମ୍ପୂର୍ଣ୍ଣ ହେବ    (29-Apr-2026)       ||      ସଂକୀର୍ତ୍ତନ୍ୟ ମହୋତ୍ସବ ଓ ୨୧ ତମ ଲୋକକଳା ଉତ୍ସଵ ପାଇଁ ପ୍ରସ୍ତୁତି ବୈଠକ   (29-Apr-2026)       ||      ପୋତାପୋଖରୀ ପ୍ରିମିୟର ଲିଗ୍ ଉଦଯାପିତ    (29-Apr-2026)       ||      ଯୁକ୍ତ ୨ ବିଜ୍ଞାନ ଓଡ଼ିଆରେ ପଢିବା ନିମନ୍ତେ ଏକଦିବସୀୟ ପ୍ରଶିକ୍ଷଣ    (29-Apr-2026)       ||     

HOME   ଜିଲ୍ଲା

ବାର ଏସୋସିଏସନ ଲୋଇସିଂହା ପକ୍ଷରୁ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ

29-Mar-2025



ଲୋଇସିଂହା, (ବିନୋଦ ଦୀପ) ଆଜି ବାର ଏସୋସିଏସନ ଲୋଇସିଂହା ପକ୍ଷରୁ ଚଳିତ ବର୍ଷ ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି l ସର୍ବସମ୍ମତିକ୍ରମେ ପ୍ରଦୀପ ତ୍ରିପାଠୀ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ସଞ୍ଜୟ ଷଡ଼ଙ୍ଗୀ ଉପସଭାପତି, ଜ୍ୟୋତିରଞ୍ଜନ ପଟେଲ ସମ୍ପାଦକ,  ଗୌରୀ ଶଙ୍କର ସାହୁ  କୋଷାଧ୍ୟକ୍ଷ ଓ  କ୍ଷେତ୍ରପାଳ ସାହୁ ସହ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି l ଏହାଛଡା ଉମାକାନ୍ତ ନାଏକ, ପ୍ରଶାନ୍ତ କୁମାର ବେହେରା, ଶଶାଙ୍କଶେଖର ଭୋଇ, ରାଜିନ୍ଦ୍ର ନାଏକ, ରାଜକିଶୋର ମିଶ୍ର, ଏକଜୁକ୍ୱିଟିଭ ମେମ୍ବର ଭାବେ ନିର୍ବାଚିତ ହୋଇଛନ୍ତି l ବରିଷ୍ଠ ଓକିଲ ତଥା ନିର୍ବାଚନ ଅଧିକାରୀ ଶୁଭେନ୍ଦୁ ସାହୁ ଏହି ନିର୍ବାଚନ କୁ ପରିଚାଳନା କରିଥିଲେ l ଶେଷରେ ପୂର୍ବତନ ସଭାପତି ଉମାକାନ୍ତ ନାଏକ ସମସ୍ତ ନିର୍ବାଚିତ ସଦସ୍ୟ ଙ୍କୁ ବାର ତରଫରୁ ସ୍ୱାଗତ ଓ ଅଭ୍ୟର୍ଥନା କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
କଣ୍ଟାମାଳ ସଙ୍କୁଳସ୍ତରୀୟ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା   30-Apr-2026
  ଜିଲ୍ଲା  
ଟିପିଡବ୍ଲୁଓଡିଏଲ୍ ବିରୋଧରେ ଡବ୍ଲୁ ଓ ବି ଏସ୍ ଏମ୍ ତରଫରୁ କର୍ମଚାରୀ ଛଟେଇ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ   30-Apr-2026
  ରାଜ୍ୟ  
କଟକ ସଦର ବ୍ଲକ୍‌ରେ ୨୫୦ କୋଟିର ଦୁର୍ନୀତି:  ଗୋଟିଏ ଗୋଟିଏ କାମକୁ ଦୁଇ ଦୁଇ ଥର ବିଲ୍   30-Apr-2026
  ଜିଲ୍ଲା  
ପାର୍ବତୀଗିରି ମହିଳା ମହାବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା   30-Apr-2026
  ଜିଲ୍ଲା  
ଇଣ୍ଡିଆ ସ୍କେଟ ଗେମ୍ସରେ ବରଗଡ଼ ବୈଦିକ ସ୍କୁଲର କୃତିତ୍ୱ   30-Apr-2026
  ଜିଲ୍ଲା  
ବ୍ରାହ୍ମଣୀପାଲିରେ ଟ୍ରାନ୍ସଫର୍ମର ପୋଡିଲା,ଚାଷୀଙ୍କ ଧାନ ମରିବା ଆଶଂକା   30-Apr-2026
  ଜିଲ୍ଲା  
*ବରଗଡ଼ ଜିଲ୍ଲାରେ ବିଭିନ୍ନ ଜନ କଲ୍ୟାଣ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ*   30-Apr-2026
  ଜିଲ୍ଲା  
ନୃସିଂହନାଥ ଯାତ୍ରାରେ ଭାରତୀୟ କିସାନ ସଂଘ, ପାଇକମାଳ ବ୍ଲକ ଦ୍ୱାରା ଜଳଛତ୍ର ସେବା   30-Apr-2026
  ଜିଲ୍ଲା  
Hj   30-Apr-2026
  ରାଜ୍ୟ  
ଗଞେଇ ଜବତ, ଚାଲାଣକାରୀ ଗିରଫ   30-Apr-2026
  ଜିଲ୍ଲା  
ପରିକ୍ଷିତ ଟାଇଗର କଲେଜ ର ୧୩ ତମ ବାର୍ଷିକ ଉତ୍ସବ ପାଳିତ   30-Apr-2026
  ଜିଲ୍ଲା  
ଓଏସଏପି ଷଷ୍ଠ ବାଟାଲିଅନରେ ଯୁବକ ଯୁବତୀଙ୍କୁ ନେଇ ଗଣ୍ଡଗୋଳ   30-Apr-2026

You Might Also Like

                           
  ଜିଲ୍ଲା  

Hj