-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
29-Mar-2025
ବଲାଙ୍ଗୀର, ୨ଠ୨୫-୨୬ ବର୍ଷ ପାଇଁ ବଲାଙ୍ଗୀର ଜିଲ୍ଲା ଟେକ୍ସ ଓକିଲ ସଂଘର ନିର୍ବାଚନ ବାଣିଜ୍ୟକର ଅଫିସ ପରିସରରେ ଥିବା ବାର୍ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ଅଧିକାରୀ ବରିଷ୍ଠ ଓକିଲ ମାନସ ରଂଜନ ବହିଦାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନେର ସଂପାଦିତ ଏହି ନିର୍ବାଚନରେ ସଭାପତି ଭାବରେ ଶାନ୍ତନୁ କୁମାର ଭୋଇ, ଉପସଭାପତି ଭାବରେ ଶଶାଙ୍କ ପଟ୍ଟନାୟକ, ସଂପାଦକ ଭାବରେ ପ୍ରଭଂଜନ ହୋତା, ସହସଂପାଦକ ଭାବେ ରାଜକିଶୋର ଜେନା ଓ କୋଷାଧ୍ୟକ୍ଷ ଭୋବ ସରୋଜ କୁମାର ମାଝୀ ନିର୍ବାଚିତ ହୋଇଛନ୍ତି । କାର୍ଯ୍ୟକାରୀ କମିଟିକୁ ଦୁଲିଚାନ୍ଦ ଅଗ୍ରୱାଲ, ନକୁଳ ଅଗ୍ରୱାଲ, ଅଶୋକ କୁମାର ଦାଶ, ଗଣେଶ ପ୍ରସାଦ ଦିକ୍ଷିତ, ଚିତ୍ତରଂଜନ ଦାସ ଓ ନୀଳେଶ କୁାମାର ଅଗ୍ରୱାଲ ମନୋନୀତ ହୋଇଛନ୍ତି ।