-+91-9937148622 |
prerana_bgr@rediffmail.com |
Friday 7th August 2026 |
R.N.I. Regd No. ODIODI/2010/46693
Breaking News
29-Mar-2025
ନବରଙ୍ଗପୁର (ମିହିର ଶଙ୍କର ପାତ୍ର )
ଡଙ୍ଗରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏକଲବ୍ୟ ପରିଡ଼ାଙ୍କୁ ଡାବୁଗାଁ ସଦର ମହକୁମା ସ୍ଥିତ ବ୍ଲକକଲନି ବିଦ୍ୟାଳୟର ଠାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଅ ଗଲା। ଏହି ସମୟରେ ଉପସ୍ଥିତ ଥିଲେ ଡାବୁଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଶ୍ମିତା ନେତମ, ଏବିଇଓ ସନ୍ତସ ସାହୁ , ସିଆର ସିସି ଗୁପ୍ତେ ପ୍ରସାଦ ନାଗ ସହ ବ୍ଲକର ବରିଷ୍ଟ ଶିକ୍ଷକ ମାନେ ମୋହନ ସିଂ ଗଣ୍ଡ, ଜିତେନ୍ଦ୍ର ମାଝୀ, ବିକାଶ ନିଶଙ୍ଖ, ବଲଭ ପଣ୍ଡା, କୃଷ୍ଣ ପଣ୍ଡା, ହିରଣ୍ୟ ମାଝୀ, ସୌଭାଗ୍ୟ ବିଶ୍ୱାଳ,ସୁରେଶ ବେହେରା ଅନିତା ବେହେରା, ଗିରିଶବାଳା ଜେନା, ସତ୍ୟଭାମା ନିହାଲ, ସୁଜ୍ଞାନୀ ବେହେରା, ପ୍ରମ୍ମୁକ।