-+91-9937148622 |
prerana_bgr@rediffmail.com |
Thursday 6th August 2026 |
R.N.I. Regd No. ODIODI/2010/46693
Breaking News
17-Jan-2021
ମାଲକାନଗିରି, (ପ୍ରେରଣା ଖବର ବ୍ୟୁରୋ) :ଡ଼ାକବାଜି ଯନ୍ତ୍ର ଦ୍ୱାରା ଗାଁ ଗାଁ ବୁଲି ଲୋକଙ୍କୁ ନୂତନ ଟ୍ରାଫିକ ନିୟମ ବୁଝାଉଛନ୍ତି MV 79 ଥାନା ଅଧିକାରୀ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମଭି 79 ଠାରେ ଆଜି ଲୋକଙ୍କୁ ଚାରି ଚକିଆ ଯାନ ତଥା ବାଇକ ଚାଳକଙ୍କ ନିମନ୍ତେ ନୂତନ ନିୟମ ଲାଗୁ ହେବା ପରେ ରବିବାର ଦିନ ମାଲକାନଗିରି ଜିଲ୍ଲା ଏମଭି 79 ଥାନା ପୋଲିସ ତରଫରୁ ଏକ ବାଇକ ରାଲୀର ଆୟୋଜନ କରାଯାଇଛି ।