-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
08-Oct-2020
Bhubaneswar, ପତ୍ନୀଙ୍କୁ ଯୌତୁକ ନିର୍ଯାତନା ଦେବା ଅଭିଯୋଗରେ ମେଜର ଗିରଫ । ମେଜରକୁ ଗିରଫ କଲା ମହିଳା ଥାନା ପୋଲିସ । ପତ୍ନୀଙ୍କୁ ଯୌତୁକ ନିର୍ଯ୍ୟାତନା ସହ ମାରିଦେବାକୁ ଉଦ୍ୟମ କରିଥିଲେ ମେଜର । ଅଭିଯୁକ୍ତ ମେଜର ଜଣଙ୍କ ସୌମ୍ୟ ପତି । ଘର ସୁନ୍ଦରପଦାରେ ହୋଇଥିବା ବେଳେ ଫରିଦାବାଦରେ କାର୍ଯ୍ୟରତ ଅଛନ୍ତି ସୌମ୍ୟ । ଗିରଫ ପରେ ଅଭିଯୁକ୍ତ ସୌମ୍ୟକୁ ନିଜ ହେପାଜତକୁ ନେଲା ଆର୍ମି ।