-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||     

HOME   ଜିଲ୍ଲା

ଆର୍ଯ୍ୟ ସମାଜ ପ୍ରମୁଖ କାର୍ଯ୍ୟକର୍ତ୍ତା ଙ୍କ ସାଂଗଠନିକ ବୈଠକ

05-Mar-2025



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ପଶ୍ଚିମ ଓଡିଶା  ଆର୍ଯ୍ୟସମାଜ ଅନ୍ତର୍ଗତ ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର ଜିଲ୍ଲା ତ୍ରୟକୁ ନେଇ ଗଠିତ ବଲାଙ୍ଗୀର ବିଭାଗର ପ୍ରମୁଖ କାର୍ଯ୍ଯକର୍ତ୍ତାଙ୍କ ଏକ ସାଂଗଠନିକ ବୈଠକ ଆଜି ସ୍ଥାନୀୟ  ଦୟାନନ୍ଦ ପ୍ଲେ ସ୍କୁଲ ପଟାଭାଡି ଠାରେ ଅନୁଷ୍ଠିତ ହୋଇ ଯାଇଛି ।  ଆର୍ଯ୍ୟସମାଜର ଶତାଧିକ ସକ୍ରିୟ ସଦସ୍ଯ ଓ ସଦସ୍ଯା ଏଥିରେ ଯୋଗଦେଇ ଆର୍ଯ୍ୟସମାଜର ୧୫୦ ତମ ପ୍ରତିଷ୍ଠା ବର୍ଷକୁ ଭବ୍ୟତାର ସହ ପାଳନ କରିବାପାଇଁ ମତ ରଖିଥିଲେ। ନବ ପ୍ରଭାତ ଆଶ୍ରମ, ପଦ୍ମପୁର ର ଆଚାର୍ଯ୍ଯ ପଣ୍ଡିତ ବୃହସ୍ପତି ଶାସ୍ତ୍ରୀ ପଶ୍ଚିମ ଓଡିଶା ଆର୍ଯ୍ୟସମାଜର ସଭାପତିଙ୍କ ପୌରହିତ୍ୟ ରେ ସଭା କାର୍ଯ୍ୟ ହୋଇଥିଲା,  ରାଜ କୁମାର ବରାଡ ସଭା ସଂଯୋଜନା କରିଥିଲେ। ପଣ୍ଡିତ ଦୀନମଣି ବାରିକ ବୈଠକ ଓ ଯଜ୍ଞ ପରିଚାଳନା କରିଥିଲେ।  ଶିବ ପ୍ରସାଦ ପାତ୍ର ବ୍ଯବସ୍ଥା ଦାୟିତ୍ବ ପରିଚାଳନା କରିବା ସହ ବୈଠକ କୁ ବ୍ୟବସ୍ଥିତ ଓ ସଫଳ କରିବାରେ ଉଦ୍ୟମ କରିଥିଲେ। 
       ଆଗାମୀ ଦିନରେ ବରଗଡ, ସମ୍ବଲପୁର ଓ ସୁନ୍ଦରଗଡ ବିଭାଗର ବୈଠକ ସମ୍ବନ୍ଧରେ ବିଚାର ବିମର୍ଶ କରାଯାଇ ଥିଲା। ବୈଠକରେ ଉତ୍କଳ ଆର୍ଯ୍ୟ ପ୍ରତିନିଧି ସଭାର ପୂର୍ବତନ ସଂପାଦକ  ଆନନ୍ଦ କୁମାର ଶାସ୍ତ୍ରୀ ,  ପୂର୍ଣ୍ଣାନନ୍ଦ ଶାସ୍ତ୍ରୀ, ପଣ୍ଡିତ ନିରଞ୍ଜନ ସାହୁ ଆଦି ଅନେକ ଗଣ୍ଯମାନ୍ଯ ବ୍ଯକ୍ତି ବୈଠକରେ ଉପସ୍ଥିତ ହୋଇ ମାର୍ଗ ଦର୍ଶନ କରିଥିଲେ। ଧର୍ମାନ୍ତରଣ, ଅରାଷ୍ଟ୍ରୀୟ ଗତିବିଧି ସହ ପାଖଣ୍ଡ , ଅନ୍ଧବିଶ୍ବାସ , ଜନ୍ମଗତ ଜାତିପ୍ରଥାର ବିରୁଦ୍ଧରେ ଆର୍ଯ୍ୟସମାଜ ସର୍ବଦା ଜାଗ୍ରତ ଥାଏ , ତେଣୁ ଜନ ସାଧାରଣ ଆର୍ଯ୍ୟସମାଜ ରୂପକ ଏହି ସାମାଜିକ କ୍ରାନ୍ତି ଅବା ଆନ୍ଦୋଳନରେ ଭରପୂର ସହଯୋଗ କରିବା ପାଇଁ ଉପସ୍ଥିତ ନେତୃତ୍ବ ଆହ୍ବାନ କରିଥିଲେ। 
ଆଚାର୍ଯ୍ଯ ବେଦପ୍ରକାଶ ସମାରୋପ ବିଚାର ରଖି ଥିଲେ। ଶାନ୍ତି ପାଠ ପରେ କାର୍ଯ୍ୟକ୍ରମ ସମାପନ ହୋଇ ଥିଲା। ଶେଷରେ ଇଶ୍ବରଙ୍କ ଆଶୀର୍ବାଦ କ୍ରମେ ଅନ୍ନ ଯଜ୍ଞର ବ୍ଯବସ୍ଥା ରଖା ଯାଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026

You Might Also Like