-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
02-Mar-2025
ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲାକୁ ଡବଲ ଇଞ୍ଜିନ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନ ପରି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ର ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୁଜାରୀ ଆସିଥିବା ବେଳେ ତାଙ୍କୁ ନାଗରିକ ସମର୍ଦ୍ଧିନା କରାଯାଇ ଥିଲା। ଏହି ସମୟରେ ବଲାଙ୍ଗୀର ବିକାଶ ଉଦ୍ଦେଶ୍ଯ ରେ ବିଭିନ୍ନ ସଂଗଠନ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଦାବିପତ୍ର ମଧ୍ଯ ରେ ରାଜ୍ଯ ର ଲୋକମାନଙ୍କ ଉଦ୍ଦେଶ୍ଯ ରେ ଏକ ଗୁରୁତ୍ୱପୂର୍ଣ୍ଣ ଦାଦି ଯାହାକି ସେଟେଲମେଣ୍ଟ ପରି ଲୋକାଭିମୁଖୀ ଦାବିପତ୍ର ମଧ୍ଯ ଶ୍ରୀଯୁକ୍ତ ପୂଜାରୀଙ୍କୁ 'ତକ୍ଷକ' ସମ୍ପାଦକ ଶ୍ରୀ ବିଶ୍ବମୟ ପୂଜାରୀଙ୍କ ସମେତ ରାଜ କିଶୋର ଦାସ, ସଲିମ ଖାନ୍, ପ୍ରଭାସ ପାଣିଗ୍ରାହୀ,ବଲାଙ୍ଗୀର ନାଲଖଣ୍ଡି ପଡା ଗଜଲକ୍ଷ୍ମୀ ପୂଜା କମିଟିର ସଭାପତି ଲଲିତ ପଣ୍ଡାଙ୍କ ସମେତ ସମସ୍ତ କର୍ମକର୍ତ୍ତା ପ୍ରଦାନ କରିଥିଲେ।