-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ଜିଲ୍ଲା

ଏକକାଳୀନ ଋତୁ ଚାଷ ପାଇଁ ମେଗା ଲିପ୍ଟ ପଏଣ୍ଟ ସ୍ଥାପନ ପାଇଁ ଜିଲ୍ଲା ପାଳ ଙ୍କ ଠାରେ ଚାଷୀ ଙ୍କ ଦାବୀ ପତ୍ର ପ୍ରଦାନ

02-Mar-2025



ତରଭା(କପିଳାସ ସେଠ): ତରଭା ବ୍ଲକ ର ୩ ଗୋଟି ପଞ୍ଚାୟତ ର ୨୨ଟି ଗ୍ରାମ କୁ ତେଳ ନଦୀରେ ମେଗା ଲିପ୍ଟ ପଏଣ୍ଟ ମାଧ୍ୟମ ରେ ଋତୁକାଳୀନ ଏକକଚାଷ ସୁନିଶ୍ଚିତ କରିବା ପାଇଁସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଠାରେ ଦାବୀ I  ମିଳିଥିବା ସୂଚନା ଅନୁଯାଇ ତରଭା ବ୍ଲକର ୩ଗୋଟି ସରଗଜ, ଦୁବୁଲା, ତୁଲୁଣ୍ଡା ପଞ୍ଚାୟତ ର ୨୨ଖଣ୍ଡ ଗ୍ରାମ ହଜାରଧିକ ଚାଷୀ ଜଳସୋଚନର ସୁବିଧାରୁ ବଞ୍ଚିତ ରହିଥିବା ଚାଷୀ ମାନେଅଭିଯୋଗ କରିଛନ୍ତି I ତିନି ପଞ୍ଚାୟତ ଚାଷୀ ମାନଙ୍କ ସୁବିଧା ନେଇ ଦୀର୍ଘ କୋଡିଏ ଦିନ ଧରି ଚାଷୀ ନେତା ମିତ୍ର ବ୍ରତ ମିଶ୍ର, ସନ୍ତୋଷ ପଟ୍ଟନାୟକ ଓ

ଅନ୍ୟ ଚାଷୀ ମାନେ ପଞ୍ଚାୟତର ପ୍ରତ୍ୟେକ ଗ୍ରାମକୁ ଯାଇ ଦସ୍ତଖତ ସଂଗ୍ରହ ସହ ଚାଷ ସମ୍ପର୍କିତ ସମସ୍ୟା ଉପରେ ଆଲୋଚନା କରିଥିଲେ I  ସମସ୍ତ ଗ୍ରାମର ଚାଷୀ ମାନଙ୍କର ଏକ ମାତ୍ର ସମସ୍ୟା ସମାଧାନ ନେଇ ଋତୁକାଳୀନ ଚାଷ କାର୍ଯ୍ୟପାଇଁ ତେଳ ନଦୀରେ ଏକ ମେଗା ଲିପ୍ଟ ପଏଣ୍ଟ ସ୍ଥାପନ କରିବା ପାଇଁପ୍ରସ୍ତାବ ଓ ସମର୍ଥନ ଆସିଥିଲା I ଏକ ମାସ ତଳେ  ଅଞ୍ଚଳର ଚାଷୀ ମାନେ ଜିଲ୍ଲାପାଳଙ୍କ ଠାରେ ଏକ ଦାବୀପତ୍ର ପ୍ରଦାନ କରି ଥିଲେ I ଏହି ଦାବୀପତ୍ର ପ୍ରଦାନ ପରେ ଜିଲ୍ଲାପାଳ ଶ୍ରୀମତୀ ଦାସଙ୍କ ନିର୍ଦ୍ଦେଶ କ୍ରମେ ବିଭୀଗୀୟ ଅଧିକାରୀ କ୍ଷେତ୍ର ପରିଦର୍ଶନ କରି ସମ୍ପୃକ୍ତ ଅଞ୍ଚଳର ରାଜସ୍ବ ନିରାକ୍ଷୀୟକ ଜଲସୋଚନର ସମସ୍ୟା ନେଇରିପୋଟ ପାଇଁ ନିର୍ଦ୍ଧେଶ ଦେଇ ଥିଲେ I ଜିଲ୍ଲାପାଳ ତାଙ୍କ ପ୍ରତିଶୃତି ରକ୍ଷା କରିବା ଓ ଦାବୀପତ୍ରର କାର୍ଯ୍ୟ କାରି ତୁରନ୍ତ କରିଥିବାରୁ ଗତ ଅଭିଯୋଗ ଶୁଣାଣି ଶିବରରେ ଚାଷୀ ନେତା ଶ୍ରୀ ମିଶ୍ର ଓ ସମ୍ପୃକ୍ତ ଅଞ୍ଚଳର ଶତାଧିକ ଚାଷୀ  ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ ଙ୍କୁ ସାଧୁ ବାଦ ଓ କୃତଜ୍ଞତା ଜଣାଇବା ଥିଲେ  I ଋତୁକାଳୀନ ଚାଷ ପାଇଁ ତେଳ ନଦୀରେ ଶୀଘ୍ର ନୂତନ ଏକ ମେଗା ଲିପ୍ଟ ପଏଣ୍ଟ ସ୍ଥାପନ କରିବା ନେଇ ସରଗଜ, ଦୁବୁଲା, ତୁଲୁଣ୍ଡା ଗ୍ରାମପଞ୍ଚାୟତ ର ସରଗଜ, ଚନ୍ଦନ ପାଳି, ବାଘିଆ ମୁଣ୍ଡା, ତେନ୍ତୁଳୀଖୁଣ୍ଟି, ନକଟିକନା, ତେନ୍ତୁଳିଆ ମୁଣ୍ଡା ସମେତ ଅନେକ ଗ୍ରାମର ଚାଷୀ ମାନେପୁଣି ଥରେ  ଜିଲ୍ଲାପାଳଙ୍କ ଠାରେ ଦାବୀ କରିଥିଲେ I ଚାଷୀ ନେତା ମିତ୍ରବ୍ରତ ମିଶ୍ର, ସନ୍ତୋଷ ପଟ୍ଟନାୟକ, ପବିତ୍ର ମିଶ୍ର,ତପନ ମିଶ୍ର, କୈଳାସ ମିଶ୍ର, ଚିନ୍ତାମଣି ମିଶ୍ର, ଉପିନ ନାଏକ, ବୀରେନ୍ଦ୍ର ରଣା, ରାଜେନ୍ଦ୍ର ରଣା, ବିଶେଶ୍ୱର ସାହୁ ମନୋହର ମିଶ୍ର, ପରମେ ମିଶ୍ର, ଅଶୋକ ମିଶ୍ର, ଭକ୍ତ ମହଲା, ଶୁଭ୍ର ମିଶ୍ର,  ସୁଶୀଳ ମଲ୍ଲିକ,, ସୁକାନ୍ତ ମିଶ୍ର, ଗଣେଶ ମିଶ୍ର ଦୟାନିଧି ମିଶ୍ରଙ୍କ ସମେତ ଶତାଧିକ ଚାଷୀ  ଉପସ୍ଥିତ ଥିଲେ I ଦାବୀପତ୍ର ପ୍ରଦାନ ସମୟରେ ତରଭା ବିଡ଼ିଓ ଗଙ୍ଗାରାମ ବୁଡ଼େକଙ୍କ ସହ ଅନ୍ୟ ସମସ୍ତ ଜିଲ୍ଲାସ୍ତର ଅଧିକାରୀ ଉପସ୍ଥିତ ଥିଲେ I 


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like