-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
28-Feb-2025
ବଲାଙ୍ଗୀର (ପ୍ରେରଣା ଖବର): ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡ଼ାର ରମଣ ଭିପନେଟ ସlଇନ୍ସ କ୍ଲବ ତରଫରୁ ଜାତୀୟ ବିଜ୍ଞାନ ଦିବସ ପାଳନ ହୋଇଯାଇଛି l ଶିକ୍ଷୟତ୍ରୀ ଶ୍ରୀମlସୂତା ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡାଙ୍କ ଅଧ୍ୟକ୍ଷତା କରିଥିଲେ l ଶିକ୍ଷୟିତ୍ରୀ ଅପର୍ଣ୍ଣା
ପଟେଲ ସାର ସି.ଭି.ରମନଙ୍କ ଜୀବନୀ ଓ ରମଣ ପ୍ରଭାବ ବିଷୟରେ ଆଲୋକପାତ କରିଥିଲେ l ଶ୍ରୀ ବଡ଼ପଣ୍ଡା ଏହି ଦିବସ ଅବସରରେ ବିଜ୍ଞାନକୁ ଲୋକପ୍ରିୟ କରିବା ଓ ବିଜ୍ଞାନର
ଉପକାର ଉପରେ ଛାତଛତ୍ରୀମାଙ୍କୁ ଦିଗଦର୍ଶନ ଦେଇଥିଲେ l ସଭାରେ ଶିକ୍ଷୟତ୍ରୀ ମଞ୍ଜରୀ ସୁନା ଉପସ୍ଥିତ ଥିଲେ l ଶେଷରେ ଶିକ୍ଷକ ନିଲାମ୍ବର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ l