-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
13-Jan-2021
ଝାରସୁଗୁଡା ଜ଼ିଲ୍ଲା ବଡ଼ମାଳଥାନା ଅଂରର୍ଗତ ବଂଜାରୀ ହରିଜନପଡା ରେ ପୁଅ ମାନିକ ବେହେରା ର କଟୁରି ଚୋଟରେ ବାପା ଲକ୍ଷ୍ଣ ବେବେରା ଙ୍କ ମୃତୁ ଘଟିଛି l ଏହିଘଟଣାରେ ବଡ଼ମାଳ ଥାନାପୋଲିସ ଅଭିଯୁକ୍ତ ପୁଅ ମାନିକ ବେହେରା କୁ ଗିରଫ କରିଛି ବୋଲି ଏସପି ସୂଚନା ଦେଇଛନ୍ତି l