-+91-9937148622 |

prerana_bgr@rediffmail.com |

  Sunday 8th March 2026 |

| | | |

R.N.I. Regd No. ODIODI/2010/46693

Breaking News

୧୪-୧୫ ବର୍ଷୀୟ କିଶୋରୀମାନଙ୍କ ପାଇଁ ଦେଶବ୍ୟାପୀ ଏଚ୍‌ପିଭି ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ   (07-Mar-2026)       ||      ଓଡ଼ିଆ ଚଳଚ୍ଚିତ୍ର "ଲାଇନବାଲା"ର ପୋଷ୍ଟର ଉନ୍ମୋଚନ ଓ ଟିଜର ରିଲିଜ୍   (07-Mar-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ    (07-Mar-2026)       ||      ସଶକ୍ତ ମହିଳାଙ୍କ ସମର୍ପଣର ପର୍ବ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ   (07-Mar-2026)       ||      ସର୍ବଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ  ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ   (07-Mar-2026)       ||      ବରପାଲି ପ୍ରାଥମିକ କୃଷି ସମବାୟ ସମିତି ର ବାର୍ଷିକ ସାଧାରଣ ସଭା   (07-Mar-2026)       ||      ରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୨୫ ବର୍ଷ ପୂର୍ତ୍ତି ଅବସରରେ ମହୋତ୍ସବ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ଙ୍କୁ ନିମନ୍ତ୍ରଣ   (07-Mar-2026)       ||      ଏକ ଦିବସୀୟ ଜାତୀୟ ସଂଗୋଷ୍ଠୀ ଅନୁଷ୍ଠିତ    (07-Mar-2026)       ||      ୮ କ୍ଵିଣ୍ଟାଲ ୯୧ କେଜି ଗଞ୍ଜେଇ ଜବତ; ୧ ଗିରଫ*- *ସୁବର୍ଣ୍ଣପୁର ପୋଲିସ କୁ ବଡ଼ ସଫଳତା*-   (07-Mar-2026)       ||      ସୁନ୍ଦରଗଡ଼ରେ ସାଇବର୍ ଥାନା ଉଦ୍‌ଘାଟିତ   (07-Mar-2026)       ||      ବିସ୍ଥାପିତ ପ୍ରତିଭା ସମ୍ମାନ- ସୁକତେଲ ମହୋତ୍ସବ ଅବସରରେ ପ୍ରଶଂସନୀୟ ଉଦ୍ୟମ    (07-Mar-2026)       ||      ରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତପଞ୍ଚବିଂଶତି ଜୟନ୍ତୀ ପାଳନ ଉପଲକ୍ଷେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ   (07-Mar-2026)       ||      କେନ୍ଦ୍ର ପର୍ଯ୍ୟଟନ କମିଶନରଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ପ୍ରକଳ୍ପ ସହ ଅଙ୍ଗନବାଡ଼ି ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ   (07-Mar-2026)       ||      ମାଟିରେ ମିଶିଲା ଶତାୟୁଅନୁଷ୍ଠାନ “ସୁନ୍ଦରକୁମାରୀ ଲେଡିଜ କ୍ଲବ”   (07-Mar-2026)       ||      ଆଗଲପୁର ରେ ନୂତନ ଥାନା ଗୃହର ଶୁଭ ଉଦଘାଟନ   (07-Mar-2026)       ||      ଡୁଙ୍ଗୁରିପାଲି ଧରିତ୍ରୀ ସାମ୍ବାଦିକଙ୍କ ପିତୃ ବିୟୋଗ |   (07-Mar-2026)       ||      ସୁଧୁରୁନାହିଁ ଟ୍ରାଫିକ ସମସ୍ୟା: ପୋଲିସ ନିରବ, ପ୍ରଶାସନ ଚୁପ   (07-Mar-2026)       ||      *ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁବର୍ଣ୍ଣପୁର ରେ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ*   (06-Mar-2026)       ||      ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମୂହ ଯୋଗ ଶିବିର   (06-Mar-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ମୂଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ*-   (06-Mar-2026)       ||     

HOME   ଜିଲ୍ଲା

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ନୂତନ ହିତାଧିକାରୀ ଚୟନ ନିମନ୍ତେ ସର୍ଭେ ରେ ଯୋଗ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ, ପରେ ପାଟୁଆପାଲି ରେ ମନ୍ତ୍ରୀ ଙ୍କ କର କମଲରେ ଅତିରିକ୍ତ ଶ୍ରେଣୀ କୋଠରୀ ଓ ଅଫିସ୍ ଗୃହ ଉଦଘାଟିତ

25-Jan-2025



ଲୋଇସିଂହା/ଆଗଲପୁର, (ବିନୋଦ ଦୀପ) ଆଜି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ ମୁକେଶ ମହାଳିଙ୍ଗ ଙ୍କ ଲୋଇସିଂହା ନିର୍ବାଚନ ମଣ୍ଡଳୀ ର ପୁଇଁତଲା ବ୍ଲକ ର ଗଇଁତଲା, ଲୋଇସିଂହା ବ୍ଲକ ର ଝାରମୁଣ୍ଡା ଓ ଆଗଲପୁର ବ୍ଲକ ର ପଟୁଆପାଲି ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ରେ ନୂତନ ହିତାଧିକାରୀ ଚୟନ ନିମନ୍ତେ ସର୍ଭେ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l ପରେ ପଟୁଆପାଲି ଠାରେ ଥିବା ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟ ରେ ନୂତନ ଶ୍ରେଣୀଗୃହ ର ଶୁଭ ଉଦ୍ଘାଟନ କରିଥିଲେ l ଏହି ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ଓ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଯୋଗ ଦେଇଥିଲେ l ଏହି ଅବସରରେ ଏକ ଉଦ୍ଘାଟନୀ ସଭା ଅନୁଷ୍ଠିତ ହୋଇଥିଲା l ଏହି ଉଦ୍ଘାଟନୀ ଉତ୍ସବ ରେ ସମ୍ମାନିତ ଅତିଥି ଭାବରେ ଆଗଲପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମହାପାତ୍ର କୁଲଦୀପ ମହାନ୍ତି, ଶ୍ରୀ ଶୁଭ ବସ୍ତିଆ ପୂର୍ବତନ ସରପଂଚ ତଥା ବିଦ୍ୟାଳୟ ର ପ୍ରତିଷ୍ଠାତା, ଆଗଲପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଶ୍ୟାମ ମେହେର, ଶ୍ରୀଯୁକ୍ତ ନିର୍ମଳ ଭୁଏ ସମିତି ସଭ୍ୟ ଓ ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ପଧାନ୍ ଯୋଗ ଦେଇଥିଲେ l

ମୁଖ୍ୟ ବକ୍ତା ଭାବେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ମନ ମୋହନ ପଟେଲ ଯୋଗ ଦେଇଥିଲେ। ଆଜିର ଉଦ୍ଘାଟନୀ ସଭାରେ ପଟୁଆ ପାଲି ସରପଞ୍ଚ ଶ୍ରୀ ରବି ବସ୍ତିଆ ସଭା ପରିଚାଳନା କରିଥିଲେ। ପ୍ରଥମେ ମନ୍ତ୍ରୀ ଙ୍କୁ ପାଛୋଟି ଆଣି ତାଙ୍କୁ ସୁ ସ୍ବାଗତ କରା ଯାଇଥିଲା। ପରେ ପରେ ତାଙ୍କ କର କମଳ ରେ ନୂତନ ଶ୍ରେଣୀ ଗୃହ ଓ ଅଫିସ୍ ଗୃହ କୁ ଫିତା କାଟି ଶୁଭ ଉଦ୍ଘାଟନ କରିଥିଲେ। ସମସ୍ତ ଅତିଥି ମାନେ ନିଜ ନିଜ ସୂ ଚିନ୍ତିତ ମତାମତ ଦେଇ ନିଜ ନିଜ ଅଭି ଭାଷଣ ରଖିଥିଲେ। ମାନ୍ୟବର ସ୍ବାସ୍ଥ୍ୟ ମନ୍ତ୍ରୀ ମହୋଦୟ ମଧ୍ୟ ନିଜ ଅଭିଭାଷଣ ରେ ଅଞ୍ଚଳର ତଥା ବିଦ୍ୟାଳୟ ର କିପରି ବିକାଶ ହୋଇ ପାରିବ ସେ ବିଷୟରେ ନିଜ ବକ୍ତବ୍ୟ ରେ ସୂଚନା ଦେଇଥିଲେ। ସଭାରେ ସମସ୍ତ ଅତିଥି ଙ୍କୁ ଫୁଲ ତୋଡା ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା l


News Comment




Photo in News

Advertisment
Lastest News
  ଜିଲ୍ଲା  
୧୪-୧୫ ବର୍ଷୀୟ କିଶୋରୀମାନଙ୍କ ପାଇଁ ଦେଶବ୍ୟାପୀ ଏଚ୍‌ପିଭି ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ   07-Mar-2026
  ଜିଲ୍ଲା  
ଓଡ଼ିଆ ଚଳଚ୍ଚିତ୍ର "ଲାଇନବାଲା"ର ପୋଷ୍ଟର ଉନ୍ମୋଚନ ଓ ଟିଜର ରିଲିଜ୍   07-Mar-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ   07-Mar-2026
  ଜିଲ୍ଲା  
ସଶକ୍ତ ମହିଳାଙ୍କ ସମର୍ପଣର ପର୍ବ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ   07-Mar-2026
  ଜିଲ୍ଲା  
ସର୍ବଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ  ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ   07-Mar-2026
  ଜିଲ୍ଲା  
ବରପାଲି ପ୍ରାଥମିକ କୃଷି ସମବାୟ ସମିତି ର ବାର୍ଷିକ ସାଧାରଣ ସଭା   07-Mar-2026
  ଜିଲ୍ଲା  
ରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୨୫ ବର୍ଷ ପୂର୍ତ୍ତି ଅବସରରେ ମହୋତ୍ସବ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ଙ୍କୁ ନିମନ୍ତ୍ରଣ   07-Mar-2026
  ଜିଲ୍ଲା  
ଏକ ଦିବସୀୟ ଜାତୀୟ ସଂଗୋଷ୍ଠୀ ଅନୁଷ୍ଠିତ   07-Mar-2026
  ଜିଲ୍ଲା  
୮ କ୍ଵିଣ୍ଟାଲ ୯୧ କେଜି ଗଞ୍ଜେଇ ଜବତ; ୧ ଗିରଫ*- *ସୁବର୍ଣ୍ଣପୁର ପୋଲିସ କୁ ବଡ଼ ସଫଳତା*-   07-Mar-2026
  ଜିଲ୍ଲା  
ସୁନ୍ଦରଗଡ଼ରେ ସାଇବର୍ ଥାନା ଉଦ୍‌ଘାଟିତ   07-Mar-2026
  ଜିଲ୍ଲା  
ବିସ୍ଥାପିତ ପ୍ରତିଭା ସମ୍ମାନ- ସୁକତେଲ ମହୋତ୍ସବ ଅବସରରେ ପ୍ରଶଂସନୀୟ ଉଦ୍ୟମ   07-Mar-2026
  ଜିଲ୍ଲା  
ରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତପଞ୍ଚବିଂଶତି ଜୟନ୍ତୀ ପାଳନ ଉପଲକ୍ଷେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ   07-Mar-2026

You Might Also Like