-+91-9937148622 |

prerana_bgr@rediffmail.com |

  Monday 9th March 2026 |

| | | |

R.N.I. Regd No. ODIODI/2010/46693

Breaking News

ନାଗରିକ ବିକାଶ ସଂଗଠନ କଳାହାଣ୍ଡି ଜିଲ୍ଲା ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ।   (09-Mar-2026)       ||      *ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ଶକ୍ତି ପଦଯାତ୍ରା’ ଅନୁଷ୍ଠିତ*- *ସମାଜ ଓ ଦେଶ ର ବିକାଶ ରେ ନାରୀ ମାନଙ୍କ ଭୂମିକା ଉଲ୍ଲେଖନୀୟ*- *ଜିଲ୍ଲାପାଳ*-   (09-Mar-2026)       ||      ଜେଏସଏମ କଲେଜରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ    (09-Mar-2026)       ||      ଆନ୍ତର୍ଜାତୀୟ ମହିଳା ଦିବସରେ ଲେଣ୍ଡା ଗ୍ରାମର ସୁଲୋଚନା ମିଶ୍ର ସମ୍ବର୍ଦ୍ଧିତ   (08-Mar-2026)       ||      ଅବସରପ୍ରାପ୍ତ ଶିକ୍ଷକ ଯଜ୍ଞେଶ୍ବର ପାଣିଗ୍ରାହୀଙ୍କ ପରଲୋକ    (08-Mar-2026)       ||      ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ଯଥାଶୀଘ୍ର କାର୍ଯ୍ୟକାରୀ କରାଯିବା ଉଚିତ    (08-Mar-2026)       ||      ଆନ୍ତର୍ଜାତିକ ମହିଳା ଦିବସ ପାଳିତ    (08-Mar-2026)       ||      ଉତ୍କଳ ମହିଳା ବିକାଶ ପରିଷଦ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ    (08-Mar-2026)       ||      ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର ମହିଳା ସମିତି ର ଆନ୍ତର୍ଜାତିକ ମହିଳା ଦିବସ ପାଳନ    (08-Mar-2026)       ||      ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର ମହିଳା ସମିତି ର ଆନ୍ତର୍ଜାତିକ ମହିଳା ଦିବସ ପାଳନ    (08-Mar-2026)       ||      ବିନିକା ଗୋକୁଳାଷ୍ଟମୀ ମହୋତ୍ସବ ସମ୍ପାଦକଙ୍କ ପରଲୋକ   (08-Mar-2026)       ||      ତହଁକ୍ ତିହାର୍ ଉଦଯାପିତ   (08-Mar-2026)       ||      ଲୋୟର ସୁକତେଲ ଡ୍ୟାମ ଅଂଚଳର ସାମଗ୍ରିକ ଉନ୍ନତି ପାଇଁ ୧୨ଟି ପ୍ରସ୍ତାବ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପ୍ରଦାନ   (08-Mar-2026)       ||      ଅନ୍ତର୍ଜାତୀୟ ମହିଳା ଦିବସରେ ବିଏମ୍ ସିର ଗଣଦୌଡ♦️ “ମହିଳାମାନଙ୍କ ଶକ୍ତି ସୁରକ୍ଷା ବଳୟରେ ପରିଣତ ହେଉ”-ବାଚସ୍ପତି   (08-Mar-2026)       ||      ୱାର୍ଲଡ ଓଡ଼ିଶା ସୋସାଇଟି ଦ୍ୱାରା ଦିଲ୍ଲୀରେ ଶକ୍ତି ଉତ୍ସବ ଆୟୋଜିତ   (08-Mar-2026)       ||      ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷ ରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ,   (08-Mar-2026)       ||      ଗୀତିନାଟ୍ୟ ‘ଅଭିମନ୍ୟୁ ବଧ’ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ରମଣ୍ଡପ ରେ ମଞ୍ଚସ୍ଥ   (08-Mar-2026)       ||      ୧୪-୧୫ ବର୍ଷୀୟ କିଶୋରୀମାନଙ୍କ ପାଇଁ ଦେଶବ୍ୟାପୀ ଏଚ୍‌ପିଭି ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ   (07-Mar-2026)       ||      ଓଡ଼ିଆ ଚଳଚ୍ଚିତ୍ର "ଲାଇନବାଲା"ର ପୋଷ୍ଟର ଉନ୍ମୋଚନ ଓ ଟିଜର ରିଲିଜ୍   (07-Mar-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ    (07-Mar-2026)       ||     

HOME   ଜିଲ୍ଲା

ତୁରେକେଲା ବ୍ଳକରେ ଜାତୀୟ କନ୍ୟା ଦିବସ ପାଳିତ

24-Jan-2025



କଣ୍ଟାବାଞ୍ଜି(କୈଳାଶ ସଗରିଆ):  ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ବକବାହାଲ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ କନ୍ୟା ଦିବସ ପାଳିତ ହୋଇଥିଲା।ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭାରେ ପ୍ରାଧାନ ଶିକ୍ଷୟିତ୍ରୀ କୁନି ସାହୁ,ଅଙ୍ଗନବାଡ଼ି କର୍ମୀ ଦିବାନୀ ରଣା, ଶିକ୍ଷକ ରାଜ କିଶୋର ନାଗ ଉପସ୍ଥିତ ଥିଲେ।ଶ୍ରୀ ଦାଶ କନ୍ୟା ରତନ କର ଯତନ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଉପସ୍ଥିତ ସମସ୍ତ ବାଳିକା ମାନଙ୍କୁ ପଠନ ଲିଖନ ସାମଗ୍ରୀ ଦିଆଯାଇଥିଲା।ଠିକ ସେହି ପରି କଣ୍ଟାବାଞ୍ଜି ବାଳିକା ଉଚ୍ଚ ବିଦ୍ୟାଳୟରେ ମଧ୍ୟ ଜାତୀୟ କନ୍ୟା ଦିବସ ପାଳିତ ହୋଇଥିଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅଶୋକ ତରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି,ମୁଖ୍ୟ ଅତିଥି, ଶିଶୁ ସାହିତ୍ୟିକ ବିରଞ୍ଚି ନାରାୟଣ ଦାଶ, ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବରେ କଣ୍ଟାବାଞ୍ଜି ସିଆରସିସି ଦିନେଶ ମହାନନ୍ଦ ଉପସ୍ଥିତ ଥିଲେ।ବର୍ତ୍ତମାନ ସମୟରେ ବାଳିକା ମାନେ ବିଭିନ୍ନ କ୍ଷେତ୍ରରେ ପିଲାଙ୍କ ଠାରୁ ଆଗୁଆ ଅଛନ୍ତି କେଵଳ ସେମାନଙ୍କୁ ସୁଯୋଗ ମିଳିବା ଦରକାର ବୋଲି ଅତିଥି ମାନେ ମତ ପ୍ରଦାନ କରିଥିଲେ।ଏହି ସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ବାଳିକା ମାନେ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନାଗରିକ ବିକାଶ ସଂଗଠନ କଳାହାଣ୍ଡି ଜିଲ୍ଲା ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ।   09-Mar-2026
  ଜିଲ୍ଲା  
*ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ଶକ୍ତି ପଦଯାତ୍ରା’ ଅନୁଷ୍ଠିତ*- *ସମାଜ ଓ ଦେଶ ର ବିକାଶ ରେ ନାରୀ ମାନଙ୍କ ଭୂମିକା ଉଲ୍ଲେଖନୀୟ*- *ଜିଲ୍ଲାପାଳ*-   09-Mar-2026
  ରାଜ୍ୟ  
ଜେଏସଏମ କଲେଜରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ   09-Mar-2026
  ଜିଲ୍ଲା  
ଆନ୍ତର୍ଜାତୀୟ ମହିଳା ଦିବସରେ ଲେଣ୍ଡା ଗ୍ରାମର ସୁଲୋଚନା ମିଶ୍ର ସମ୍ବର୍ଦ୍ଧିତ   08-Mar-2026
  ରାଜ୍ୟ  
ଅବସରପ୍ରାପ୍ତ ଶିକ୍ଷକ ଯଜ୍ଞେଶ୍ବର ପାଣିଗ୍ରାହୀଙ୍କ ପରଲୋକ   08-Mar-2026
  ଜିଲ୍ଲା  
ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ଯଥାଶୀଘ୍ର କାର୍ଯ୍ୟକାରୀ କରାଯିବା ଉଚିତ   08-Mar-2026
  ଜିଲ୍ଲା  
ଆନ୍ତର୍ଜାତିକ ମହିଳା ଦିବସ ପାଳିତ   08-Mar-2026
  ଜିଲ୍ଲା  
ଉତ୍କଳ ମହିଳା ବିକାଶ ପରିଷଦ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ   08-Mar-2026
  ଜିଲ୍ଲା  
ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର ମହିଳା ସମିତି ର ଆନ୍ତର୍ଜାତିକ ମହିଳା ଦିବସ ପାଳନ   08-Mar-2026
  ଜିଲ୍ଲା  
ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର ମହିଳା ସମିତି ର ଆନ୍ତର୍ଜାତିକ ମହିଳା ଦିବସ ପାଳନ   08-Mar-2026
  ଜିଲ୍ଲା  
ବିନିକା ଗୋକୁଳାଷ୍ଟମୀ ମହୋତ୍ସବ ସମ୍ପାଦକଙ୍କ ପରଲୋକ   08-Mar-2026
  ଜିଲ୍ଲା  
ତହଁକ୍ ତିହାର୍ ଉଦଯାପିତ   08-Mar-2026

You Might Also Like