-+91-9937148622 |

prerana_bgr@rediffmail.com |

  Wednesday 12th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||      ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (12-Aug-2026)       ||      ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||      ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ    (12-Aug-2026)       ||      ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   (12-Aug-2026)       ||      ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   (12-Aug-2026)       ||      ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||      ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   (12-Aug-2026)       ||      ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   (12-Aug-2026)       ||      ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||     

HOME   ଜିଲ୍ଲା

ମଧ୍ୟାହ୍ନ ଭୋଜନ ରେ ପୋକ, ସୋୟାବିନ ତରକାରୀ ରେ ବାହାରିଲା ପୋକ l ଭୋଜନ ବଦଳରେ ଜଳଖିଆ ଖାଇଲେ ଛାତ୍ରଛାତ୍ରୀ l

23-Jan-2025



ଆଗଲପୁର, (ପ୍ରେରଣା ଖବର) ସ୍କୁଲ ମଧ୍ୟାହ୍ନ ଭୋଜନ ରେ ପୋକ ବାହାରି ଥିବା ଅଭିଯୋଗ ହୋଇଛି l ଏଭଲି ଘଟଣl ଦେଖିବାକୁ ମିଳିଛି l ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଳକ ପଲ୍ଲୀଶ୍ରୀ ନୋଡାଲ ଉଚ୍ଚବିଦ୍ୟାଳୟ ଡୁଡୁକା  ରେ l ମଧ୍ୟାହ୍ନ ଭୋଜନ ରେ ପୋକ ବାହାରି ଥିବା ଅଭିଯୋଗ ହୋଇଛି l ସୋୟାବିନ ତରକାରି ଖାଦ୍ୟ ରେ ପୋକ ବାହାରିବାରୁ ଛାତ୍ରଛାତ୍ରୀ ମାନେ ଖାଦ୍ୟ ଖାଇ ନ ଥିବା ଅଭିଯୋଗ ହୋଇଛି l  ବିଷୟ ଜାଣିବା ପରେ ସ୍କୁଲ କତୃପକ୍ଷ ପିଲା ଙ୍କୁ  ଟିଫିନ ବ୍ୟବସ୍ତl କରାଯାଇଥିବା କହିଛନ୍ତି l ସରକାର ଙ୍କ ତରଫରୁ ସ୍କୁଲ ଛାତ୍ରଛାତ୍ରୀ ଙ୍କ ପାଇଁ ସ୍ଵାଦିଷ୍ଟ ମଧ୍ୟାହ୍ନ ଭୋଜନ ର ବ୍ୟବସ୍ତା କରାଯାଉଛି ହେଲେ କେତେକ ସ୍କୁଲ ମାନଙ୍କ ରେ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ରୁ ଛାତ୍ରଛାତ୍ରୀ ଙ୍କ ପାଇଁ ବିପଦ ହେବାର ସମ୍ମୁଖୀନ ହେବାକୁ ପଡୁଛି l ସୂଚନା ରୁ ପ୍ରକାଶ ଯେ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଡୁଡୁକା ଉଚ୍ଚ ବିଦ୍ୟାଳୟ ରେ ଆଜି ମଧ୍ୟାହ୍ନ ଭୋଜନ ରେ ଏଭଲି ଦେଖିବାକୁ ମିଳିଛି ଯେ ଆଜି ପିଲା ଙ୍କୁ ଭାତ ସହ ସୋୟାବିନ ତରକାରୀ ଦିଆଯାଇଥିଲା ହେଲେ ତରକାରୀ ରେ ପୋକ ବାହାରିବା ଦେଖି ଛାତ୍ରଛାତ୍ରୀ ମାନେ ଖାଦ୍ୟ ଖାଇବାକୁ ବଞ୍ଚିତ ହୋଇଛନ୍ତି l ମଧ୍ୟାହ୍ନ ଭୋଜନରେ ରେ ପୋକ ବାହାରିବାରୁ ତାଙ୍କୁ ଟିଫିନ୍ ର ବ୍ୟବସ୍ତl କରାଯାଇଥିବା ଜଣାପଡିଛି l ଏହାପରେ ଛାତ୍ରଛାତ୍ରୀ ଙ୍କୁ ଜଳଖିଆ ଦିଆ ଯାଇଥିବା ଦେଖିବାକୁ ମିଳିଛି l ଏ ବିଷୟରେ ବ୍ଲକ ପ୍ରଶାସନ ଖବର ପାଇବା ପରେ ସ୍କୁଲ କୁ ଆସି ଘଟଣା ର ଅନୁଧ୍ୟାନ କଲାପରେ ଘଟଣା ଟି ସତ୍ୟତା ଥିବା ଜାଣିବା କୁ ପାଇଥିଲା l ବ୍ଲକ ଶିକ୍ଷା ଅଧିକାରୀ ଏବଂ ସିଡିପିଓ ଘଟଣl ବିଷୟରେ ଜାଣିବା ପରେ ଏହାରି ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି l ସରକାର ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉତ୍ତମ ଖାଦ୍ୟ ଯୋଗାଇ ଦେଉଥିବା ବେଳେ ଏହାର ବିପରୀତ ଦେଖିବାକୁ ମିଳିଛି ମଧ୍ୟାହ୍ନ ଭୋଜନ ରେ ପୋକ ବାହାରିବା ଓ ନିମ୍ନ ମlନର ଖାଦ୍ୟ ପିଲାଙ୍କୁ ଯୋଗାଇ ଦିଆଯାଉଛି l ତେଣୁ ଡୁଡୁକl ଉଚ୍ଚ ବିଦ୍ୟାଳୟ ର ଏହି ଘଟଣl କୁ ନେଇ ପ୍ରଶାସନ କି ପଦକ୍ଷେପ ନେଉଛି ତାହାରି ଉପରେ ସମସ୍ତଙ୍କ ନଜର l ସ୍ଵୟଂ ସହାୟକ ଗୋଷ୍ଠୀ ନାମ ହେଇଛି ଅନ୍ନପୂର୍ଣ୍ଣା l ଉକ୍ତ ଦଳ ଏହି ମଧ୍ୟାହ୍ନ ଭୋଜନ ଯୋଗାଣ କାମରେ ନିୟୋଜିତ ଥିବା ସ୍କୁଲ୍ ର ପ୍ରଧାନ ଶିକ୍ଷକ ସୂଚନା ଦେଇଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   12-Aug-2026
  ଜିଲ୍ଲା  
ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   12-Aug-2026
  ଜିଲ୍ଲା  
ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    12-Aug-2026
  ଜିଲ୍ଲା  
ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   12-Aug-2026
  ଜିଲ୍ଲା  
ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   12-Aug-2026
  ଜିଲ୍ଲା  
ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   12-Aug-2026
  ଜିଲ୍ଲା  
ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   11-Aug-2026
  ଜିଲ୍ଲା  
ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   11-Aug-2026
  ଜିଲ୍ଲା  
ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା   11-Aug-2026

You Might Also Like