-+91-9937148622 |

prerana_bgr@rediffmail.com |

  Tuesday 18th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (17-Aug-2026)       ||      ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   (17-Aug-2026)       ||      ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   (17-Aug-2026)       ||      ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   (17-Aug-2026)       ||      ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   (17-Aug-2026)       ||      ସ୍ମାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକଦିନିଆ କର୍ମଶାଳା   (17-Aug-2026)       ||      *କଳାହାଣ୍ଡି ଜିଲ୍ଲା ଆତ୍ମା ପକ୍ଷରୁ ଚାଷୀ ଙ୍କୁ ନେଇ ସୁବର୍ଣ୍ଣପୁର କ୍ଷେତ୍ର ପରିଦର୍ଶନ*- *ଚାଷୀ ଓ ବୈଜ୍ଞାନିକ ଙ୍କ ଭାବ ବିନିମୟ କାର୍ଯ୍ଯ କ୍ରମ*-   (17-Aug-2026)       ||      ଝରଣିପାଲି ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   (17-Aug-2026)       ||      *ଏବେ ବି ବଞ୍ଚିଛି ମାନବିକତା*- *ବୋଲବମ ଚାରିଟେବୁଲ ଟ୍ରଷ୍ଟ କୁ ବୁଦ୍ଧିଜୀବି ମହଲରେ ପ୍ରଶଂସା*-   (17-Aug-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ପ୍ରିମିଅର ଲିଗ୍ ଚରଦା ହାଇସ୍କୁଲ୍ ପଡ଼ିଆରେ ଉଦଘାଟିତ ।   (17-Aug-2026)       ||      ଶିକ୍ଷକ ଯୋଗାଇବାର ପ୍ରତିଶ୍ରୁତି ପରେ ସ୍କୁଲ ଗେଟରୁ ଖୋଲିଲା ତାଲା   (17-Aug-2026)       ||      ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ, ବେଲପଡ଼ା ବ୍ଲକ ସଂଘର ସମ୍ମିଳନୀ ଅନଷ୍ଠିତ ଓ ନୂତନକର୍ମକର୍ତ୍ତାଙ୍କୁ ନେଇ କାର୍ଯକାରୀ କମିଟି ଗଠନ    (17-Aug-2026)       ||      ଡୁଙ୍ଗରିପାଲି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୪୪ଟି ଦରଖାସ୍ତ ଗ୍ରହଣ   (17-Aug-2026)       ||      ମହନୀ ଉତ୍ସବ ପାଇଁ ସମ୍ବଲପୁରୀ ଲୋକନୃତ୍ୟ ପ୍ରତିଯୋଗିତା    (17-Aug-2026)       ||      ଗଣ୍ତାବାହାଲିଠାରେ ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ   (17-Aug-2026)       ||      ନାରୀସେବା ସଙ୍ଘ ପକ୍ଷରୁ ଦେଶର ୮୦ ତମ ସ୍ବାଧିନତା ଦିବସ ପାଳିତ    (17-Aug-2026)       ||      ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ   (17-Aug-2026)       ||      ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ପ୍ରେସମିଟ   (17-Aug-2026)       ||     

HOME   ଜିଲ୍ଲା

*ଗାନ୍ଧୀ ସ୍ମୃତି ଭବନରେ କନ୍ଧମାଳ ଟାଲେଣ୍ଟ ହଣ୍ଟ ୨୦୨୫ ଅନୁଷ୍ଠିତ ହୋଇଯାଇଛି*

18-Jan-2025



ଫୁଲବାଣି (କ୍ଷୀରୋଦ କୁମାର ସାହାଣୀ )  କନ୍ଧମାଳ ଜିଲାର ସ୍ଥାନୀୟ ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ମୃତି ଭବନରେ ଗତ ଜାନୁଆରୀ ୧୨ ତାରିଖରେ ରବିବାର, ଜାନୁଆରୀ ୧୨ ତାରିଖରେ କନ୍ଧମାଳ ଟ୍ୟାଲେଣ୍ଟ ହଣ୍ଟ ପ୍ରତି ଯୋଗିତା ଅନୁଷ୍ଠିତ ହୋଇଯାଇଛି |  ଉକ୍ତ କାର୍ଯ୍ୟକ୍ରମ "କନ୍ଧମାଳ ଟାଲେଣ୍ଟ ହଣ୍ଟ ୨୦୨୫" ଆୟୋଜିତ ହୋଇଯାଇଛି। କନ୍ଧମାଳ ଯୁଟ୍ୟୁବର୍ସ ଏବଂ ଆର୍ଟିସ୍ଟ ଆସୋସିଏସନ୍ (KYAA) ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତା ରେ ଜିଲ୍ଲାର ଯୁବକ ଯୁବତୀ ମାନଙ୍କ ଭିତରେ ଥିବା ଅନେକ  ଲୁକ୍କାୟିତ ପ୍ରତିଭା ଗୁଡ଼ିକୁ  ସେମାନେ ପ୍ରଦର୍ଶନ କରି ଦେଖାଇଥିଲେ ଏଭଳି ଏକ ମହତ୍ୱ ପୂର୍ଣ୍ଣ ପ୍ରତିଭା ପ୍ରଦର୍ଶନ କାର୍ଯ୍ୟକ୍ରମ ରେ ବରେଣ୍ୟ ସମ୍ମାନନୀୟ   ଅତିଥି ଭାବେ  କନ୍ଧମାଳ ଜିଲ୍ଲାର "" ବେଞ୍ଜମୁ ମନ ସିଆନା " ର ବିଶିଷ୍ଟ କଣ୍ଠ ଶିଳ୍ପୀ ଶ୍ରୀ ଜଲନ୍ଧର ବେହେରା, ଶ୍ରୀ ଚିତ୍ତରଞ୍ଜନ ସାହୁ, ମୁନଲାଇଟ ପ୍ରୋଡକ୍ସନର CEO ଏବଂ ଓଲିଉଡ ନିର୍ମାତା ଶ୍ରୀ ସୁବ୍ରତ ମଲ୍ଲିକ,ବରିଷ୍ଠ ନୃତ୍ୟ ଗୁରୁ ତଥା ବରିଷ୍ଠ କଳାକାର ଓ ଗାୟକ ଶ୍ରୀ ରଞ୍ଜିତ ମୁଖୀ , କ୍ୟା ର ଉପାଧ୍ୟକ୍ଷ ଶ୍ରୀ ଭଗବାନ କହଁର ପ୍ରମୁଖ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ | ଏଭଳି ଏକ ଚିତାକର୍ଷକ ଜିଲ୍ଲା ସ୍ତରୀୟ ନୃତ୍ୟ, ଗିତ ସଂଗୀତ ପ୍ରତିଯୋଗିତାରେ  କନ୍ଧମାଳ ଜିଲ୍ଲାର ଶତାଧିକ କଳାକାର ମାନେ ଅଂଶ ଗ୍ରହଣ କରିଥିଲେ | ବିଭିର୍ଣ୍ଣ ନୃତ୍ୟ ଗିତ ସଂଗୀତ ପ୍ରତିଯୋଗିତା ରେ  ମିସ୍ ସ୍ମୃତିମୟୀ ବେହେରା, ଯେଉଁଥିରେ ଦ୍ୱିତୀୟ ସ୍ଥାନ ପାଇଛନ୍ତି ଜ୍ୟୋତିରଞ୍ଜନ ନାୟକ। ଏହା ସହ ଗାନ ପ୍ରତିଯୋଗିତାର ବିଜେତାଙ୍କୁ ଆଶୀର୍ବାଦ ଓ ପ୍ରଶଂସା ସହ ୫୦୦୦ ଓ ୩୦୦୦ ଟଙ୍କାର ଅର୍ଥ ରାଶି ପୁରସ୍କାର  ମଧ୍ୟ ମଂଚାସୀନ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ।ଏହାପରେ ନୃତ୍ୟ ବିଭାଗର ବିଚାରକ ମଣ୍ଡଳୀ ରେ   ଯୁବ ନୃତ୍ୟଗୁରୁ ଶ୍ରୀ ସୁଖରଞ୍ଜନ ସାହାଣୀ, ଅଭିନେତ୍ରୀ ମିସ୍ ପୂଜା ପଟ୍ଟନାୟକ ଏବଂ  ଯୁବ ନୃତ୍ୟ ଗୁରୁ ଓ ଅଭିନେତା ଡିଜେ ରାଜା। ସଂଗୀତ ପ୍ରତିଯୋଗିତାର ନ୍ୟାୟାଧିଶ ଭାବେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଶ୍ରୀ ଅସୀତ ନନ୍ଦ,  ଯାତ୍ରା ଜଗତର ପ୍ରସିଦ୍ଧ କଣ୍ଠ ଶିଳ୍ପୀ ଶ୍ରୀ ଅମିର କୁମାର ସାହାଣି ଏବଂ ଗାୟିକା ଶ୍ରୀମତୀ ସୋନାଲି ପଟ୍ଟନାୟକ ଉପସ୍ଥିତ ଥିଲେ।
କନ୍ଧମାଳ ଟ୍ୟାଲେଣ୍ଟ ହଣ୍ଟ 2025  କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ବାଲିଗୁଡା ଟିମ ଏବଂ ରୋୟାଲ୍ ଡାନ୍ସ ଏମ୍ପାୟର, ଫୁଲବାଣିର ଶ୍ରେଷ୍ଠ  ଦଳ ଭାବେ ପ୍ରଦର୍ଶନ କରି ଯୋଗ୍ୟ ବିବେଚିତ ହୋଇ ଥିଲେ । ଏଭଳି ଏକ ଆକର୍ଷଣୀୟ କାର୍ଯ୍ୟକ୍ରମ କୁ ଭରପୁର ଭାବେ ଉପଭୋଗ କରୁଥିବା ଉପସ୍ଥିତ ଦର୍ଶକମାନେ ବହୁତ ଆନନ୍ଦ ଉପଭୋଗ କରିଥିଲେ। କନ୍ଧମାଳ ଟାଲେଣ୍ଟ ହଣ୍ଟ ୨୦୨୫ ଏକ ଅଦ୍ଭୁତପୂର୍ବ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ହେବା ସହ ଜିଲ୍ଲାର ଗ୍ରାମାଞ୍ଚଳ ରେ ଭରି ରହିଥିବା ଟାଲେଣ୍ଟ ମାନଙ୍କୁ ଏକ ଶ୍ରେଷ୍ଠ ଜାଗତିକ ମଞ୍ଚ ପ୍ରଦାନ କରିପାରିଥିଲା।  କନ୍ଧମାଳ ୟୁଥ କଳାକାର ଆସୋଶେଶନ ( KYAA ) ର ଜିଲ୍ଲାରେ ପ୍ରଥମ ବର୍ଷର ଏଭଳି ପ୍ରୟାସ କୁ କନ୍ଧମାଳ ଜିଲ୍ଲାର ଯୁବକ ଯୁବତୀ ମାନଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭା ପ୍ରଦର୍ଶନ ର ଏକ ମାର୍ଗ ଦର୍ଶକ, ପ୍ରେରଣା ହୋଇପାରିବା ସହିତ ଅଗଣିତ କଳାପ୍ରେମୀ ଦର୍ଶକ ମାନଙ୍କୁ ଭରପୁର ମନୋରଞ୍ଜନ ର ଖୋରାକ ଯୋଗାଇବାରେ  ସକ୍ଷମ ହୋଇପାରିଥିଲା ଓ ଏଭଳି କାର୍ଯ୍ୟକ୍ରମ କୁ କନ୍ଧମାଳ ବାସି ଭୁୟସୀ ପ୍ରଶଂସା କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   17-Aug-2026
  ଜିଲ୍ଲା  
ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା   17-Aug-2026
  ଜିଲ୍ଲା  
କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା   17-Aug-2026
  ଜିଲ୍ଲା  
ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   17-Aug-2026
  ଜିଲ୍ଲା  
ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   17-Aug-2026
  ଜିଲ୍ଲା  
ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   17-Aug-2026
  ଜିଲ୍ଲା  
ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   17-Aug-2026
  ରାଜ୍ୟ  
ସ୍ମାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକଦିନିଆ କର୍ମଶାଳା   17-Aug-2026
  ଜିଲ୍ଲା  
*କଳାହାଣ୍ଡି ଜିଲ୍ଲା ଆତ୍ମା ପକ୍ଷରୁ ଚାଷୀ ଙ୍କୁ ନେଇ ସୁବର୍ଣ୍ଣପୁର କ୍ଷେତ୍ର ପରିଦର୍ଶନ*- *ଚାଷୀ ଓ ବୈଜ୍ଞାନିକ ଙ୍କ ଭାବ ବିନିମୟ କାର୍ଯ୍ଯ କ୍ରମ*-   17-Aug-2026
  ଜିଲ୍ଲା  
ଝରଣିପାଲି ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   17-Aug-2026
  ଜିଲ୍ଲା  
*ଏବେ ବି ବଞ୍ଚିଛି ମାନବିକତା*- *ବୋଲବମ ଚାରିଟେବୁଲ ଟ୍ରଷ୍ଟ କୁ ବୁଦ୍ଧିଜୀବି ମହଲରେ ପ୍ରଶଂସା*-   17-Aug-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଫୁଟବଲ ପ୍ରିମିଅର ଲିଗ୍ ଚରଦା ହାଇସ୍କୁଲ୍ ପଡ଼ିଆରେ ଉଦଘାଟିତ ।   17-Aug-2026

You Might Also Like