-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
10-Jan-2025
ମିହିର ଶଙ୍କର ପାତ୍ର)
ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ବ୍ଲକ ସ୍ତରୀୟ ଲାକ୍ଷପତି ଦିଦି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତହୋଇଯାଇଛି । ଅପରାହ୍ନ ୨ ଘଣ୍ଟା ସମୟରେ ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ବ୍ଲକ ସ୍ତରୀୟ ଲାକ୍ଷପତି ଦିଦି ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ରେ ଜିଲ୍ଲା ବାହାରୁ ଜଣେ ଦିଦି ଆସି ପ୍ରଶିକ୍ଷଣ ଦେଇଥିଲେ। କାର୍ଯ୍ୟକ୍ରମ ରେ ଡାବୁଗାଁ ବ୍ଲକ ମିଶନ ଶକ୍ତି ବିଭାଗର ବ୍ଲକ ପ୍ରୋଗ୍ରାମ
ମେନେଜର ଡିକେ ନାୟକ,ବିପିସି ନବୀନ ଭତ୍ରା,ସମସ୍ତ ଏମବିକେ, ସିଆରପି, ସମସ୍ତ ପଞ୍ଚାୟତର ଜିପିଏଲଏଫ ର ସଭାପତି ସମ୍ପାଦିକା ଉପସ୍ଥିର ଥିଲେ। କାର୍ଯ୍ୟକ୍ରମ ସୁରୁଖୁରୁରେ ଅନୁଷ୍ଠିତ ହୋଇଥିଲା ।