-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||     

HOME   ଜିଲ୍ଲା

୩୬ ତମ ସର୍ବ ଭାରତୀୟ ଲାଲମନି କ୍ରିକେଟ ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଆସନ୍ତା ୧୯ ରୁ ମ୍ୟାଚ ଆରମ୍ଭ*

21-Dec-2024



ସୋନପୁର (ମନୋରଞ୍ଜନ ତ୍ରିପାଠୀ ) ୩୬ ତମ ସର୍ବ ଭାରତୀୟ ଲାଲମନି କ୍ରିକେଟ ପାଇଁ ଆଜି ସୁବର୍ଣ୍ଣପୁର  ଜିଲ୍ଲା କ୍ରିକେଟ ସଂଘ କାର୍ଯ୍ୟାଳୟ ଠାରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇ ଥିଲା l  ଜିଲ୍ଲା କ୍ରିକେଟ  ସଂଘ ସଭାପତି ଶ୍ରୀ ରାମ ଶଙ୍କର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସଂପାଦକ ପ୍ରଦୀପ ସେଠି , ଉପ ସଭାପତି ବି ସତ୍ୟ ନାରାୟଣ ରାଓ, କ୍ଷେତ୍ର ବାସୀ ସାହୁ, ସହ ସଂପାଦକ ପାର୍ଥ ସାରଥୀ କର, ବାଙ୍କା ବିହାରୀ ମହଲା, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର୍ ପାତ୍ର, ଲାଲ୍ ମନି କ୍ରିକେଟ କୋଚ ରାଜେନ୍ଦ୍ର ମିଶ୍ର, ପିଚ୍ କୁରେଟର ବି ସୁଦର୍ଶନ ପାତ୍ର, ଟିମ କୋଡ଼ି ନେଟର ନବ କୁମାର ମିଶ୍ର, ଟୁର୍ଣ୍ଣl ମେଣ୍ଟ ଡାଇରେକ୍ଟର ଗିରୀ ଗୋବର୍ଦ୍ଧନ ଥନାପତି, ଉପଦେଷ୍ଟା ସୁଧାଂଶୁ ଶେଖର ମିଶ୍ର , ସଦସ୍ୟ ବିନୋଦ ପାତ୍ର, ନାଗେଶୁ ପାତ୍ର, ସୁରଜ୍ ପାତ୍ର ଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l ଏବର୍ଷ ଲାଲ ମନି କ୍ରିକେଟ ରେ ସର୍ବ ମୋଟ ୯ ଗୋଟି ଦଳ ଭାଗ ନେଇଥିବା ବେଳେ ଓଡ଼ିଶା ର ଚାରି ଗୋଟି ଦଳ ଓ ବାହାର ରାଜ୍ୟ ର ପାଞ୍ଚ ଗୋଟି ଦଳ ଭାଗ ନେଇଥିବା ସୂଚନା ମିଳିଛି l ଆସନ୍ତା ୧୮ ତାରିଖ ରେ ସ୍ଥାନୀୟ ଗାନ୍ଧୀ ପଡିଆ ଠାରେ ଏହି ଟର୍ଣ୍ଣl ମେଣ୍ଟ ଉଦ୍ଘାଟନ ଉତ୍ସବ ପାଳନ ହେବାକୁ ଥିବା ବେଳେ ଜାନୁଆରୀ ୧୯ ତାରିଖ ରୁ ୨୬ ତାରିଖ ଯାଏ ଏହି ମ୍ୟାଚ୍ ଚାଲୁ ରହିବ l ଅନେକ କ୍ରିକେଟ ତାରକା ଙ୍କ ସମେତ ଅନେକ ନେତା ଅଭିନେତା ଅଭିନେତ୍ରୀ ଏଥିରେ ଯୋଗ ଦେବାକୁ ଥିବା ବେଳେ ପ୍ରତ୍ୟହ ସନ୍ଧ୍ୟା ରେ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ l ଟି ଟ୍ୱେଣ୍ଟି ଟି ଟେନ୍ ଫର୍ମାଟ  ଓ ସୁପର ଟୁ ଓଭର ଫର୍ମାଟ ରେ ମ୍ୟାଚ୍ ଖେଳାଯିବ l 
ବିଜେତା ଦଳ କୁ ଲାଲ ମନି ଟ୍ରଫି ସହ ନଗଦ ୮୦ ହଜାର ଟଙ୍କା ଓ ଉପ ବିଜେତା ଦଳ କୁ ୫୦ ହଜାର ଟଙ୍କା କେସ ପ୍ରାଇସ ପ୍ରଦାନ୍ କରାଯିବ ବୋଲି ସୂଚନା ମିଳିଛି l

ଲଟେରୀ ମାଧ୍ୟମ ରେ  ନଅ ଜଣ ଫ୍ରାଞ୍ଚାଇଜ ନଅ ଗୋଟି ଟିମ କୁ ଚୟନ କରିଥିବା ବେଳେ ନାଇସେଟ ଏକାଡେମି ର ଅଧ୍ୟକ୍ଷ ରମଣ କୁମାର୍ ପଧାନ ବାପୁଜୀ କ୍ଳବ୍ ଭୁବନେଶ୍ବର ଦଳ କୁ ଚୟନ କରିଛନ୍ତି l ସେହିପରି ଡି ଏସ ସି ନିଉ ଦିଲ୍ଲୀ ଦଳ କୁ ମା ବାଗଳା ଜ୍ୱେଲର୍ସ ର ପ୍ରୋପାଇଟର ରୁପେଶ ଅଗ୍ରୱାଲା ଚୟନ କରିଥିବା ବେଳେ ଏନ୍ ଏସ୍ ଏସ ପ୍ରୟାଗ ରାଜ ଉତ୍ତରା ଖଣ୍ଡ ଦଳ କୁ ଏସ ଏସ ଏକାଡେମି ର ଅଧ୍ୟକ୍ଷ ଅମିତ୍ କୁମାର୍ ସାହୁ ଚୟନ କରିଛନ୍ତି l ନବ ଜୀଵନ ଟିମ ସୁନ୍ଦରଗଡ଼ ଦଳ କୁ ସମଲେଶ୍ଵରୀ ନର୍ସିଂ ହୋମ ର ଅଧ୍ୟକ୍ଷ ପିଙ୍କୁ ରଥ ଚୟନ କରିଥିବା ବେଳେ ଏନ୍ ସି ଏ ମଥୁରା ଦଳ କୁ ଅଲ୍ଫା ଏଜୁକେଶନ ହବ ର ଅଧ୍ୟକ୍ଷ ମହାଦେବ ମହଲା ଚୟନ କରିଛନ୍ତି l ସେହିପରି ଶେର ସାହା ଭାଇଜାଗ ଦଳ କୁ ମହାନଦୀ ଧାରା ର ନିର୍ଦେଶକ ପ୍ଲାବନ ମହାପାତ୍ର ଚୟନ କରିଥିବା ବେଳେ ସେର ସାହା ରାଞ୍ଚି ଦଳ କୁ ଉଡ଼ାଓ ଅନୁଷ୍ଠାନ ର ଉଦ୍ୟୋକ୍ତା ଓ କୋଡ଼ି ନେଟର ଅରବିନ୍ଦ ବାରିକ୍ ଓ ଅମିୟ ରଞ୍ଜନ ଦାଶ ଚୟନ କରିଛନ୍ତି l ସଂସ୍କାର ଏଗ୍ରୋ ର ଏମ ଡି ଲୋକ ନାଥ ରଥ ଇଷ୍ଟ କୋଷ୍ଟ ରେଲୱେ ଭୁବନେଶ୍ବର ଦଳ କୁ ଚୟନ କରିଥିବା ବେଳେ ଏସ ଡି ସି ଏ ସୁବର୍ଣ୍ଣପୁର ଦଳ କୁ କେ ବର୍ଷା ଦେବୀ ଓ ବି ପୂରୋଷୋତ୍ତମ୍ ପାତ୍ର ଚୟନ କରିଥିବା ବିଷୟ କ୍ରିକେଟ ସଂଘ ସଂପାଦକ ପ୍ରଦୀପ ସେଠି ଙ୍କ ଠାରୁ ସୂଚନା ମିଳିଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026

You Might Also Like