-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
20-Dec-2024
(ଡୋଲେଶ୍ୱତ ବାଗ )
ନୂଆପଡ଼ା ଜିଲ୍ଲା ଖଡିଆଳ ବରଗାଁ ଚକାଡ଼ଙ୍ଗର ୩୫୩ ନମ୍ୱର୍ ଜାତୀୟ ରାଜପଥ ରେ ଧାନ ବୋଝେଇ ଟ୍ରକ ରୁ ଧାନ ବସ୍ତା ପଡ଼ିଲା, ଅଳ୍ପକେ ବାର୍ତ୍ତିଲେ ବାଇକ୍ ଆରୋହୀ। ଧାନ ମଣ୍ଡିରେ ଧାନ ବସ୍ତା ନେଇ ମିଲ କୁ ଯାଉଥିବା ଟ୍ରକ୍ ର ପଟା ଛିଣ୍ଡି ବାରୁ ଗୋଟିଏ ପଟେ ବସ୍ତା ଗୁଡ଼ିକ ଦୋହଲି ଯାଇ ରାଜପଥ ଉପରେ ପଡ଼ି ଯାଇଅଛି। ଠିକ ସେହି ସମୟରେ ବାଇକ ଆରୋହି ମାନେ ଆସୁଥିବା ନ ଥିବା ଯୋଗୁଁ ଦୁର୍ଘଟଣା ରୁ ବଞ୍ଚି ଯାଇଛନ୍ତି।