-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
20-Dec-2024
ଲୋଇସିଂହା (ବିନୋଦ ଦୀପ) ସ୍ବାସ୍ଥ୍ୟ ହିଁ ସମ୍ପଦ, ସ୍ବାସ୍ଥ୍ୟ ନ ଥିଲେ କିଛି ନାହିଁ l ଏଣୁ ଆସନ୍ତା ଡିସେମ୍ବର ୨୨ (ରବିବାର) ରେ ମାହେଶ୍ବରୀ ସଙ୍ଗଠନ ଏବଂ ରାମକୃଷ୍ଣ କେୟାର ହସ୍ପିଟାଲ, ରାୟପୁର ର ମିଳିତ ଆନୁକୁଲ୍ୟରେ ଲୋଇସିଂହା ରେ ହେବା କୁ ଯାଉଥୁବା ମାଗଣା ସ୍ବାସ୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରସ୍ତୁତି ବୈଠକ ରେ ସରସ୍ବତୀ ବିଦ୍ୟାମନ୍ଦିର ର କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା, ସହ ସମ୍ପାଦକ ବିଶ୍ୱନାଥ ଷଡ଼ଙ୍ଗୀ, ପ୍ରଧାନ ଚାର୍ଯ୍ୟ ଶିବ ପ୍ରସାଦ ବାରିକ ଓ ମାହେଶ୍ୱରୀ ସଂଗଠନ ର ବଲାଙ୍ଗୀର ରୁ ଅଙ୍କୁଶ ପାଣ୍ଡିଆ, ଲୋଇସିଂହା ରୁ ଦେବାଶିଷ ଭୋଇ, ଆଗଲପୁର ରୁ ପ୍ରମୋଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l