-+91-9937148622 |

prerana_bgr@rediffmail.com |

  Friday 2nd October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶ୍ୱ ଜଳାତଙ୍କ ଦିବସରେ ସଚେତନତା ବାର୍ତ୍ତା, ଜଳାତଙ୍କରୁ ସୁରକ୍ଷା ପାଇଁ ସଚେତନ ହେବାକୁ ଆହ୍ୱାନ   (02-Oct-2026)       ||      ହୀରାକୁଦ ର ଚର୍ଚ୍ଚିକା ରାନୀଙ୍କୁ ମିଳିଲା ଗ୍ଲୋବାଲ୍ ଆଇକନ୍ ଅଫ୍ ଇଣ୍ଡିଆ ର ସମ୍ମାନ |   (02-Oct-2026)       ||      ଦୁର୍ଗାପୂଜା ଓ ଦୀପାବଳି ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   (01-Oct-2026)       ||      ମହାବୀର ପଡା ରେ ବରିଷ୍ଟ ନାଗରିକ ଦିବସ ପାଳିତ   (01-Oct-2026)       ||      ଅନ୍ତର୍ଜାତୀୟ କରାଟେରେ ଶରଣ୍ୟା ସାହୁ ଓ ଶ୍ରେୟାନ୍ସ ସାହୁଙ୍କ ଉଲ୍ଲେଖନୀୟ ସଫଳତା ପାଈଁ ଲାୟନ୍ସ କ୍ଲବ ଟିଟିଲାଗଡ ତରଫରୁ ଦିଆଗଲା ସମ୍ବର୍ଦ୍ଧନା    (01-Oct-2026)       ||      ବଲାଙ୍ଗିରରେ ଜାତୀୟ ଲନ୍ ବଲ ଚାମ୍ପିଅନସିପ୍ ♦️ଅକ୍ଟୋବର ୨୩ରୁ ୨୬ ଯାଏ ପ୍ରତିଯୋଗିତା   (01-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ଅଷ୍ଟମ ଦିବସ ରେ ପୁରୀ ଓ କଟକ ଵିଜୟୀ*- *ଗୀତ ନାଚ ରେ ଜମିଲା ଗାନ୍ଧି ଷ୍ଟାଡିୟମ୍* -   (01-Oct-2026)       ||      ଚାକିରୀ ଜୀବନରୁ ଅବସର ନେଲେ ସୁଜାତା ମ୍ୟାଡ଼ମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Oct-2026)       ||      ଲୋଇସିଂହା ଠାରେ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ    (01-Oct-2026)       ||      ଟିଟିଲାଗଡରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ – ୨୦୨୬   (01-Oct-2026)       ||      ଗନ୍ଧରେଲ ରାଧାକୃଷ୍ଣମନ୍ଦିର ପରିସରରେ ସ୍ୱଚ୍ଛସର୍ବେକ୍ଷଣ କାର୍ଯ୍ୟକ୍ରମ   (01-Oct-2026)       ||      ଓମ୍ଫେଡର ୨୯ତମ ସାଧାରଣ ପରିଷଦ ବୈଠକ ଶେଷ • ୨୦୨୬-୨୭ରେ ୧୩୦୦ କୋଟି ଟଙ୍କା କାରବାର ଲକ୍ଷ୍ୟ • ଦୁଗ୍ଧ ସଂଗ୍ରହ ଓ ବିପଣନ ବ୍ୟବସ୍ଥା ସମ୍ପ୍ରସାରଣ ଉପରେ ଗୁରୁତ୍ୱ · ଚାଷୀଙ୍କ ଆର୍ଥିକ ବିକାଶକୁ ପ୍ରାଥମିକତା   (01-Oct-2026)       ||      ମା କୁଶଙ୍ଗାଇ ଙ୍କ ଷୋହଳ ପୂଜା ପାଇଁ ପ୍ରସ୍ତୁତି ବୈଠକ   (01-Oct-2026)       ||      *ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମ*   (01-Oct-2026)       ||      ବରପାଲି ଗଙ୍ଗାଧର କଳା ପରିଷଦ ତରଫରୁ ନୁଆଁ ଖାଇ ଭେଟଘାଟ କାର୍ଯ୍ୟକ୍ରମ - ୨୦୨୬   (01-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ର ସୁବର୍ଣ୍ଣପୁର ଜୋନ୍ ର ସପ୍ତମ ଦିବସ ମ୍ୟାଚ୍ ରେ ବରଗଡ଼ ଦଳ ୬-୦ ଓ ସୁବର୍ଣ୍ଣପୁର ଦଳ ୧-୦ ରେ ଵିଜୟୀ*-   (01-Oct-2026)       ||      ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   (30-Sep-2026)       ||      କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   (30-Sep-2026)       ||      ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ    (30-Sep-2026)       ||      ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି    (30-Sep-2026)       ||     

HOME   ଜିଲ୍ଲା

ଫାଶୀମାଲ ରେ ଚାଲିଛି ଖୁଲ୍ଲମ ଖୁଲ୍ଲା ବେ ଆଇନ ଦେଶୀ ମଦ କାରବାର, ମଦ ଭାଟିକୁ ଅନୁକମ୍ପା, ଛୋଟ ବେପାରୀକୁ କାର୍ଯ୍ୟନୁଷ୍ଠାନ

13-Dec-2024



ଜମନକିରା ଜମନକିରା ବ୍ଲକ ଅଧିନସ୍ଥ ଫାଶୀମାଲ ଗ୍ରାମରେ ଖୁଲ୍ଲମ ଖୁଲ୍ଲା ଦେଶୀ ମଦ ପାଉଚ ଗାଁ ଗାଁ ବୁଲି ବୁଲି ବିକ୍ରି କରୁଛି ଫାଶୀମାଲ ଦେଶୀ ମଦଭାଟି। ଗତ କିଛି ଦିନ ପୂର୍ବରୁ ଫାଶୀମାଲ ଦେଶୀ ମଦଭାଟିର ଦୁଇ ଜଣ କର୍ମଚାରୀ ଏକ ହିରୋ ମଟର ସାଇକଲ ନମ୍ବର ଓ ଆର ୧୫ ଆର ୭୮୧୧ ଗାଡ଼ିରେ ଗୋଟିଏ କାର୍ଟୁନ, ଗୋଟିଏ ବସ୍ତା ଓ ଗୋଟିଏ ବ୍ୟାଗ ରେ ପ୍ରାୟ ୨୦୦ ପକେଟ ଦେଶୀ ପାଉଛ ନେଇ ଫାଶୀମାଲ ପଞ୍ଚାୟତ ଅନ୍ତର୍ଗତ ନାକଟିପାଲି ଗ୍ରାମକୁ ବିକ୍ରି କରିବାକୁ ଦୈନନ୍ଦିନ ଯାଉଥିବା ଦେଖିବାକୁ ମିଳୁଛି। ସରକାରି ନିୟମ ଅନୁଯାଇ ଏହି ଭାଟି ଗୁଡିକ ନିଜ ଭାଟିରେ ହିଁ ମଦ ପାଉଛ ବିକ୍ରି କରିବାର ନିୟମ ଥିବା ବେଳେ ଏହି କର୍ମଚାରୀ ମାନେ କେଉଁ ସାହସରେ ଏତେ ପରିମାଣରେ ମଦ ପାଉଛ ଗାଁ ଗାଁ ନେଇ ବିକ୍ରି କରୁଛନ୍ତି। ଅବକାରୀ ନିୟମ ଅଦିନରେ ଏଭଳି କାର୍ଯ୍ୟ ପାଇଁ ଦଫା ୫୨(ଏ) ଆଇ ଅନୁଯାଇ କାର୍ଯ୍ୟାନୁଷ୍ଠାନ ନିଆ ଯିବା କଥା ଯେଉଁଥିରେ ମଦ ଚାଲାଣ କରୁଥିବା ଉଭୟ ବ୍ୟକ୍ତି ଗିରଫ ହେବା ସହିତ ଏହି କାର୍ଯ୍ୟରେ ବ୍ୟବହାର ହେଉଥିବା ଗାଡି ମଧ୍ୟ ଜବତ କରାଯାଇଥାଏ। ଖାଲି ଏହି ଗ୍ରାମ ନୁହେଁ ଫାଶୀମାଲ, ଜମନକିରା, କୁଚିଣ୍ଡା, ଭୋଜପୁର, ବଡ଼ରମା, କେନାଢ଼ିପା ଅଞ୍ଚଳରେ ଥିବା ମଦ ଭାଟିରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ମଧ୍ୟ ଦୈନନ୍ଦିନ ଏହି କାର୍ଯ୍ୟ କରୁଛନ୍ତି ଏପରିକି ଜମନକିରା ଭାଟିରେ ପ୍ରତିଦିନ  ସନ୍ଧ୍ୟା ୫ ଟା ସମୟରେ ଖୋଲା ମଦ ଲିଟର ପ୍ରତି ୧୦୦ ଟଙ୍କା ରେ ଓ ଫାଶୀମାଲ ଭାଟିରେ ଲିଟର ପ୍ରତି ୧୨୦ ଟଙ୍କାରେ ଲିଟର ଲିଟର ବିକ୍ରି ହୋଇଥାଏ ଯାହାକି ସମ୍ପୂର୍ଣ ବେ ଆଇନ ଏଭଳି ଖୁଲା ମଦ ବିକ୍ରି ହେଉଥିବାରୁ ମଦରୁ ଆଦାୟ ହେଉଥିବା ରାଜସ୍ବ ମଧ୍ୟ ହାନି ହେଉଛି ତେଣୁକରି ଉଛ କତୃପକ୍ଷ ଏଥି ପ୍ରତି ଧ୍ୟାନ ଦେବାକୁ ନିହାତି ଆବଶ୍ୟକ। ହେଲେ ସବୁଠୁ ବଡ କଥା ହେଲାଯେ ଅବକାରୀ ବିଭାଗ କିପରି ଏହି ବେଆଇନ କାର୍ଯ୍ୟ କଳାପ କୁ ଜାଣିପାରୁନି ନାହିଁ ନା ଜାଣି ଶୁଣି ମୋଟା ଅଙ୍କର ଟଙ୍କା ନେଇ ଆଖି କାନ ବନ୍ଦ କରିଦେଇଛି। ଏ ସମ୍ପର୍କରେ କୁଚିଣ୍ଡା ଅବକାରୀ ବିଭାଗ ଅଧିକାରୀ ଦେବରାଜ ଖମାରୀଙ୍କୁ ଯୋଗାଯୋଗ କରି ପଚାରିବାରୁ ଏହା ସମ୍ପୂର୍ଣ ବେ ଆଇନ ଅଟେ ଏଭଳି କୌଣସି ଅଭିଯୋଗ ଆମ ପାଖକୁ ଆସି ନାହିଁ ଆପଣଙ୍କ ଠାରୁ ଆମେ ଜାଣିବାକୁ ପାଇଲୁ ଆମେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କହିଥିଲେ 
(ଜମନକିରା ରୁ ନଗମା ବେଗମଙ୍କ ରିପୋର୍ଟ)


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶ୍ୱ ଜଳାତଙ୍କ ଦିବସରେ ସଚେତନତା ବାର୍ତ୍ତା, ଜଳାତଙ୍କରୁ ସୁରକ୍ଷା ପାଇଁ ସଚେତନ ହେବାକୁ ଆହ୍ୱାନ   02-Oct-2026
  ଜିଲ୍ଲା  
ହୀରାକୁଦ ର ଚର୍ଚ୍ଚିକା ରାନୀଙ୍କୁ ମିଳିଲା ଗ୍ଲୋବାଲ୍ ଆଇକନ୍ ଅଫ୍ ଇଣ୍ଡିଆ ର ସମ୍ମାନ |   02-Oct-2026
  ଜିଲ୍ଲା  
ଦୁର୍ଗାପୂଜା ଓ ଦୀପାବଳି ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   01-Oct-2026
  ଜିଲ୍ଲା  
ମହାବୀର ପଡା ରେ ବରିଷ୍ଟ ନାଗରିକ ଦିବସ ପାଳିତ   01-Oct-2026
  ଜିଲ୍ଲା  
ଅନ୍ତର୍ଜାତୀୟ କରାଟେରେ ଶରଣ୍ୟା ସାହୁ ଓ ଶ୍ରେୟାନ୍ସ ସାହୁଙ୍କ ଉଲ୍ଲେଖନୀୟ ସଫଳତା ପାଈଁ ଲାୟନ୍ସ କ୍ଲବ ଟିଟିଲାଗଡ ତରଫରୁ ଦିଆଗଲା ସମ୍ବର୍ଦ୍ଧନା   01-Oct-2026
  ଜିଲ୍ଲା  
ବଲାଙ୍ଗିରରେ ଜାତୀୟ ଲନ୍ ବଲ ଚାମ୍ପିଅନସିପ୍ ♦️ଅକ୍ଟୋବର ୨୩ରୁ ୨୬ ଯାଏ ପ୍ରତିଯୋଗିତା   01-Oct-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍ ଅଷ୍ଟମ ଦିବସ ରେ ପୁରୀ ଓ କଟକ ଵିଜୟୀ*- *ଗୀତ ନାଚ ରେ ଜମିଲା ଗାନ୍ଧି ଷ୍ଟାଡିୟମ୍* -   01-Oct-2026
  ଜିଲ୍ଲା  
ଚାକିରୀ ଜୀବନରୁ ଅବସର ନେଲେ ସୁଜାତା ମ୍ୟାଡ଼ମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   01-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ   01-Oct-2026
  ଜିଲ୍ଲା  
ଟିଟିଲାଗଡରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ – ୨୦୨୬   01-Oct-2026
  ଜିଲ୍ଲା  
ଗନ୍ଧରେଲ ରାଧାକୃଷ୍ଣମନ୍ଦିର ପରିସରରେ ସ୍ୱଚ୍ଛସର୍ବେକ୍ଷଣ କାର୍ଯ୍ୟକ୍ରମ   01-Oct-2026
  ରାଜ୍ୟ  
ଓମ୍ଫେଡର ୨୯ତମ ସାଧାରଣ ପରିଷଦ ବୈଠକ ଶେଷ • ୨୦୨୬-୨୭ରେ ୧୩୦୦ କୋଟି ଟଙ୍କା କାରବାର ଲକ୍ଷ୍ୟ • ଦୁଗ୍ଧ ସଂଗ୍ରହ ଓ ବିପଣନ ବ୍ୟବସ୍ଥା ସମ୍ପ୍ରସାରଣ ଉପରେ ଗୁରୁତ୍ୱ · ଚାଷୀଙ୍କ ଆର୍ଥିକ ବିକାଶକୁ ପ୍ରାଥମିକତା   01-Oct-2026

You Might Also Like