-+91-9937148622 |

prerana_bgr@rediffmail.com |

  Tuesday 18th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (17-Aug-2026)       ||      ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   (17-Aug-2026)       ||      ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   (17-Aug-2026)       ||      ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   (17-Aug-2026)       ||      ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   (17-Aug-2026)       ||      ସ୍ମାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକଦିନିଆ କର୍ମଶାଳା   (17-Aug-2026)       ||      *କଳାହାଣ୍ଡି ଜିଲ୍ଲା ଆତ୍ମା ପକ୍ଷରୁ ଚାଷୀ ଙ୍କୁ ନେଇ ସୁବର୍ଣ୍ଣପୁର କ୍ଷେତ୍ର ପରିଦର୍ଶନ*- *ଚାଷୀ ଓ ବୈଜ୍ଞାନିକ ଙ୍କ ଭାବ ବିନିମୟ କାର୍ଯ୍ଯ କ୍ରମ*-   (17-Aug-2026)       ||      ଝରଣିପାଲି ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   (17-Aug-2026)       ||      *ଏବେ ବି ବଞ୍ଚିଛି ମାନବିକତା*- *ବୋଲବମ ଚାରିଟେବୁଲ ଟ୍ରଷ୍ଟ କୁ ବୁଦ୍ଧିଜୀବି ମହଲରେ ପ୍ରଶଂସା*-   (17-Aug-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ପ୍ରିମିଅର ଲିଗ୍ ଚରଦା ହାଇସ୍କୁଲ୍ ପଡ଼ିଆରେ ଉଦଘାଟିତ ।   (17-Aug-2026)       ||      ଶିକ୍ଷକ ଯୋଗାଇବାର ପ୍ରତିଶ୍ରୁତି ପରେ ସ୍କୁଲ ଗେଟରୁ ଖୋଲିଲା ତାଲା   (17-Aug-2026)       ||      ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ, ବେଲପଡ଼ା ବ୍ଲକ ସଂଘର ସମ୍ମିଳନୀ ଅନଷ୍ଠିତ ଓ ନୂତନକର୍ମକର୍ତ୍ତାଙ୍କୁ ନେଇ କାର୍ଯକାରୀ କମିଟି ଗଠନ    (17-Aug-2026)       ||      ଡୁଙ୍ଗରିପାଲି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୪୪ଟି ଦରଖାସ୍ତ ଗ୍ରହଣ   (17-Aug-2026)       ||      ମହନୀ ଉତ୍ସବ ପାଇଁ ସମ୍ବଲପୁରୀ ଲୋକନୃତ୍ୟ ପ୍ରତିଯୋଗିତା    (17-Aug-2026)       ||      ଗଣ୍ତାବାହାଲିଠାରେ ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ   (17-Aug-2026)       ||      ନାରୀସେବା ସଙ୍ଘ ପକ୍ଷରୁ ଦେଶର ୮୦ ତମ ସ୍ବାଧିନତା ଦିବସ ପାଳିତ    (17-Aug-2026)       ||      ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ   (17-Aug-2026)       ||      ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ପ୍ରେସମିଟ   (17-Aug-2026)       ||     

HOME   ଜିଲ୍ଲା

ପାଟଣାଗଡ ବିଧାୟକଙ୍କ ନୂତନ ଗୃହର ନିର୍ମାଣ ସମୟରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ ଘଟଣା,  ବିଧାୟକଙ୍କ ଗିରଫ ଦାବୀ କଲା ଆଦିବାସୀ ସଂଘ

08-Jan-2021



 ବଲାଙ୍ଗିର,(ସନ୍ତୋଷ କୁମାର ଠାକୁର)-ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କ ଦୁଇ ମହଲା ଘର ନିର୍ମାଣ କାର୍ଯ୍ୟରେ ନିୟୋଜିତ ରାଜମିସ୍ତ୍ରୀ ଡିଙ୍ଗର ବରିହାଙ୍କ ମୃତ୍ୟୁ ହୋଇଛି । ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ଗ୍ରାମର ସମାରୁ ବରିହାଙ୍କ ପୁଅ ଡିଙ୍ଗର ବରିହା (୪୬) ଜାତି ବିଂଝାଳ ଆଦିବାସୀ । ମୃତ ରାଜମିସ୍ତ୍ରୀ ଡିଙ୍ଗର ବରିହା ଗତକାଲି ତା.୭.୧.୨୦୨୧ ରେ ବିଧାୟକ ମେହେରଙ୍କ ନବନିର୍ମିତ ଦୁଇ ମହଲା କୋଠାର ଛାତ କାମ କରୁଥିଲେ । ଉକ୍ତ ନବ ନିର୍ମାଣ ଗୃହ ପାଖକୁ ସଂଲଗ୍ନ ହୋଇଯାଇଛି ୧୧ କେଭି ବିଦ୍ୟୁତ ତାର । ଉକ୍ତ ୧୧ କେଭି ଲାଇଭ ଲାଇନ ସଂସ୍ପର୍ଶରେ ଆସି ରାଜମିସ୍ତ୍ରୀ ତଳେ ପଡିଯାଇ ମୃତ୍ୟୁବରଣ କରିଥିଲେ । ରାଜମିସ୍ତ୍ରୀ ବରିହାର ମୃତ୍ୟୁ ପାଇଁ ବିଧାୟକ ସରୋଜ ମେହେର ଦାୟୀ । କାରଣ ୧୧ କେଭି ବିଦ୍ୟୁତ ତାର, ପୋଲ ଥିବା ସ୍ଥାନରେ ଗୃହ ନିର୍ମାଣ ପାଇଁ ବିଦ୍ୟୁତ ବିଭାଗ ଠାରୁ ଆଗୁଆ ଅନୁମତି ନେବାକୁ ପଡେ । ଯଦି ଅନୁମତି ନେଲେ ନାହିଁ ତେବେ ୧୧ କେଭି ଲାଇନ ସଟଡାଉନ ନେଇ ଘର କାମରେ ମିସ୍ତ୍ରୀ ମାନଙ୍କୁ ଲଗାଇବା ଉଚିତ । ବିଧାୟକ ଶ୍ରୀ ମେହେର ତାଙ୍କ ଘର ନିକଟରେ ଯାଇଥିବା ୧୧ କେଭି ଲାଇନ କୁ ଅନ୍ୟତ୍ର ସ୍ଥାନାନ୍ତର ବା ସି‘୍ଟିଙ୍ଗ କରିବା ଉଚିତ ଥିଲା । ୧୧ କେଭି ବିଦ୍ୟୁତ ତାରକୁ ସି‘୍ଟିଙ୍ଗ ନକରି ଲାଇନ ନ କାଟି ବିଦ୍ୟୁତ ବିଭାଗର କର୍ତୃପକ୍ଷଙ୍କୁ ନଜଣାଇ ଗୃହ ନିର୍ମାଣ କରିବା ସମ୍ପୁର୍ଣ୍ଣ ବେଆଇନ । ବିଧି ନ ଜାଣି ବିଧାୟକ ହୋଇଛନ୍ତି, ଯଦି ବିଧି ବିଧାନ, ନିତୀ ନିୟମ ଜାଣିଥିଲେ ତେବେ ଉଲ୍ଲଂଘନ କଲେ କାହିଁକି? ବିଧାୟକ ଲୋକଙ୍କ ଧନ ଜୀବନ ସୁରକ୍ଷା ପାଇଁ କାର୍ଯ୍ୟ କରିବା ଉିଚତ, ନିଜ ହାତକୁ ଆଇନ କାନୁନ ନେବା ଅନୁଚିତ । ସାଧାରଣ ଲୋକଙ୍କୁ ଭୟଭିତ କରିବା, ଡରେଇବା, ଧମକେଇବା, ଧନ ଜୀବନ ନଷ୍ଟ କରିବା, ଗୁଣ୍ଡା ଗର୍ଦ୍ଦି କରିବା ଅନୁଚିତ । ବିଧାୟକ ଶ୍ରୀ ମେହେରଙ୍କ ଖାମଖିଆଲି କାର୍ଯ୍ୟକଳାପ ଯୋଗୁଁ ଆଜି ରାଜମିସ୍ତ୍ରୀଙ୍କ ପ୍ରାଣହାନୀ ଘଟିଛି । ତାଙ୍କ ପରିବାର ବର୍ତମାନ ବହୁତ ଅସୁବିଧାରେ । ସେମାନଙ୍କ ସୁରକ୍ଷା କରାଯାଉ । କାରଣ ରାଜମିସ୍ତ୍ରୀଙ୍କ ମରଶରୀର ହସପିଟାଲରେ ଥିଲା, ୫ଜଣ ପୁଅ ଝିଅ ରମାକାନ୍ତ, କାନ୍ତ, ରାଧାକାନ୍ତ, ଦେବାଶିଷ ଓ ଶିବାନୀ ବରିହା ହସପିଟାଲ ରେ ଥିଲେ । ବିଧାୟକ ଲୋକ ପଠାଇ ସେମାନଙ୍କୁ ଉଠାଇନେଲେ । ଅପରାହ୍ନ ୪ ଟାରେ ଡାକ୍ତରଖାନାରୁ ଶବ ବ୍ୟବଚ୍ଛେଦ ହେଲା । ୭ ଘଂଟା ବିଳମ୍ବ ହେଲା କାହିଁକି । ଡିଙ୍ଗର ବରିହାର ମୃତ୍ୟୁ ପାଇଁ କେହି ଦାୟୀ ନୁହେଁ ବୋଲି ଲେଖାଇଲା କିଏ, ଚାପ ପ୍ରୟୋଗ କଲା କିଏ, ଏ ସବୁର ତଦନ୍ତ କରାଯାଉ ଏବଂ ରାଜମିସ୍ତ୍ରୀ ଡିଙ୍ଗର ବରିହାର ମୃତ୍ୟୁ ପାଇଁ ଦାୟୀ ବିଧାୟକ ଶ୍ରୀ ମେହେରକୁ ଗିର‘ କରାଯାଉ । ଯେହେତୁ ପୂର୍ବରୁ ମ୍ମ ପାଟଣାଗଡ ଥାନା ଅନ୍ତର୍ଗତ ପୋଡଛାପର ଗ୍ରାମର ଧନସିଂ ମେହେରଙ୍କ ଘର ଛାତ କାମ ସମୟରେ ମୁଣ୍ଡାପଲା ଗ୍ରାମର ଜଣେ ଶ୍ରମିକ ପ୍ରଦୀପ ଧରୁଆ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲା ଏବଂ ଘର ନିର୍ମାଣ କରୁଥିବା ଧନସିଂ ମେହେର ସେହି ଘଟଣାରେ ଜେଲ ଯାଇଥିଲେ । ତେବେ ସାଧାରଣ ଲୋକଙ୍କ ପାଇଁ ଗୋଟିଏ ଆଇନ ଥିବା ବେଳେ ବିଧାୟକଙ୍କ କ୍ଷେତ୍ରରେ ଆଇନ ପରିବର୍ତନ କିପରି ହେବ? ଏଣୁ ବିଧାୟକଙ୍କ ଗିର‘ ଦାବୀ କରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ । ସେହିପରି ବଲାଙ୍ଗିର ସଦର ବ୍ଲକ ମାକଡଚୁଆଁ ଗ୍ରାମର ଆଦିବାସୀ ଯୁବକ ଶ୍ରୀକର ମିର୍ଦ୍ଧାଙ୍କୁ ହତ୍ୟା ଉଦ୍ୟମ କରି ଜଙ୍ଗଲରେ ‘ିଙ୍ଗି ଦେଇଥିବା ଘଟଣାର ଅପରାଧି ମାନଙ୍କୁ ଗିର‘ କରିବାକୁ ସଂଘ ଦୃଢ ଦାବୀ କରୁଛି । ଆଗାମୀ ୩ ଦିନ ମ୍ମରେ ଗିର‘ କରାନଗଲେ ଜିଲ୍ଲା ବ୍ୟାପି ଆନ୍ଦୋଳନ କରିବାକୁ ସଂଘ ନିଷ୍ପତି ନେଇଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   17-Aug-2026
  ଜିଲ୍ଲା  
ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା   17-Aug-2026
  ଜିଲ୍ଲା  
କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା   17-Aug-2026
  ଜିଲ୍ଲା  
ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   17-Aug-2026
  ଜିଲ୍ଲା  
ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   17-Aug-2026
  ଜିଲ୍ଲା  
ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   17-Aug-2026
  ଜିଲ୍ଲା  
ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   17-Aug-2026
  ରାଜ୍ୟ  
ସ୍ମାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକଦିନିଆ କର୍ମଶାଳା   17-Aug-2026
  ଜିଲ୍ଲା  
*କଳାହାଣ୍ଡି ଜିଲ୍ଲା ଆତ୍ମା ପକ୍ଷରୁ ଚାଷୀ ଙ୍କୁ ନେଇ ସୁବର୍ଣ୍ଣପୁର କ୍ଷେତ୍ର ପରିଦର୍ଶନ*- *ଚାଷୀ ଓ ବୈଜ୍ଞାନିକ ଙ୍କ ଭାବ ବିନିମୟ କାର୍ଯ୍ଯ କ୍ରମ*-   17-Aug-2026
  ଜିଲ୍ଲା  
ଝରଣିପାଲି ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   17-Aug-2026
  ଜିଲ୍ଲା  
*ଏବେ ବି ବଞ୍ଚିଛି ମାନବିକତା*- *ବୋଲବମ ଚାରିଟେବୁଲ ଟ୍ରଷ୍ଟ କୁ ବୁଦ୍ଧିଜୀବି ମହଲରେ ପ୍ରଶଂସା*-   17-Aug-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଫୁଟବଲ ପ୍ରିମିଅର ଲିଗ୍ ଚରଦା ହାଇସ୍କୁଲ୍ ପଡ଼ିଆରେ ଉଦଘାଟିତ ।   17-Aug-2026

You Might Also Like