-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
21-Nov-2024
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା ଖଡିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ନବଜାତ ଶିଶୁ ସ୍ଥିରିକରଣ କେନ୍ଦ୍ର ରୂପେ ରାଜ୍ୟରେ ପ୍ରଥମ ନେଇ ପୁରସ୍କୃତ ହୋଇଅଛି। ନବଜାତ ଶିଶୁ ଜନ୍ମ ଠାରୁ ଏକ ହୃଷ୍ଟ ପୃଷ୍ଟ ଶିଶୁ ରୂପେ ଅନେକ ସଫଳତା ଆଣିଅଛି। ତେଣୁ ଖଡିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ରାଜ୍ୟରେ ପ୍ରଥମ ହୋଇଅଛି। ଆଜି ଭୁବନେଶ୍ୱର ଠାରେ ଏକ ସ୍ଵତ୍ତନ୍ତ୍ର କାର୍ଯ୍ୟକ୍ରମ ରେ ସମ୍ମାନ ପ୍ରଦାନ କରି କାର୍ଯ୍ୟ ଦକ୍ଷତା କୁ ନେଇ ପ୍ରଶଂସା କରିଛନ୍ତି। ଖଡିଆଳ ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀ ଡ଼ ରଂଜିତ ରାଉତ ଏବଂ ଷ୍ଟାଫ୍ ନର୍ସ ଭୁବନେଶ୍ବର ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି। ଜିଲ୍ଲା ରେ ଶିଶୁ ସୁରକ୍ଷା ଏବଂ ନବଜାତ ଶିଶୁ ଯତ୍ନ ରେ ଅନେକ ସଫଳତା ହାସଲ କରିଛନ୍ତି। ଅନ୍ୟ କୁ ଏହା ପ୍ରେରଣା ଦେବା ବୋଲି ପ୍ରକାଶ କରିଛନ୍ତି।