-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
19-Nov-2024
ବରପାଲି ( ସୁଦାମ ଦୀପ )
ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ବାଞ୍ଜିପାଲି ରେ ବାଞ୍ଜିପାଲି ୟୁଥ୍ ଆସୋସିଏସନ୍ ନେତୃତ୍ୱରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇ ଥିଲା।ଏହିରେ ସହଯୋଗ କରିଥିଲେ ଅମୂତxଧାରା ନସ୍ଁହୋମ , ସେବା ଫାଉଣ୍ଡେସନ ବରଗଡ଼, ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ, ତ୍ରିରଙ୍ଗା କ୍ଳବ୍ ଖୁଣ୍ଟପାଲି, Friend A hope ଗ୍ରୁପ ସହଯୋଗ କରିଥିଲେ। ଏହି ଶିବିରକୁ ସମାଜସେବୀ ଯଶୋବନ୍ତ ମେହେର ଉଦ୍ ଘାଟନ କରିଥିଲେ। ଏହି ଶିବିରରେ ୩୦ ୟୁନିଟ ରକ୍ତ ସଂଗ୍ରହ କରାଗଲା ବରଗଡ଼ ରକ୍ତଭଣ୍ଡାରକୁ ଦିଆଗଲା। ଏହି ଶିବିରକୁ ସମୀର ଦାସ, ସିଦ୍ଧେଶ୍ୱର ପ୍ରଧାନ, ଲୋକନାଥ ପ୍ରଧାନ, ହରିଶ ବାରିକ, ଆଲୋକ ଦାସ, ଆଶୁତୋଷ ପ୍ରଧାନ, କୁଶ ପ୍ରଧାନ, ବିସ୍ମୟ ଭୋଇ ପରିଚାଳନା କରିଥିଲେ।