-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||     

HOME   ଜିଲ୍ଲା

51 ତମ ଟିକ୍ରାପଡା ଅହୋରାତ୍ର ନାମଯଂଜ୍ଞ ରେ ବିଶ୍ୱାଶାନ୍ତି ପାଇଁ ମହିଳା ସଦସ୍ୟା ଙ୍କ ଦୀପଦାନ l

14-Nov-2024



ବଲାଙ୍ଗିର : ବଲାଙ୍ଗିର ଟିକ୍ରାପଡା ଶ୍ରୀ କୃଷ୍ଣ ଚୈତନ୍ୟ ସେବା ସଂସ୍ଥାନ 51 ତମ ଅହୋରାତ୍ର ନାମଯଂଜ୍ଞ ଆୟୋଜନ ର ପ୍ରଥମ ତଥା ଦ୍ଵିତୀୟ ଦିବସରେ ବହୁ ଦୂରଦୂରାନ୍ତରୁ ମହିଳା କୀର୍ତନ୍ୟ ଦଳ ତଥା ରଙ୍ଗୀନ କୀର୍ତ୍ତନ୍ୟ ଦଳ ମାନେ ଆସି ପ୍ରଭୁ ଙ୍କ ନାମ ନେଉଛନ୍ତି l  ଚଳିତ ବର୍ଷ ଶ୍ରୀ କୃଷ୍ଣ ଚୈତନ୍ୟ ସେବା ସଂସ୍ଥାନ ସଭାପତି ପ୍ରକାଶ ନେପାକ, ସମ୍ପାଦକ ଅଙ୍କୁଶ ହୋତା, କୋଷାଧକ୍ଷ ହରେକୃଷ୍ଣ ପାତ୍ର ତଥା ମହିଳା କମିଟି ସଭାପତି ବନେଶ୍ୱରୀ ବେହେରା, ସମ୍ପାଦିକା ଲିନା ମହାନ୍ତି ଓ  ବରିଷ୍ଠ ସଭ୍ୟ ଶରତ ଷlଣ୍ଡ, ଦୁର୍ଗା ସାହୁ, ପିଙ୍କୁ ପଣ୍ଡା, ବାବୁ ସା, ସଞ୍ଜୟ ଶତପଥି, ତୁଫାନ ସାହୁ, ସୁନୀଲ ଦୋରା,ଅଶୋକ ମିଶ୍ର, ସୁନାଧାର ବନଛୋର, କୁନା ବେହେରା, ଦିଜରାଜ ମିଶ୍ର, ରବି ଅଗ୍ରୱାଲ, ଦୁଲିଚନ୍ଦ ଅଗ୍ରୱାଲ,ରାଜେନ୍ଦ୍ର ମିଶ୍ର, ସୁନାଧର ବନଛୋର,ସତ୍ୟନାରାୟଣ ମହାକୁଡ଼, ଗୋପାଳ ମହାରଣା ମହିଳା ସଦସ୍ୟା ଲିଲି ବେହେରା, ସବିତା ବେହେରା, ରେବତୀ ସାହୁ, ପ୍ରଭାସିନୀ ମାହାଣl, ଦମୟନ୍ତୀ ବାଗ, ପିଙ୍କି ପଣ୍ଡା ଏବଂ ବରିଷ୍ଠ ସଭ୍ୟ ଭଗବାନ ବଗର୍ତି, ଅଶୋକ ଚାନ୍ଦ,ଅନୁ ବେହେରା, ପ୍ରଦୀପ ସାହୁ, ମହେନ୍ଦ୍ର ବାଗ, ମୁନା ଖାନ, ବୈଷ୍ଣବ ସାହୁ ଉପଦେଷ୍ଟା କମିଟି ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନାମଯଂଜ୍ଞ ଆୟୋଜନ କରାଯାଉଛି l ଗତ ୧୨/୧୧/୨୪ ଏବଂ ୧୩/୧୧/୨୪  ସୁଦୂର କଳାହାଣ୍ଡି, ବୌଦ୍ଧ ଓ ବିନିକା ଠାରୁ ମହିଳା କୀର୍ତ୍ତନ୍ୟ ଦଳ ତଥା ବିଭିନ୍ନ କୀର୍ତ୍ତନ୍ୟ ଦଳ ମାନେ ଆସି ପ୍ରଭୁ ଙ୍କ ନାମ ବିଭିନ୍ନ ଶୈଳୀ ରେ ନେଇ ନୃତ୍ୟ କରିବା ସହ ଭକ୍ତ ସମାବେଶକୁ ମନ୍ତ୍ର ମୁଗ୍ଧ କରାଇଥିଲେ l ପ୍ରଥମ ଦିନ ସଂନ୍ଧ୍ୟା ଆଳତିରେ ୧୦୮ ଆଳତି ସହ ୧୧ଜଣ ମହିଳା ସଦସ୍ୟା କଲ୍ୟାଣୀ ସାହୁ, ପଙ୍କଜିନୀ ସାହୁ, ସୁଶୀଳା ସା,ଲିନା ବହିଦାର,ପିଙ୍କି ସାହୁ,ମଞ୍ଜୁଳା ମିଶ୍ର,  ସୁଚରିତା ଶତପଥି,  ଗୀତାଞ୍ଜଳି ପୂଜାରୀ, ଲିଲି ବେହେରା,ରିଙ୍କି ଷlଣ୍ଢ, ସରୋଜିନୀ ପୋଢ଼,ଟିନା ବେହେରା, ପାର୍ବତୀ ସାହୁ ଏବଂ ଦ୍ଵିତୀୟ ଦିନ ସଂନ୍ଧ୍ୟା ରେ ୧୧ ଜଣ ମହିଳା ସଦସ୍ୟା  ବିଷ୍ନୁପ୍ରିୟା ପାଣ୍ଡିଆ, ରାଧା ପୋଢ଼, ମୁକ୍ତା ଗୁରୁ, କଲ୍ୟାଣୀ ବେହେରା, ଶିବାନୀ ବେହେରା, ଆନନ୍ଦିନୀ ନାଏକ, ସୁକୁନୁ ସେଠ, ସରସ୍ବତୀ ନାଏକ, ଭାରତୀ ଘିଭେଲା, ସୁକୁନୁ ବେହେରା, ରିତା ପ୍ରଧାନ ପ୍ରମୁଖ ୧୦୮ଦୀପ ସହ ପ୍ରଭୁଙ୍କୁ ଏକ ମନୋରମ ପରିବେଶରେ ସଂନ୍ଧ୍ୟା ଆଳତି ଦେବା ସହ ପରିବାର, ପଡ଼ା ତଥା ସଂସାରର କଲ୍ୟାଣ ନିମନ୍ତେ ପ୍ରଭୁ ଙ୍କ ଠାରେ ପ୍ରାର୍ଥନା କରିଥିଲେ l ଦ୍ଵିତୀୟ ଦିନ ସଂନ୍ଧ୍ୟା ରେ ପଡ଼ାର ବରିଷ୍ଠ ମହିଳା ଙ୍କ ଦ୍ୱାରା ପ୍ରଭୁ ଲଷ୍ମୀ ନାରାୟଣ ଙ୍କୁ ୧୦୮ତୁଳସୀ ସହ ଅଳଙ୍କୃତ କରି ସମସ୍ତ ପ୍ରାଣୀ ଜଗତ ର ସୁଖ କାମନା କରିଥିଲେ l ପୂଜକ ଶୁକଦେବ ତ୍ରିପାଠୀ ଙ୍କ ମନ୍ତ୍ର ଉଚ୍ଚାରଣ ସହ କୀର୍ତ୍ତନ୍ୟ ଦଳ ଙ୍କ ନାମ ଉଚ୍ଚାରଣ ରେ ଏହି ଆଧ୍ୟାତ୍ମିକ ପରିବେଶ ରେ ସମସ୍ତ ଦର୍ଶକ ପ୍ରଭୁଙ୍କ ବନ୍ଦନା କରିଥିଲେ l ଏହି ଅବସରରେ ବରଣ୍ୟ ଶ୍ରୀଯୁକ୍ତ ନରସିଂହ ମିଶ୍ର ନାମଯଂଜ୍ଞ ରେ ଯୋଗଦାନ କରି ପ୍ରଭୁ ଙ୍କ ବନ୍ଦନା କରିଥିଲେ l ଚଳିତ ବର୍ଷ ନାମଯଂଜ୍ଞ ର ମୁଖ୍ୟ କର୍ତ୍ତା  ଶ୍ରୀ ଶିବ ନାରାୟଣ ରଥ ଏବଂ ତାଙ୍କ ସହଧର୍ମିଣୀ  ନିଲମ ଶର୍ମା  ଏବଂ କମିଟି ର ସଦସ୍ୟ ପ୍ରଦୀପ ସାହୁ, ପିଙ୍କୁ ପଣ୍ଡା,ଦୁର୍ଗା ଚରଣ ସାହୁ,ସଞ୍ଜୟ ଶତପଥି, ବାବୁ ସା, ରଶ୍ମୀକାନ୍ତ ମହାରଣା,ସସ୍ମିତା ସାହୁ, ପଙ୍କଜିନୀ ସାହୁ,ପ୍ରମୁଖ ଏହି କାର୍ଯ୍ୟକ୍ରମ ମାନ ଆୟୋଜନ କରିବାରେ ସହଯୋଗ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026

You Might Also Like