-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ଲୌହ ମାନବି ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ

01-Nov-2024



କନ୍ଧମାଳ/ଟିକାବାଲି(ରମେଶ ପଣ୍ଡା):  କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ସଦର ମହକୁମା ଘୁ.ଉଦୟଗିରି ସ୍ଥିତ କଂଗ୍ରେସ ଆସ୍ଥାୟୀ କାର୍ଯ୍ୟଳୟ ଠାରେ ପ୍ରଥମ ଥର ପାଇଁ ବରିଷ୍ଠ କଂଗ୍ରେସ ନେତା ରମାକାନ୍ତ ମହାପାତ୍ର ଓ ଗୋପାଳ ପାତ୍ରଙ୍କ ମାର୍ଗଦର୍ଶନ ଓ ଯୁବନେତା ତଥା ଘୁ.ଉଦୟଗିରି ନଗର କଂଗ୍ରେସର ପୂର୍ବତ୍ତନ ସଭାପତି ଗଗନ କୁମାର ପ୍ରଧାନଙ୍କ ନେତୃତ୍ୱରେ ଆଜି ଲୌହ ମାନବି ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ ଅନୁଷ୍ଠିତ ହୋଇଛି l ଏହି ଶ୍ରଦ୍ଧାଞ୍ଜଳି ସଭାରେ ଏନଏସି ବିଧାୟକ ପ୍ରତିନିଧି ମଧୁଲିନା ଦିଗାଲ, ପୂର୍ବତ୍ତନ ଘୁ.ଉଦୟଗିରି ବ୍ଲକ କଂଗ୍ରେସ ସଭାପତି ଟାର୍ଜନ ସାହୁ, ବ୍ଲକ ଯୁବକଂଗ୍ରେସ ସଭାପତି ଶାଶାନନ୍ଦ ପ୍ରଧାନ, ଯୁବନେତା ସଞ୍ଜୟ କୁମାର ଦିଗାଲ, କଳିଙ୍ଗା ପଂଚାୟତ କଂଗ୍ରେସ ସଭାପତି ଧନୁର୍ଯ୍ୟୟ କଁହର, ଦେବେନ୍ଦ୍ର ନାୟକ, କଂଗ୍ରେସ କର୍ମୀ ଆକାଶ ନାୟକ, ଦୀପକ ନାୟକ, ଲିଥନ ନାୟକ ଓ ଅଜିତ ନାୟକଙ୍କ ସମେତ ଅନେଜ କଂଗ୍ରେସ ପ୍ରେମୀ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ l ସ୍ୱାଧୀନତା ଭାରତର ବିକାଶ କ୍ଷେତ୍ରରେ କଂଗ୍ରେସ ଦଳ ଓ ଗାନ୍ଧୀ ପାରିବାରର ଅବଦାନ ଅତୁଳନୀୟ l ଦେଶ ସ୍ୱାଧୀନତା ହେବା ପରେ କଂଗ୍ରେସ ଦଳ ପୂର୍ବତ୍ତନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶାସନ ସମୟରେ ବ୍ୟାଙ୍କ ଗୁଡିକର ଜାତୀୟ କରଣ ହେବା ସହ ଶୁଶାସନ ନିମନ୍ତେ ଆଇନ ପ୍ରଣୟନ ଓ ଜନ ହିତକର ଯୋଜନା କରାଯାଇ ଥିଲା l ହେଲେ ଆତତାୟୀଙ୍କ ଗୁଳିରେ ଲୌହ ମାନଵୀ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ଘଟି ଥିଲା l କିନ୍ତୁ କଂଗ୍ରେସର ଜନହିତକାରୀ ଯୋଜନା ଓ ଲୌହମାନବି ପୂର୍ବତ୍ତନ ମହିଳା ପ୍ରଧାନମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱରେ ଭାରତ ବିକାଶ ଦିଗରେ ଆଗକୁ ବଢିଥିଲା ଓ ବଢ଼ି ଚାଲିଛି ବୋଲି ବରିଷ୍ଠ କଂଗ୍ରେସ କର୍ମୀ ରମାକାନ୍ତ ମହାପାତ୍ର ବକ୍ତବ୍ୟରେ କହିଛନ୍ତି l ସେହିପରି ବରିଷ୍ଠ କଂଗ୍ରେସ କର୍ମୀ କହିଛନ୍ତି କି ଆଜି ଭାରତର ବିଭିନ୍ନ କ୍ଷେତ୍ରରେ ବିକାଶ ହେବା ସହ ପୃଥିବୀରେ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବରରେ ଉଭାନ ହୋଇଛି l ଏହି ଶକ୍ତିଶାଳୀ ରାଷ୍ଟ୍ର ଗଠନରେ କଂଗ୍ରେସ ଓ ଗାନ୍ଧୀ ପାରିବାରର ମୁଖ୍ୟ ଭୂମିକା ରହିଛି ବୋଲି ବରିଷ୍ଠ କଂଗ୍ରେସ କର୍ମୀ ଗୋପାଳ ପାତ୍ର ମତ ପ୍ରକାଶ କରିଛନ୍ତି l ବିକଶିତ ଭାରତ ଗଠନ କ୍ଷେତ୍ରରେ କଂଗ୍ରେସ ଦଳ, ଗାନ୍ଧୀ ପରିବାର ଓ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକା ଓ ଅବଦାନ ଆତୁଳନୀୟ l ଯାହା ପାଇଁ ଆଜି ଜଣେ ସାଧାରଣ ନାଗରିକ ନିଜର ମୌଳିକ ଅଧିକାର ଉପଭୋଗ କରି ପାରୁଛି l କିନ୍ତୁ ପରୀତାପର ବିଷୟ 2014 ମସିହା ଠାରୁ କଂଗ୍ରେସ ଦଳ ଶାସନ ଗାଦିରୁ ଦୂରରେ ରହିବା ଯୋଗୁଁ ଜଣେ ସାଧାରଣ ନାଗରିକ ମୌକିକ ଅଧିକାର ଉପଭୋଗ କରିବାରୁ ବଞ୍ଚିତ ହୋଇଛି l ତେଣୁ ଦେଶର ହିତ ନିମନ୍ତେ କଂଗ୍ରେସକୁ ପୁଣି ଶାସନ ଗାଦିକୁ ଫେରାଇ ଆଣିବା ନିହାତି ଜରୁରୀ ବୋଲି କଂଗ୍ରେସ ଯୁବ ନେତା ତଥା ନଗର କଂଗ୍ରେସ ପୂର୍ବତ୍ତନ ସଭାପତି ଗଗନ କୁମାର ପ୍ରଧାନ ମତ ପ୍ରକାଶ କରିଛନ୍ତି l ଭାରତକୁ ସ୍ୱାଧୀନ କରିବା, ନୂତନ ଭାରତର ବିକାଶ ଓ ଗଠନ କେବଳ କଂଗ୍ରେସ ପାଇଁ ସମ୍ଭବ ହୋଇ ପାରିଛି l ଭାରତକୁ ଶାସନ କରୁ ଥିବା ଗାନ୍ଧୀ ପରିବାର ଲୋକଙ୍କ ମନକିବାତକୁ ଶୁଣିବା ସହ ବୁଝି ପାରୁ ଥିଲେ l ଯାହା ପାଇଁ ଜନହିତକର ଯୋଜନା ଉପରେ ଯୋଜନା କରିଥିଲେ l କିନ୍ତୁ ଦୁଃଖର ବିଷୟ 2014 ମସିହା ଠାରୁ ଦେଶରେ ତାନାସାହି ମୋଦି ସରକାର ଆସିବା ପରେ ଜନସାଧାରଣଙ୍କ ମନକିବାତ ସରକାର କିମ୍ବା ପ୍ରଧାନ ମନ୍ତ୍ରୀ ଶୁଣିବା ବଦଳରେ ପ୍ରଧାନ ମନ୍ତ୍ରୀ ନିଜର ମାନକି ବାତ ଦେଶ ବାସିଙ୍କୁ ଶୁଣାଉଛନ୍ତି l ଯାହାକି ଦେଶ ପାଇଁ ଦୁର୍ଭାଗ୍ୟ ଜନକ ବୋଲି ପୂର୍ବତ୍ତନ ବ୍ଲକ କଂଗ୍ରେସ ସଭାପତି ଟାର୍ଜନ ସାହୁ ବକ୍ତବ୍ୟରେ କହିଛନ୍ତି l ଆଗାମୀ ଦିନରେ ମଧ୍ୟ କଂଗ୍ରେସ ଦଳକୁ ଶୁଦ୍ଧୃଡ଼ କରିବା ପାଇଁ ଉଦ୍ୟମ ଜାରୀ ରହିବ ବୋଲି ଯୁବନେତା ଗଗନ କୁମାର ପ୍ରଧାନ ସୂଚନା ଦେବା ସହ ଏହି ତିରୋଧାନ ଦିବସ ଅବସରରେ ଉପସ୍ଥିତ ସମସ୍ତ କଂଗ୍ରେସ ପ୍ରେମିଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like