-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ଡେବ୍ରିଗଡ ପାଦଦେଶରେ ଥିବା ଚାଷ ବନ୍ୟପ୍ରାଣୀ ପାଇଁ ନଷ୍ଟ

31-Oct-2024



ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ବାରପାହାଡ଼ ଡେବିରିଗଡ଼ ପାଦତଳ ଗାଁ ମାନଙ୍କରେ ବନ୍ୟଜନ୍ତୁ କାରଣରୁ ବ୍ୟାପକ ଫସଲ ନଷ୍ଟ ହେଉଥିବା ଗ୍ରାମବାସୀ ମାନେ ଅଭିଯୋଗ କରୁଛନ୍ତି। ଡେବିରିଗଡ଼ ଅଭୟରଣ୍ୟ ଏବେ ବନ୍ୟଜନ୍ତୁଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। ଗୋଟିଏ ପଟେ ମହାନଦୀରେ ନିର୍ମିତ ହୀରାକୁଦ ଡେମ ତ ଅନ୍ୟ ପଟେ ବିସ୍ଥିର୍ଣ୍ଣ ବାରପାହାଡ଼ ଡେବିରିଗଡ଼ ଜଙ୍ଗଲ। ପାଣି ଏବଂ ଖାଦ୍ୟର ଅଭାବ ନଥିବାରୁ ଜଙ୍ଗଲୀ ଜନ୍ତୁଙ୍କ ଦ୍ରୁତଗତିରେ ବଂଶ ବିସ୍ତାର ହେଉଛି। ଫଳରେ ବାରପାହାଡ଼ ପାଦତଳେ କୌଣସି ପ୍ରତିବନ୍ଧକ ନଥିବାରୁ ସହଜରେ ବନ୍ୟଜନ୍ତୁ ମାନେ ଗ୍ରାମମାନଙ୍କୁ ଆସି ଚାଷୀଙ୍କ ଫସଲ ନଷ୍ଟ କରିପାରୁଛନ୍ତି। ଚଳିତ ବର୍ଷ ଭଟଲି ବ୍ଲକ ର ଖଜରିଆ,ରାଉତପଡା, ରତଡ଼ିହି, ବେଲବାହାଲି, ବାଞ୍ଜିପାଲି, ନଲିଛୁଆଁ, ତଲା, ମେଣ୍ଡାପାଲି, ସମ୍ବରଦରା ଏବଂ ଅମ୍ବାଭନା ବ୍ଲକର ଅମ୍ବାଭନା, କୁମ୍ବୋ, ଖୋଲା, ବୁଙ୍ଗାପାଲି, ଲଖନପୁର, ଉତ୍ତମ, ଡୁଙ୍ଗୁରି ଏବଂ ବାଞ୍ଜିପାଲି ଗ୍ରାମ ପଞ୍ଚାୟତ ମାନଙ୍କରେ ଶହଶହ ଏକର ଧାନ ଚାଷ ଏବଂ ପନିପରିବା ଚାଷ ନଷ୍ଟ କରିଥିବା ଗ୍ରାମବାସୀମାନେ ପ୍ରକାଶ କରୁଛନ୍ତି। ତାଙ୍କ କହିବା ଅନୁସାରେ ଜଙ୍ଗଲୀ ଜନ୍ତୁ ଫସଲ ନଷ୍ଟ କଲେ ଧାନ ପାଇଁ ଏକର ପ୍ରତି ୨୦ ହଜାର ଟଙ୍କା ଏବଂ ପନିପରିବା ପାଇଁ ୨୨ ହଜାର ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦେବାର ବ୍ୟବସ୍ଥା ଅଛି। ହେଲେ କ୍ଷୟକ୍ଷତି ଆକଳନ କରିବା ଭାରି କଷ୍ଟ । କାରଣ ଗୋଟିଏ ଜମିରେ ଥରେ କ୍ଷତି ର ଆକଳନ ହୋଇଗଲେ ପରେ ଯେତେ କ୍ଷତି ହେଲେ ମଧ୍ୟ ଆଉ ଗ୍ରହଣ କରାଯାଉ ନାହିଁ। ଯଦି କ୍ଷତି ହେବାର ୪୮ ଘଣ୍ଟା ମଧ୍ୟ୍ୟରେ ସୂଚନା ଦିଅନଯାଏ ତାହାହେଲେ ମଧ୍ୟ କ୍ଷତିପୂରଣ ପାଇବାରୁ ବଞ୍ଚିତ ହେଉଛନ୍ତି କ୍ଷତିଗ୍ରସ୍ତ ଚାଷୀ। ଜଙ୍ଗଲୀ ଜନ୍ତୁ ମାନେ ପ୍ରତ୍ୟେକ ଦିନ କାହାରି ନା କାହାରି ଚାଷ କ୍ଷତି କରିଥାନ୍ତି ।ଏହି କ୍ଷେତ୍ରରେ କ୍ଷୟକ୍ଷତି ଆକଳନ କରିବା ଭାରି କଷ୍ଟ ହେଉଛି। କ୍ଷୟକ୍ଷତି ଆକଳନ କଲାବେଳେ ଜମିର ଯେତିକି ଅଂଶ କ୍ଷତି ହୋଇଥିବ ସେଥିକି ଅଂଶର କ୍ଷତି ପୂରଣ ପାଇବେ ଫଳରେ କିଏ ୫୦୦ ତ କିଏ ୬୦୦ ଟଙ୍କା କ୍ଷତିପୂରଣ ପାଉଛନ୍ତି। ଚାଷୀମାନେ ଦିନ ବେଳେ ଚାଷକାମ କରନ୍ତି। ରାତ୍ରି ସମୟରେ କ୍ଷେତରେ ଜଙ୍ଗଲୀ ଜନ୍ତୁଙ୍କ ପାଇଁଁ ଜଗି ରହନ୍ତି।ଜଗି ଗଲାବେଳେ ସାପ କାମୁଡିବା, ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହେବା କାରଣରୁ ଚାଷୀ ମାନେ ନିରୁତ୍ସାହିତ ହୋଇ ପଡୁଛନ୍ତି। ଗୋଟିଏ ପଟେ ଜଳବାୟୁ ପରିବର୍ତ୍ତନ ଅନ୍ୟ ପଟେ ରୋଗପୋକରୁ ମୁକ୍ତି ମିଳିଲେ ଅନ୍ୟପଟେ ବନ୍ୟଜନ୍ତୁ ଦ୍ଵାରା ଫସଲ ନଷ୍ଟ।ଏହା ଦ୍ୱାରା ଚାଷୀ ମାନଙ୍କୁ ଚାଷ ଛାଡିବା ପାଇଁ ବାଧ୍ୟ କରୁଛି। ଚାଷୀଙ୍କ  କ୍ଷୟକ୍ଷତିର ସଠିକ ଆକଳନ ବା ଚାଷକୁ ସୁରକ୍ଷା ଦେବାରେ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହେଉଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like