-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
31-Oct-2024
ରୁପ୍ରାରୋଡ ( ସଞ୍ଜୀବ ଦାସ ) ନର୍ଲା ଥାନା ପରିସରରେ ଥାନା ଅଧିକାରୀଣି ଶ୍ରୀମତି ମମତା ପାଣିଗ୍ରାହୀ ଙ୍କ ନେତୃତ୍ୱରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ଏକତା ଶପଥ ଦିବସ ପାଳିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଦୂର ଦର୍ଶୀତା ଉଦ୍ଦେଶ୍ୟରେ ସତ୍ୟ ନିଷ୍ଟା ର ସହିତ ରାଷ୍ଟ୍ରୀୟ ଏକତା ଅଖଣ୍ଡତା ଓ ସୁରକ୍ଷା କୁ ବଜାୟ ରଖିବା ପାଇଁ ନିଜକୁ ସମର୍ପିତ କରିବା ଓ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସୁଦୃଢ଼ କରିବା ପାଇଁ ଅହରହ ବଜାୟ ରଖିବା ଏବଂ ନିଜର ଯୋଗଦାନ ଦେଶ ପାଇଁ ମହତ୍ତ୍ୱପୂର୍ଣ୍ଣ ଲାଗି ଶପଥ ପାଠ ଗ୍ରହଣ କରିଥିଲେ ।