-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||     

HOME   ଜିଲ୍ଲା

ତରଭା ବ୍ଲକ ସମ୍ମୁଖରେ ଗର୍ଜିଲେ ଚାଷୀ :ତରଭା ବ୍ଲକ କୁ ମରୁଡି ଘୋଷଣା ଦାବୀ ନେଇ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ

24-Oct-2024



ତରଭା(କପିଳାସ ସେଠ): ତରଭା ବ୍ଲକ ଅଞ୍ଚଳରେ ଧାନ ଚାଷର ଅମଳ ସମୟରେ ଅଭାବୀ ବର୍ଷା ଓ  ମେଗା ଉଠା ଜଳ ସୋଚନ ପ୍ରକଳ୍ପ ଗୁତିକ କାର୍ଯ୍ୟକ୍ଷମ ନ ହେବାଯୋଗୁ ବ୍ଲକରେ ମରୁଡି ପରିସ୍ଥିତି ସୃଷ୍ଟି ହେଇଛି I ତରଭା ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଅଞ୍ଚଳ ଘୋଷଣା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ତରଭା ତହସିଲଦାରଙ୍କୁ ବ୍ଲକ କୃଷକ ସଂଘ ଓ ଚାଷୀ ସମୂହ ୯ ଦଫା ଦାବୀ ପତ୍ର ପ୍ରଦାନ କରିଛନ୍ତି I ଅଭାବୀ ବର୍ଷା ଯୋଗୁଁ

କ୍ଷେତରେ ଧାନ ଗଛ ଗୁଡିକ ମାରିବା ଅବସ୍ଥାରେ  I ଜିଲ୍ଲା ପ୍ରଶାସନ କିମ୍ବା ମେଗା ଉଠା ଜଳସୋଚନ ପ୍ରକଳ୍ପ ବିଭାଗ ଚାଷୀ ମାନଙ୍କୁ ଜଳ ଯୋଗାଣ ନେଇ କୌଣସି ପଦକ୍ଷେପ ନେଉ ନ ଥିବାରୁ ଗତକାଲି ଦିନ ୧୧ ଟା ସମୟରୁ ତରଭା ବ୍ଲକ ଅଞ୍ଚଳ ଚାଷୀ ସମୂହ ବ୍ଲଜ ସମ୍ମୁଖରେ ତରଭା ବ୍ଲକକୁ ମରୁଡି ଘୋଷଣା ଦାବୀରେ ଗର୍ଜିଲେ  I ଚାଷୀନେତା ମିତ୍ରବ୍ରତ ମିଶ୍ରଙ୍କ ନେତୃତ୍ୱଓ ବ୍ଲକ ଚାଷୀ ସଂଘ ସଭାପତି ସଦାନନ୍ଦ ପାଣିଗ୍ରାହୀଙ୍କ ଅଧକ୍ଷତାରେ  ବ୍ଲକ ଚାଷୀ ଓ ଜିଲ୍ଲାସ୍ତରୀୟ ଚାଷୀ ନେତାଙ୍କୁ ନେଇ  ଚାଷୀ ସମାବେଶ ହୋଇଥିଲା I ଏଥିରେ ବିଭିନ୍ନ ଅଞ୍ଚଳ ଓ ଜିଲ୍ଲା ଚାଷୀ ସଂଘର କର୍ମକର୍ତ୍ତା ମାନେ ଚାଷୀ ମାନଙ୍କ ରହିଥିବା ବିଭିନ୍ନ ସମସ୍ୟା ନେଇ ଉଦବୋଧନ ଦେଇଥିଲେ I ସମାବେଶ ପରେ ବ୍ଲକ ସମ୍ମୁଖରୁ ବିଭିନ୍ନ ସ୍ଲୋଗାନ ଦେଇ ଏକ ବିରାଟ ଚାଷୀ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା  I  ଶୋଭାଯାତ୍ରା ତହସିଲ କାର୍ଯ୍ୟଳୟ ପହଞ୍ଚି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ତହସିଲଦାର ତୁଳା ମୁଦୁଲିଙ୍କୁ ୯ ଦଫା ଦାବୀ ପତ୍ର ଚାଷୀ ମାନଙ୍କ ପକ୍ଷରୁ ପ୍ରଦାନ କରାଯାଇଥିଲା I ତରଭା ବ୍ଲକର ଅଧିକାଂଶ ଜମି ଅଣ ଜଳସୋଚିତରହିଛି I ଏ ବର୍ଷ ବର୍ଷା ଅଭାବ ଯୋଗୁଁ ମରୁଡି ହୋଇଛି I ଜଳସୋଚନ ସୁବିଧା ନ ଥିବା ଜମିକୁ ଚି଼ହ୍ନଟ କରାଯାଇ ମରୁଡି ଘୋଷଣା କରାଯାଉ I ଇନ୍ସୁରେସନ୍ସ ପାଇବା ପାଇଁ ଵିଧିବଦ୍ଧବ୍ୟବସ୍ଥା କରାଯାଉ I ଧାନ କ୍ରୟ ପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟ ଓ ଓଡିଶା ସରକାରଙ୍କ ବୋନସ ଟ୨୩୦୦+୮୦୦= ୩୧୦୦ଟଙ୍କା ଏକ କାଳୀନ ଦିଆଯାଉ I କୃଷି ଶ୍ରମିକ କଲ୍ୟାଣ ବୋର୍ଡ ଗଠନ କରାଯାଇ କୃଷି ଶ୍ରମିକ ମାନଙ୍କୁ ପଞ୍ଜି କରଣ କରାଯାଉ I କୃଷି ଶ୍ରମିକ ମାନଙ୍କୁ ଅନ୍ୟନ୍ୟା ଶ୍ରମିକ ବୋର୍ଡ ପରିସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯାଉ I ପ୍ରତ୍ୟେକ ଚାଷ ଜମିକୁ ଗୋଟିଏ ଫସଲ ପାଉଁ ଜଳ ସୋଚନ ସୁବିଧା କରାଯାଉ I ପଣ୍ଡକିମାଲଓ ଗୁହିରା ଘାଟ ଠାରେ ବସିଥିବା ମେଗା ଜଳ ସୋଚନ ପ୍ରକଳ୍ପ ୫୦ଏକର କୁ ନେଇ ଏକ ଚକ ହୋଇଛି, ତାକୁ ୨. ୫ /୫ ଏକରକୁ ନେଇ ଏକ ଚକ କରି ଆଉଟଲେଟ ଦିଆଯାଉ I ଏହି ୨ ପ୍ରକଳ୍ପ ନଦୀ ସ୍ରୋତ ନ ଥିବା ସ୍ଥାନ ରେ ବସିଥିବା ରୁ ପାଣି ଅଭାବ ରୁ ଚଳିତ ବର୍ଷ  ୨୯.୭.୨୦୨୪ ରେ ଜଳସୋଚନ ଆରମ୍ଭ କରାଗଲା I ତେଣୁ ୧୦୦ଫୁଟ ନଦୀ ଭିତରକୁ ଆଉ ଗୋଟିଏ ଇନ ଟେକ ୱଲ  କରି ବର୍ତ୍ତମାନ ର ଏନ ଟେକ ୱଲ ରେ ସଂଯୋଗ କରାଯାଉ I ପନିପରିବାର ଚାଷୀ ମାନଙ୍କ ପାଇଁ ବ୍ଲକ ସ୍ତର ରେ ଶୀତଳ ଭଣ୍ଡାର କରାଯାଉ I ନିବୃତ୍ତି ଯୋର ରେଥିବା କେନାଲ ରେ ଲୋଏଅର ଶୁକତେଳକେନାଳ କୁ ସଂଯୋଗ କରାଯାଉ I ଉଠା ଜଳ ସୋଚନ ଓ ଗଭୀର ନଳ କୂପ ରେ ଚାଷୀ ପାଇଁ ମାଗଣା ବିଦ୍ୟୁତ ଯୋଗାଣ କରାଯାଉ I ଏବଂ ଅଚଳ ଉଠା ଜଳ ସୋଚନ ପଏଣ୍ଟ ଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ କରାଯାଉ 

ଦାବୀ ନେଇ ଦାବୀପତ୍ର ପଦାନ କରିଥିଲେ I ଦାବୀପତ୍ର ପ୍ରଦାନ ପରେ ଉପସ୍ଥିତ ଚାଷୀ ମାନେ କେତେ ଦିନ ମଧ୍ୟ୍ୟରେ ମରୁଡି ଘୋଷଣା ନେଇ ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ଯୁକ୍ତି ବଢିବା ପରେ ତହସିଲଦାର ଶୀଘ୍ର ରିପୋର୍ଟ ଜିଲ୍ଲାପାଳଙ୍କୁ ଜଣାଇ ଦିଆ ଯିବ ବୋଲି ଚାଷୀଙ୍କ ଆଗରେ ମତ ରଖିଥିଲେ   I ଏହି ଦାବୀପତ୍ର ପ୍ରଦାନ ଓ ସମାବେଶ ସମୟରେ ଶତାଧିକ ଚାଷୀ ଉପସ୍ଥିତ ଥିଲେ I ଜିଲ୍ଲାସ୍ତରୀୟ ଚାଷୀ ନେତା ବୈକୁଣ୍ଠ  ଶତପଥି, ଧାରଣୀଧର  ପାଢ଼ୀ , ନରେନ୍ଦ୍ର ଆଚାର୍ଯ୍ୟ ପଦ୍ମ ଲୋଚନ  ମିଶ୍ର, ତ୍ରିପୁରାରି ପଣ୍ଡା,ମଗ୍ନି ସାହୁଙ୍କ ସହ ତରଭା ବ୍ଲକ ର ଭବାନୀ ମିଶ୍ର, ଅରବିନ୍ଦ ପଧାନ,ସନ୍ତୋଷ ପଟ୍ଟନାୟକ,  ନଦିଆ ସା, ସୁରଥ ଭୁଏ,, ସନ୍ତୋଷ ଡାଙ୍ଗ, ଶିବ ସାହୁ, ବାସୁଦେବ ସାହୁ, ଶୁଭ୍ର ନାରାୟଣ ମିଶ୍ର, ତପନ ମିଶ୍ର, ଗଗନ ପଟ୍ଟନାୟକ ଙ୍କ ସମେତ ଶତାଧିକ ଚାଷୀ ସାମିଲ ଥିଲେ  I ଆଇନ ଶୁଙ୍ଖଲା ପାଇଁ ଆଇ ଆଇ ସି ଅନିତା କିଡୋ ଙ୍କ ନେତୃତ୍ୱ ରେ ଏକ ପ୍ଲାଟୁନ ଓ ସ୍ଥାନୀୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ  I 


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026

You Might Also Like