-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
22-Oct-2024
କୋକସରା(ତ୍ରିନାଥ ବେଶ୍ରା )
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରିଣୀ ଶ୍ରୀମତୀ ସ୍ନେହପ୍ରଭା ମାଝୀ ମାତୃତ୍ୱ ଜନିତ ଛୁଟି ରେ ରହିଥିବା କାରଣରୁ ତାଙ୍କ ସ୍ଥାନରେ ଭାରପ୍ରାପ୍ତ ବିଡିଓ ଭାବେ ଜୟପାଟଣା ବ୍ଲକ ର ଅତିରିକ୍ତ ବିଡ଼ିଓ ଥିବା ବିଶ୍ୱନାଥ ରାଉତ ମଙ୍ଗଳବାର କୋକସରା ବ୍ଲକ ରେ ଯୋଗଦେଇ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହି ଅବସରରେ ତାଙ୍କୁ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ସମେତ ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନ,ବିଏସଏସଓ ଦୀପକ କୁମାର ବେହେରା, ମୁଖ୍ୟ କିରାଣୀ ବିନୋଦ ନାଏକ, ସହକାରୀ କିରାଣୀ ରଞ୍ଜନ ରାଉତ,କନିଷ୍ଠ ଯନ୍ତ୍ରୀ ଅଜୟ ସେନାପତି, କୀର୍ତି ବେହେରା ମନରେଗା ବିଭାଗ ଏପିଓ ଓ ବ୍ଲକ ର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।