-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
22-Oct-2024
(ମନୋରଞ୍ଜନ ତ୍ରିପାଠୀ )
ସୋନପୁର ତେଲ ନଦୀ କଡ ରେ ଥିବା ନାରାୟଣ ଆଶ୍ରମ ରେ ସୁକମଣି ବାଗ ନାମକ ଜଣେ ରୋଗୀ ର ମୃତ୍ୟୁ ଘଟିଛି l ଏ ଖବର ପରେ ସ୍ୱଚ୍ଛ ଭାରତ ର ସ୍ଥାନୀୟ ସ୍ବେଛାସେବୀ ବୃନ୍ଦାବନ ରଥ, ନାରାୟଣ ରଥ, ସମାଜସେବୀ ମନୋଜ୍ କର୍ମୀ ଓ ସ୍ବେଛାସେବୀ, ଯୋଗ ଗୂରୁ ତଥା ପୋଲିସ କନଷ୍ଟେବଳ ମନୋଜ୍ ପଣ୍ଡା ଏ ଆଶ୍ରମ କୁ ତୁରନ୍ତ ପହଞ୍ଚି ମୃତ ରୋଗୀ ର ଅନ୍ତିମ ଦର୍ଶନ କରି ଶବ ସଂସ୍କାର କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିଥିଲେ l ତେଲ ନଦୀ କୁଳ ର ନାରାୟଣ ଆଶ୍ରମ ନିକଟସ୍ଥ ଶ୍ମଶାନ ଘାଟ ରେ ସ୍ୱର୍ଗୀୟ ସୂକମଣି ଙ୍କ ଅନ୍ତିମ ସଂସ୍କାର କରଯାଇଥିଲା l ଏ ମହତ୍ କାର୍ଯ୍ଯ ପାଇଁ ସମାଜସେବୀ ମାନଙ୍କୁ ସହର ର ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି l