-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||     

HOME   ଜିଲ୍ଲା

ସ୍କୁଲ୍ ୟୁନିଫର୍ମ ଓ ସୁଇଟର୍ କେଳେଙ୍କାରୀ

21-Oct-2024



ବେଲପଡା:  'ଆଜ୍ଞା , ଦେଖୁନ୍  !  ଆମର ଇନ ବଲକ୍ ଥି  ହେବେଲେ ଅଙ୍ଗେନବାଡିର୍ ଛୁଆମାନକେ ସୁଇଟର୍ ଦେବାକେ ଟେଣ୍ଡର୍ କରିଥିଲେ । ଆପ୍ଲାଏ କରିଥୁବାର ୬୧ ଟା ଗୁରୁପ୍ କେ କାଟିଦେଇକରି ୩ ଟାକେ ଦେଇଦେଲେ । କାଏଁଯେ ବଏଲେ , ଝନକର ଗୁସିଆଁ ଚେଆର୍ ମୁନୁଷ୍ , ଆଘର ସରକାରର୍ ନେତା ଆରୁ ଝନେ ଏଭର ସରକାରର ଲୁକ ଆରୁ ଆରଟା ଭିଲ୍ ହେ ଗେରୁଆବାଲା ଆଏ । ବଏଲେ , ସଭେ ପାଟିବାଲେକର ଆରୁ ଆମେ କାହାର ନୁହେସେ  !  କେନ୍ତାକରି ଆମକେ କାଟଲେ ଯେ, ଏତେ କଲ୍ ନକଲ୍ ଆମକେ କାଏଁ ଜନା  ?

ଦୁଇଦିନ ଯାଇକରି ବିଡୋର୍ ନେ ରଡାକିର୍ଲା କଲାକେ ଘରଘର ବୁଲି' ତୁମ୍ ପଡନ ' ବଲିକରି ମୁଡିଆ ମାଏଲେ , ଆଏଁ  !

ଫେନ୍ ଇଥରକ ପରଥମ୍ ନୁ ଅଷଟମ ପତେ ଇସ୍ କୁଲ୍ ପିଲାକର କାଜେ ଡେରେସ୍ ଯୁଗାବାକେ ଟେଣ୍ଡର୍ ହେଇଛେ ।  ଶହେ ସତଷଠିଟା ଗୁରୁପ୍ ବାଲେ ଏପ୍ଲାଏ କରିଥୁଲୁ ।  ହେନୁ କେତେଟାକେ ହଜାରେ ଆରୁ କେତେଟାକେ ତରିପଟିଆ କୁଡେ / ପଚିଶ ଛୁଆ ଥିବାର ଇସ୍ କୁଲ କେ ପେଲି ଦେଇକରି ଫେନ୍ ହେନ୍ତା ଗୁଁଦଲେଇ ଦଉଛନ୍  ! ଇଟା କେନ୍ତା କରମୁ , କହ ତ ? '

ବିଓକେ କହେଲେ କି ବିଡୋକେ କହେଲେ କି ସେଡେପୋକେ କହେଲେ , କିହେ ନାଇଁ ଶୁନବାର୍  !  ଆମେ ଭୁଟର ନୁହେସେ , ଭୁଟ୍ ନାଇଁଦେଇ କାଏଁ  ? '


ବଲାଙ୍ଗୀର ଜିଲ୍ଲାର ବେଲପଡା ବ୍ଲକ୍ ରେ ସରକାରଙ୍କ ତରଫରୁ ସ୍କୁଲ୍ ପୋଷାକ ଓ ଅଙ୍ଗନବାଡି ଶୀତବସ୍ତ୍ର ଯୋଗାଣରେ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ହେରଫେର କରାଯାଇଥିବା ଏସଏଚଜି ମହିଳାମାନଙ୍କ ପକ୍ଷରୁ ଅଭିଯୋଗ ପ୍ରକାଶ ପାଇଛି  । କିଛିଦିନତଳେ ଶତାଧିକ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ବିଇଓ ଓ ବିଡିଓଙ୍କୁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।  ସେମାନଙ୍କ ଅଭିଯୋଗ ଅନୁଯାୟୀ , ଅଧିକାରୀଙ୍କ ଭିତିରି ସଲାସୁତୁରାରେ ଚୟନକମିଟିର ସଭ୍ୟ/ ସଭ୍ୟାମାନଙ୍କୁ ପ୍ରଭାବିତ କରି ବ୍ଲକ୍ ର ପ୍ରଭାବଶାଳୀ ରାଜନେତାଙ୍କ ପରିବାର ସଦସ୍ୟାଙ୍କ ତଥାକଥିତ ଏସ୍ ଏଚ୍ ଜି କୁ ଅଧିକାଂଶ ଫାଇଦା ଦିଆଯାଇ ଅନ୍ୟମାନଙ୍କୁ ଫଳେପୁଷ୍ପେ ଥୋପ ପକାଯାଇ ଯଥେଷ୍ଟ ନିମ୍ନମାନର ସାମଗ୍ରୀ / ପୋଷାକ ବଣ୍ଟନ ପୂର୍ବକ ପ୍ରଚୁର ସରକାରୀ ଅର୍ଥ ବାଟମାରଣା କରାଯାଇ ଆସୁଛି । ଜିଲ୍ଲାପାଳ ତଥା ସରକାର ଏହାର ତଦନ୍ତ କରିବାକୁ ସେମାନଙ୍କ ପକ୍ଷରୁ ଦାବି କରାଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026

You Might Also Like