-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ରାଜ୍ୟ

ଚାଷ ଜମିକୁ ପାଣି ଦିଅ ନଚେତ ମେଗା ଲିପ୍ଟପଏଣ୍ଟକୁ ବାତିଲ କର ଦାବିରେ ଚାଷୀଙ୍କ ରାସ୍ତାରୋକ

19-Oct-2024



ତରଭା(କପିଳାସ ସେଠ): ମେଗା ଲିପ୍ଟ ପଏଣ୍ଟ ରେ ଚାଷୀ ଙ୍କୁ ପାଣି ଦିଅ ନଚେତ ବୃହତ ଉଠାଜଳସେଚନ ପ୍ରକଳ୍ପକୁ ବାତିଲ କର ଦାବୀ ରେ  ତରଭା-କଣ୍ଟାମାଳ  ରାସ୍ତା ର ଗୁଞ୍ଜିମୁଣ୍ଡା ଛକରେ ମାରାଡୁଗୋଚ୍ଛା ପଞ୍ଚାୟତ ର ଚାଷୀ ମାନଙ୍କ ରାସ୍ତାରୋକକରିଛନ୍ତି l ଫଳରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଓ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ସହିତ ଯାତାୟତବାଧାପ୍ରାପ୍ତ ଦେଖା ଦେଇଛି  I ସାଧାରଣ ଲୋକ ହଇରାଣ ହେଉଥିବାର ଦେଖା ଯାଇଛି  I ସୂଚନା  ଅନୁସାରେ 2019ଆର୍ଥିକ ବର୍ଷ ରେ  ତରଭା ବ୍ଲକ  ମାରାଡୁଗୋଚ୍ଛା ପଂଚାୟତ ଗୁର୍ଜିମୁଣ୍ଡା ନିକଟରେ

ପ୍ରାୟ 800. 30ହେକ୍ଟର ଚାଷଜମିକୁ ଜଳସେଚନ ଲକ୍ଷ୍ୟ ନେଇ ବୃହତ ଉଠା ଜଳ ସୋଚନ ପ୍ରକଳ୍ପ  ନିର୍ମାଣ କରା ଯାଇ l ପ୍ରାୟ  14 କୋଟି ଟଙ୍କା ବ୍ୟୟରେ ଏଲ ଏଣ୍ଟ ଟି କମ୍ପାନୀ ଦ୍ୱାରା ନିର୍ମାଣ ହେଲା ସତ କିନ୍ତୁ ଅଫିସର, ଯନ୍ତ୍ରୀ ଏବଂ ଠିକାଦାରଙ୍କ ଦୁରଦୃଷ୍ଟି ଅଭାବ ଓ ଲାଭଖୋର ମନବୃତ୍ତି ଯୋଗୁଁ ପ୍ରକଳ୍ପକାର୍ଯ୍ୟ କ୍ଷମ ଆରମ୍ଭ ଦିନ ରୁ ଫେଳ ମାରିଛି I ଚାଷୀ ପାଣି ପାଉନଥିବାରୁ  ବର୍ତ୍ତମାନ ଅଞ୍ଚଳ ଭୟା ଭୟ  ମରୁଡି ପରିସ୍ଥିତିଦେଖା ଦେଇଛି I ଚାଷୀ ମାନେ ବାରମ୍ବାର ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ୍ୟ ଚାଷୀ କୌଣସି ପ୍ରକାର ସୁବିଧା ପାଇବାରୁ ବାଧ୍ୟ୍ୟ ହୋଇ ଆନ୍ଦୋଳନ ର ରାସ୍ତା ବାଛି  ଆଜି ଶୁକ୍ରବାର ସକାଳୁ ଚାଷୀମାନେକଣ୍ଟାମାଳ -ତରଭା ରାସ୍ତା ର ଗୁଞ୍ଜି ମୁଣ୍ଡା ଛକ ରେ ରାସ୍ତାରୋକ କରିଛନ୍ତି I ରାସ୍ତା ରୋକ ହେବାର ସୂଚନାପାଇଘାଟଣା ସ୍ଥଳରେ ତରଭା ତହସିଲଦାର ତୁଳା ମୁଦୁଲି,ଉଠାଜଳସେଚନ ବିଭାଗର ଯନ୍ତ୍ରୀ ରବିନାରାୟଣ ମେହେର, ଏବଂ ସୋନପୁର ଏସଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ ପହଂଚି ଆନ୍ଦୋଳନକାରୀଙ୍କ ସହ ସମସ୍ୟା ନେଇ ଆଲୋଚନା କରିଥିଲେ I ନିର୍ମାଣ କାରି ସଂସ୍ଥା ର ପ୍ରକଳ୍ପ ନିର୍ମାଣ ରେ ତ୍ରୁଟି ଯୋଗୁଁ ଅଞ୍ଚଳ ଚାଷୀ ଆଜି ମେଗା ଜଳ ସୋଚନ ପ୍ରକଳ୍ପ ରୁ ପାଣି ନପାଇ ମରୁଡି ସହ ସଂଗ୍ରାମ କରୁଛନ୍ତି I ବୃହତ ଉଠା ଜଳ ସୋଚନ ପ୍ରକଳ୍ପ ଠିକ ଭାବରେ କାର୍ଯ୍ୟ କରାଇବା  ପ୍ରାୟ ୨ ବର୍ଷ ତଳେ ଏହିପରିଚାଷୀ ମାନେ  ଆନ୍ଦୋଳନ କରିଥିଲେ  I ସେହି ସମୟରେ ମଧ୍ୟ୍ୟ ଅଞ୍ଚଳ ବାସୀ ଙ୍କୁ ପ୍ରତିଶୃତି ଦିଆଯାଇଥିଲା I କିନ୍ତୁ ବିଭାଗୀୟ ଅଧିକାରୀ ଙ୍କ ଦ୍ୱାରା କୌଣସି ପ୍ରକାର ସୁବିଧା ନ ପାଇବାରୁ ରାସ୍ତାରୋକ କରିଛନ୍ତି I  ଏହିପରିଚାଷୀ ମାନେ  ଆନ୍ଦୋଳନ କରିଥିଲେ  I ସେହି ସମୟରେ ମଧ୍ୟ୍ୟ ଅଞ୍ଚଳ ବାସୀ ଙ୍କୁ ପ୍ରତିଶୃତି ଦିଆଯାଇଥିଲା I କିନ୍ତୁ ବିଭାଗୀୟ ଅଧିକାରୀ ଙ୍କ ଦ୍ୱାରା କୌଣସି ପ୍ରକାର ପରିବର୍ତ୍ତନ କରିନଥିଲେ I  ତତ୍କାଳୀନ ସୁବର୍ଣ୍ଣପୁର ଜିଲ୍ଲାପାଳ ମନୀଷା ବାନାର୍ଜୀ ଏହି ପ୍ରକଳ୍ପ କୁ ପରିଦର୍ଶନ ରେ ଆସି ପ୍ରକଳ୍ପ ତ୍ରୁଟି ପୂର୍ଣ୍ଣ ଭାବରେ ନିର୍ମାଣ ନିର୍ମାଣ ହୋଇଛି,

ପ୍ରକଳ୍ପ ସମ୍ପୂର୍ଣ୍ଣ ଭାବରେ ଫେଳ ବୋଲି ସୂଚନା ଦେଇଥିଲେ I  ହେଲେ କେଉଁ କାରଣ ରୁ ନିର୍ମାଣ କାରି ସଂସ୍ଥା ପ୍ରତି ଅନୁକମ୍ପା ଦେଖାଇ କୌଣସି ତାଗିତ କରାଯାଇ ନାହିଁ ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି I ଏହି ପ୍ରକଳ୍ପ ସମସ୍ୟା ନେଇ ଚଳିତ ମାସ 14ତାରିଖ ରେ ତରଭା ବ୍ଲକ ରେ ହୋଇ ଥିବା ଜିଲ୍ଲାପାଳ ଙ୍କଅଭିଯୋଗ ଶୁଣାଣି ଶିବିର ରେ ମଧ୍ୟ୍ୟ ଚାଷୀ ମାନେଜିଲ୍ଲାପାଳ ଙ୍କ ସହ ଜିଲ୍ଳାସ୍ତରୀୟ ଅଧିକାରୀଙ୍କୁ ଜଣାଇଥିଲେ  I ପ୍ରକଳ୍ପ ଙ୍କୁ ଫେଳ ବୋଲି ରିପୋର୍ଟ ଦିଆଯାଉ ନଚେତ ଚାଷୀ ଜଳ ଯୋଗାଣ କରାଯାଉ ବୋଲି ଚାଷୀ ମାନେ ତାଙ୍କ ଜିଦ ରେ ଅଟଳ ରହିଛନ୍ତି  I ଚାଷୀ ଙ୍କ ଆନ୍ଦୋଳନଜାରି ରହିଥିବାରୁ ବିଭୀଗୀୟ ଉଚ୍ଚ ସ୍ତରୀୟ ଅଧିକାରୀ ପ୍ରକଳ୍ପ ପାଖକୁ ଆସି ତଦାରଖ କରୁଛନ୍ତି I ଏହି ଆନ୍ଦୋଳନ ରେ ମାରାଡୁଗୋଚ୍ଛା ସରପଞ୍ଚ ମନମୋହନ ସାହୁ, ପୂର୍ଵତନ ସମିତି ସଭ୍ୟ ତଥା ଚାଷୀ ନେତା ମିତ୍ରବ୍ରତ ମିଶ୍ର,କାର୍ତିକ ନାଗ , ନଦିଆ ସା, ସୁରଥ ଭୁଏ, ଜୟ ଭୁଏ, ବାସୁଦେବ ସାହୁ, ଶିବ ନାଏକ ଙ୍କ ସହ ଶତାଧିକ ଆନ୍ଦୋଳନକାରୀ ଚାଷୀଉପସ୍ଥିତ ଥିଲେ  I ଦୀର୍ଘ ସମୟ ପ୍ରୟନ୍ତ ରାସ୍ତା ରୋକ ଚାଲୁ ରହିବା ପରେ ଅପରାହ୍ନ 4ଟା ସମୟରେ ସୋନପୁର ପି.ଡି,ଏ ଡି ଏମ, ଙ୍କ ସହ ତରଭାତହସିଲଦାର,ବିଡ଼ିଓ ମେଗା ଲିପ୍ଟ ପଏଣ୍ଟ ସ୍ଥାନ କୁ ଯାଇ ଅନୁଧ୍ୟାନ କରିଥିଲେ I ନିର୍ମାଣ କରାଯାଇଥିବା ଇଣ୍ଟେକ ୱେଲ ତ୍ରୁଟି ରହିଛି ବୋଲି ମତ ରଖିବା ସହ ବିଭାଗୀୟ ଟେକ୍ନିକାଲ ଅଧିକାର ଙ୍କ ଦ୍ୱାରା ଇଣ୍ଟେକ ୱେଲନିର୍ମାଣ କରାଯିବା ନେଇ ଲିଖିତ ପ୍ରତିଶୃତି ଦେବା ପରେ ସହ ଚାଷୀ ଙ୍କ ସୁବିଧା କରାଯିବ ବୋଲି ମତ ଦେବା ପରେ ଆନ୍ଦୋଳନ କାରି ପ୍ରାୟ 6.30ରେ ଆନ୍ଦୋଳନ ରୁ ଓହରି ଥିଲେ  I ସାତ ଦିନ ମଧ୍ୟରେ ଚାଷୀଙ୍କ ସୁବିଧା କରା ନଗଲେ ପୁଣି ଆନ୍ଦୋଳନ କରାଯିବ ବୋଲି ଚାଷୀ ମାନେ ଉପସ୍ଥିତ ଅଧିକାରୀ ମାନଙ୍କୁ କହିଥିବାରନେତୃତ୍ୱ ନେଇଥିବା ଚାଷୀ ପ୍ରକାଶ କରନ୍ତି  I 


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like