-+91-9937148622 |
prerana_bgr@rediffmail.com |
Friday 13th March 2026 |
R.N.I. Regd No. ODIODI/2010/46693
Breaking News
12-Oct-2024
(ମିହିର ଶଙ୍କର ପାତ୍ର,)
ପବିତ୍ର ଦଶହରା ଅବସରରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଡାବୁଗାଁ ଦୂର୍ଗା ମଣ୍ଡପକୁ ଯାଇ ମାଁ ଙ୍କ ଦର୍ଶନ କରିଥିଲେ। ଦୂର୍ଗା ପୂଜା କମିଟି ପକ୍ଷରୁ ମାନ୍ୟବର ସାଂସଦ ଙ୍କୁ ସ୍ଵାଗତ କରା ଯାଇଥିଲା। ଏହି ଅବସରରେ ଦୂର୍ଗା ପୂଜା କମିଟି ସଭାପତି ଜେ ରାଜଶେଖର ରାଓ, ଜି ସାଇ ରାଜୁ, ଆଇନଜୀବୀ ଜୟନ୍ତ କୁମାର ପାତ୍ର, ରାଜେଶ ଅଗ୍ରୱାଲ, ନରେଶ ସିଂ, ନରୁ ସିଂ, ସାମ୍ବାଦିକ ସଂଘ ସଂପାଦକ ମିହିର ଶଙ୍କର ପାତ୍ର, ଉପ ସଭାପତି ଗଗନ ଗନ୍ତାୟତ, କିରଣ ରାଓ, ଚାନ୍ଦାହାଣ୍ଡି ସାଂସଦ ପ୍ରତିନିଧି ବସନ୍ତ ମାଝୀ, କ୍ରିଷ୍ଣା ରାଓ, ରତନ କଲାର, ଟୁକୁ ବିଷୟୀ, ସତ୍ୟ ରାଓ, ସୂର୍ଯ୍ୟ ସୁବୁଦ୍ଧି, ରମେଶ ରିଓ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।