-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
10-Oct-2024
(ମିହିର ଶଙ୍କର ପାତ୍ର,)
ଡାବୁଗାଁ ଠାରେ ଧୁମଧାମରେ ଦୁଲାର ଦେଇ ବଜାର ପାଳନ
ହୋଇ ଯାଇଛି । ଆଦିବାସୀ ପରମ୍ପରା ଅନୁସାରେ ଦଶହରା ପୂର୍ବ ଦିନ ଡାବୁଗାଁ ସାପ୍ତାହିକ ହାଟରେ ପାରମ୍ପରିକ ରୀତିନୀତି
ଅନୁସାରେ ଦୁଲାର ଦେଇ ଗୁଡି ଠାରେ ପୂଜାର୍ଚ୍ଚନା
ପରେ ସିରା ,ପଲଙ୍କି ,ଲାଠି, କୁର୍ଚି ସବୁ ଏକତ୍ରିତ ହଇ ବାଜା ମହୁରୀ ରୋ ତାଳେ ତାଳେ ନାଚ କରି ଡାବୁଗାଁ ଗ୍ରାମରେ ଏବଂ ସାପ୍ତାହିକ ହାଟରେ ବୁଲିଥିଲେ । ଆଜି ଠାରୁ ଆଗାମୀ ଦଶହରା ପର୍ଯ୍ୟନ୍ତ ଡାବୁଗାଁ ଅଂଚଳଅଞ୍ଚଳ ଚଳ ଚଳଚଞ୍ଚଳ ରହିବ । ଆସନ୍ତା ଗୁରୁବାର ଦିନ ଡାବୁଗାଁରେ ଦଶହରା ହାଟ ପାଳିତ ହେବ