-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ଜିଲ୍ଲା

ଅଙ୍ଗନୱାଡି କର୍ମୀକୁ ଆକ୍ରମଣ, କ୍ଷେତ୍ରପରିଦର୍ଶୀକାଙ୍କ ନାମରେ ଥାନାରେ ମାମଲା, ସୁପରଭାଇଜଙ୍କୁ ବଦଳୀପାଇଁ ସିଡିପିଓଙ୍କଠାରେ ୩୧ କର୍ମୀଙ୍କ ଅଭିଯୋଗ

03-Oct-2024



ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର)-ଏହି ବ୍ଲକର କପାସିରା ଗ୍ରାମର ଅଙ୍ଗନୱାଡି କର୍ମୀ ସନ୍ତୋଷିନୀ ସ୍ମାଇଁଙ୍କୁ ଆକ୍ରମଣ କରାଯାଇଥିବା କୁଙ୍ଗୁରିପାଲି ଥାନାରେ ପିଢିତାଙ୍କ ସ୍ୱାମୀ ଜୟ ପ୍ରକାଶ ଫରିକାର ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଡୁଙ୍ଗୁରିପାଲି ବ୍ଳକର ଶିଶୁ ବିଭାଗରେ କାଯ୍ୟରତ କ୍ଷେତ୍ର ପରିଦର୍ଶୀକା ସୀତା ମେହେର ଗତକାଲି ଅପରାହ୍ନ ୫ଟାରେ କପାସିରା ଗ୍ରାମକୁ ଯାଇଥିଲେ । ଗ୍ରାମର ସମସ୍ତ ଜର୍ମୀମାନଙ୍କୁ ଡାକି ଛୁଟିଦିନ ହୋଇଥିଲେ ମଧ୍ୟ ସେହି ଗ୍ରାମର କର୍ମୀ ବବି ପଧାନଙ୍କ ଘରେ ସଭା କରିଥିଲେ । ସେଠାରେ ଅନ୍ୟଏକ କର୍ମୀ ନିଳମ ସ୍ବାଇଁଙ୍କୁ କ୍ଷେତ୍ର ପରିଦର୍ଶିକା ସୀତା ମେହେର ପ୍ରବତ୍ତାର ସନ୍ତୋଷିନୀ ସ୍ବାଇଁଙ୍କୁ ମାଡ ମରାଇଥିଲେ । ସେ ପିନ୍ଧିଥିବା ସୁନା ଚେଳ ମଧ୍ୟ ଛଡାଇ ନେଇଥିଲେ । ଘଟଣା ସ୍ଥଳରେ କର୍ମୀ ଜଣକ ଆହତ ହୋଇ ପଡିଯାଇଥିବା ବେଳେ ସେଠାରେ ଉପସ୍ଥିତ କ୍ଷେତ୍ର ପରିଦର୍ଶିକା ସମାଧାନ କରିବା ପରିବର୍ଭେ ଭୟରେ କୌଶଳ କ୍ରମେ ସେଠାରୁ ଫେରାର ମାରିଥିଲେ । ଘଟଣା ସ୍ଥଳରେ ଆହତ କର୍ମୀକୁ ପରିବାର ଲୋକେ ଉଦ୍ଧାର କରି ତୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତି କରିଥିଲେ । ଏହାକୁ ନେଇ ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗକୁ ଭିରି କରି ଥାନା କେଶ ନଂ.୨୧୩/ ୨୦୨୪ ଭାରତୀୟ ନ୍ୟାୟ ସଂହିତା ୨୯୬, ୧୧୫(୨)୩୫୧(୨) ଏବଂ ୪୯ରେ ଏକ ମାମଲା ରଜ୍ଜୁ କରି ତଦନ୍ତ ଜାରି ରଖିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ କ୍ଷେତ୍ରପରିଦର୍ଶୀକା ଶ୍ରୀମତୀ ସୀତା ମେହେର ବିଭିନ୍ନ ସମୟରେ ତମାମୁରା ସେକ୍ଟର କର୍ମୀମାନଙ୍କୁ ହଇରାଣ କରିଆସୁଥିବା ସେମାନେ ସିଡିପିଓଙ୍କଠାରେ ବଦଳୀପାଇଁ ଲିଖୁତ ଭାବରେ ୩୧ଜଣ କର୍ମୀ ଅଭିଯୋଗ କରିଥିଲେ । ଅଭିଯୋଗରେ ଉଲ୍ଲେଖ କରିଥିଲେ ଯେ, ବିଭିନ୍ନ କେନ୍ଦ୍ରର ଶିଶୁମାନଙ୍କ ପାଇଁ ପୋଷାକ, ଜୋତା, ମୋଜା, ପ୍ରିକିଟୁ, ମେଡିସିନ କିଟ୍ ପାଇଁ କର୍ମୀମାନଙ୍କ ଯୁଗ୍ମ ଜମାଖାତାରେ ଟଙ୍କା ଜମା ହୋଇଥାଏ । ଉକ୍ତ ଟଙ୍କାକୁ ଯାଞ୍ଚ କମିଟୀର ଅନୁମୋଦନ କ୍ରମେ ୱାର୍ଡମେମ୍ବରଙ୍କ ସହିତ କର୍ମୀମାନଙ୍କ ଯୁଗ୍ମ ସ୍ବାକ୍ଷରରେ ଉକ୍ତ ଟଙ୍କା ଉଠାଯାଇଥାଏ । ଉକ୍ତ ସାମଗ୍ରୀ କିଣାରେ କ୍ଷେତ୍ରପରିଦର୍ଶୀଳା ଟଙ୍କା ଦାବୀ କରିଥାନ୍ତି । ଟଙ୍କା ନଦେଲେ କେସ୍ ବହିରେ ଭୁଲ ଅଛି କହି ନିଜେ ଇଆଡୁ ସେଆଡୁ ଲେଖ୍ ଦିଅରି ବୋଲି ଅଭିଯୋଗ କରିଛନ୍ତି । ଗୋଟିଏ ଶିଶୁଙ୍କ ପାଇଁ ସରକାର ୫ଟଙ୍କ୪୦ ପଇସା ଅଣ୍ଡା ବାବଦକୁ ଦେଉଥିବା ବେଳେ ବଜାର ଦର ୭ଟଙ୍କାରେ କର୍ମୀମାନେ ଅଣ୍ଡା କିଣୁଛନ୍ତି । ସକାଳ ଜଳଖୁଆ ଏକଟଙ୍କା ୨୦ ପଇସା, ୩୦ ପଇସାର ତେଲ, ମସଲା ପନିପରିବା, ଡାଲିକୁ ତଥା ସମସ୍ତ ମିଶାଇ ଦିନକୁ ଗୋଟିଏ ଶିଶୁ ପ୍ରତି ୭ଟଙ୍କା ୭୦ପଇସା ସରକାର ଦେଉଥିବା ବେଳେ କ୍ଷେତ୍ରପରିଦର୍ଶୀକାଙ୍କୁ ସେଥୁରୁ କିପରି ଟଙ୍କା ଦିଆଯାଇ ପାରିବ ବୋଲି କର୍ମୀ ମହଲେ ଅସନ୍ତୋଷ ଦେଖା ଯାଉଛି । ଆହୁରି ମଧ୍ୟ ଜଣେ କର୍ମୀ ହାରାହାରି ୩୫ଖଣ୍ଡ ଖାତା ଲେଖାଲେଖି କରୁଥିବା, ସରକାରଙ୍କ ବିଭିନ୍ନ କାର୍ଯ୍ଯକ୍ରମ, ଗ୍ରାମ ପରିଦର୍ଶନ, ଶିଶୁଙ୍କ ଓଜନ, କିଶୋରି ବାଲିକାଙ୍କୁ ସଚେତନ ପ୍ରଭୃତି କାମ କଲେ ମାସକୁ ୧୦ହଜାର ଟଙ୍କା ମିଳୁଥିବାବେଳେ ଜଣେ କ୍ଷେତ୍ରପରିଦର୍ଶୀକା ହାରାହାରି ୫୦ରୁ ୭୦ ହଜାର ଦରମା ନେଉଛନ୍ତି । ଏଥିରେ ପୁଣି କର୍ମୀମାନଙ୍କ ଠାରୁ ଟଙ୍କା କରିବା ଦୁର୍ଭାଗ୍ୟ ଜନକ । ଯଦି ଏହିକର୍ମୀମାନଙ୍କ ଅଭିଯୋଗ ସତ୍ୟ ହେଲେ ସାଙ୍ଘାତିକ । ଏଣୁ ଏହାରି ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉ। ଏହାକୁ ନେଇ ଆଜି ସଡିପିଓଙ୍କ କାର୍ଯ୍ୟାଳୟ ପରିସର ସଭାଗୃହରେ ଉକ୍ତ ସେକ୍ଟର କର୍ମୀମାନଙ୍କୁ ନେଇ ବୈଠକ ଚାଲିଥିବା ଜଣାଯାଏ। ଏ ସଂପର୍କରେ ସିଡିପିଓଙ୍କୁ ଯୋଗାଯୋଗ କରାଯାଇଥିଲେ ସମ୍ଭବ ହୋଇ ପାରି ନଥିଲା। ଅନ୍ୟପକ୍ଷରେ ଆଜି କ୍ଷେତ୍ରପରିଦର୍ଶୀକା ଛୁଟିରେ ଥିବାରୁ ତାଙ୍କର ମଧ୍ଯ ପ୍ରତିକ୍ରୀୟା ମିଳି ପାରିନଥୁଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like