-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
02-Oct-2024
ନବରଙ୍ଗପୁର (ମିହିର ଶଙ୍କର ପାତ୍ର,)
ଡାବୁଗାଁ ସଦର ମହକୁମା ସ୍ଥିତ ସରକାରୀ ନୂତନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ହେଲେ ବ୍ଲକ ସ୍ତରୀୟ କ୍ରୀଡା ମହୋତ୍ସବ ୨୦୨୪ । ଏହି କାର୍ଯ୍ୟକ୍ରମ ରେ ମଞ୍ଚ ପରିଚାଳନା କରିଥିଲେ ସିଆରସିସି ଗୁପ୍ତେ ପ୍ରସାଦ ନାଗ।ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନହର ରନ୍ଧାରୀ ଯୋଗଦେଇଥିବା ବେଳେ ସଂମ୍ମାନିତ ଆତିଥି ଭାବେ ଡାବୁଗାଁ ବ୍ଲକ ଅଧକ୍ଷା ବୀଣା ମାଝୀ,ଉପାଧ୍ୟଷ୍ୟ ସଦାନନ୍ଦ ନାୟକ, ଡାବୁଗାଁ ବିଡ଼ିଓ ଶରତ ମାଝୀ, ବିଆର ସିସି ଭଗବାନ ମାଝୀ,ଏବିଇଅ ସନ୍ତସ ସାହୁ, ପ୍ରାଧନ ଶିକ୍ଷକ ପ୍ରଭାସ ଚନ୍ଦ୍ର ରାୟ ପ୍ରମ୍ମୁଖ ଯୋଗଦେଇଥିଲେ। ଆଜିର କ୍ରୀଡା ମହୋତ୍ସବ ରେ ପ୍ରଥମ, ଦ୍ୱତୀୟ ତୃତୀୟ ସ୍ଥାନ ଅଧିକାର କରିଥିବା ଛତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ମାନେ ମାନପତ୍ର ପ୍ରଦାନ କରିଥିଲେ। ବ୍ଲକର ସମସ୍ତ ବିଦ୍ୟାଳୟ କ୍ରୀଡାରେ ଭାଗ ନେଇଥିବା ଛାତ୍ର ଛାତ୍ରୀ ସହ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ମାନେ, ସମସ୍ତ ସିଆରସି, ଖେଳ ଶିକ୍ଷକ ମାନେ ଉପସ୍ଥିତି ଥିଲେ।