-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

କୋକସରା ବ୍ଲକ ନାଗରିକ ବିକାଶ ସଂଗଠନ ପକ୍ଷ ରୁ ପଡିଆ ରୁ ବଢ଼ିଆ ମେଳା ଅନୁଷ୍ଠିତ l

02-Oct-2024



କୋକସରା (ତ୍ରିନାଥ ବେଶ୍ରା )
ଆତ୍ମଶକ୍ତି ଟ୍ରଷ୍ଟ ଆନୁକୁଲ୍ୟରେ ରାଜ୍ୟ ସ୍ତରୀୟ ସଂଗଠନ ଓଡିଶା ଶ୍ରମଜିବି ମଞ୍ଚ ଓ ମହିଳା ଶ୍ରମଜିବି ମଞ୍ଚ ଓଡିଶା ର ସଦସ୍ୟ ସଂଗଠନ ନାଗରିକ ବିକାଶ ସଂଗଠନ, କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଡାଳଗୁମା ଗ୍ରାମପଞ୍ଚାୟତ ରେ  ପଡିଆ ରୁ ବଢିଆ ମେଳା ଆୟୋଜନ କରାଯାଇଥିଲା। ପଡିଆ ରୁ ବଢିଆ ଅଭିଯାନ ର key message ଥିଲା 1000 ଟଙ୍କା ଲଗାଅ ଏବଂ 10000 ଟଙ୍କା ପାଅ। ଯଦ୍ୱାରା ମହିଳା ଚାଷୀମାନେ ସ୍ୱାବଲମ୍ବୀ ହୋଇ ପାରିବା ସହ ପୁଷ୍ଟିକର ଖାଦ୍ୟ ପାଇପାରିବେ।ଏହି ମେଳାର ମୁଖ୍ୟ ଲକ୍ଷ୍ୟ ହେଉଛି  ବିଶେଷ କରି ଦ୍ୱିତୀୟ ଫସଲ ଚାଷର ପ୍ରୋତ୍ସାହନ ମାଧ୍ୟମରେ ମହିଳା ଚାଷୀ ମାନଙ୍କୁ ସଶକ୍ତିକରଣ ଏବଂ ଓଡିଶାରେ  କୃଷି ପ୍ରଣାଳୀ କୁ ବୃଦ୍ଧି କରିବା। କେଉଁ ଭଳି ଭାବରେ ଚାଷୀମାନେ ଦ୍ୱିତୀୟ ଫସଲ ଚାଷ କରିବେ ତାହାର ରଣନୀତି ଉପରେ ଆଲୋଚନା କରିବା। ଏହି କାର୍ଯ୍ୟକ୍ରମ ରେ ସ୍ଥାୟୀ କୃଷି ପ୍ରଣାଳୀକୁ ପ୍ରୋତ୍ସାହିତ କରିବା ପାଇଁ କୃଷକ ନୀତି ପ୍ରଣୟନକାରୀ, କୃଷି ବିଶେଷଜ୍ଞ ଏବଂ ଅନୁଷ୍ଠାନିକ ହିତାଧିକାରୀମାନଙ୍କୁ ଏକତ୍ର କରି ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବା | ଯେଉଁଥିରେ ଚାଷୀମାନେ ଫସଲ ଚୟନ, ବିହନ ବ୍ୟାଙ୍କ ଏବଂ ରବି ଫସଲ ନିମନ୍ତେ ସରକାରୀ ବଜେଟ୍  ଭଳି ବିଭିନ୍ନ ବିଷୟ ଉପରେ ସଚେତନତା ପାଇଥିଲେ।ଦ୍ୱିତୀୟ ଫସଲ ଚାଷ ପାଇଁ ବ୍ରାଉନ୍ ଟୁ ଗ୍ରୀନ୍ ’(‘ ପଡିଆ ରୁ ବଢିଆ ’) ଅଭିଯାନ ପଦକ୍ଷେପ, ଓଡିଶାର 17 ଗୋଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହି ଅଭ୍ୟାସକୁ ବିସ୍ତାର କରିବା ଉପରେ ଗୁରୁତ୍ୱ ଦିଆଯାଉଛି |
 ଡାଲି ଜାତୀୟ ଓ ତୈଳବୀଜ ବିହନ ଉପରେ ଧ୍ୟାନ ଦେଇ ଦ୍ୱିତୀୟ ଫସଲ ଚାଷ ପାଇଁ ଜମି ପ୍ରସ୍ତୁତ କରିବାରେ ଚାଷିମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିବା
 ସରକାରଙ୍କ ତରଫରୁ ରବି ଫସଲ ନିମନ୍ତେ ବଜେଟ୍ ଆବଣ୍ଟନ ବୃଦ୍ଧି, ଦ୍ୱିତୀୟ ଫସଲ କ୍ଷେତ୍ରର ସମ୍ପ୍ରସାରଣକୁ ବୃଦ୍ଧି କରିବା ଏବଂ କୃଷକମାନଙ୍କୁ ଠିକ୍ ସମୟରେ ବିହନ ବିତରଣକୁ ନିଶ୍ଚିତ କରିବା।
 ଅଧିକ ଅମଳ ଏବଂ ଦୀର୍ଘସ୍ଥାୟୀ ସ୍ଥିରତା ନିଶ୍ଚିତ କରିବାକୁ କୃଷକମାନଙ୍କୁ ନିଜ ନିଜ କୃଷି କ୍ଷେତ୍ର ପାଇଁ ଉପଯୁକ୍ତ ଫସଲ ବାଛିବାରେ ସାହାଯ୍ୟ କରିବା |
 ବିହନ ବିନିମୟ ପଦକ୍ଷେପକୁ ଉତ୍ସାହିତ କରିବା ଯାହା କୃଷକମାନଙ୍କୁ ଫସଲର ବିବିଧତା ବୃଦ୍ଧି କରିବାରେ ଏବଂ ଉନ୍ନତ ମାନର ବିହନ ପାଇବାରେ ସାହାଯ୍ୟ କରିବ |
ନାଗରିକ ବିକାଶ ସଂଗଠନର କର୍ମକର୍ତ୍ତା ଉପେନ୍ଦ୍ର ସୁନାନୀ ରବି ଫସଲ କରିବା ଦ୍ୱାରା ସେମାନେ ଯେପରି ସ୍ୱାବଲମ୍ବୀ ହୋଇ ପାରିବେ ସେଥିପାଇଁ ମହିଳା ଚାଷିମାନଙ୍କୁ ଉତ୍ସାହିତ କରିଥିଲେ। ଏବଂ ସମସ୍ତ ଚାଷୀ ମାନଙ୍କୁ କୃଷକ ଓଡିଶା ପୋର୍ଟାଲ୍ ରେ ପଞ୍ଜୀକରଣ କରିବା, ଫାର୍ମର ଆଇ ଡି କରିବା ନିମନ୍ତେ କହିଥିଲେ ଯଦ୍ୱାରା ସେମାନେ ସରକାରଙ୍କ ଯୋଜନା ଯେପରି ସିଏମ କିଷାନ, ପିଏମ କିଷାନ ଏପରି ବିଭିନ୍ନ ଯୋଜନାରେ ସାମିଲ ହୋଇ ପାରିବେ। ଏହି କାର୍ଯ୍ୟକ୍ରମ ରେ ଡାଲଗୁମା ଗ୍ରାମପଞ୍ଚାୟତ ର ୱାର୍ଡ ମେମ୍ବର ମାନେ ଓ ଅଙ୍ଗନବାଡ଼ି କର୍ମୀ ଅଭିନଵ ପଟନାୟକ, ସାମ୍ବାଦିକ ରୁପେନ୍ଦ୍ର ସୁନାନୀ,ଜନସାଥୀ ତ୍ରିନାଥ ବେଶ୍ରା , ମୁକ୍ତା ଠାକୁର, ଉର୍ମୀ ଲିଡର ବୀଣାପାଣି ସୁନାନୀ, ପ୍ରେମସିଲା ପାଣିଗ୍ରାହୀ  ଓ ସମସ୍ତ ମହିଳା ଚାଷିମାନେ ବହୁ ସଂଖ୍ୟା ରେ ଯୋଗ ଦାନ କରି  ପଡିଆରୁ ବଢ଼ିଆ ମେଳାକୁ ସମର୍ଥନ କରି ସାହାଯ୍ୟ ସହଯୋଗ କରିଥିଲେ  ଓ ସେମାନେ ସରକାରଙ୍କ ଠାରୁ ବିହନ ପାଆନ୍ତୁ ବା ନ ପାଆନ୍ତୁ ସେମାନେ ରବି ଫସଲ ଚାଷ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like