-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
28-Sep-2024
(ମିହିର ଶଙ୍କର ପାତ୍ର,)
ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ କଲ୍ୟାଣୀ ମଣ୍ଡପ ଠାରେ ନବରଙ୍ଗପୁର ଜିଲ୍ଲାର ୧୦ ଗୋଟି ବ୍ଲକର ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରର VLE ଭାଇଭଉଣୀ ମାନେ ଏକତ୍ରିତ ହୋଇ ନୂତନ ଭାବରେ ଜିଲ୍ଲା କମିଟି ଗଠନ କଲେ। ଏହି ସମୟରେ ତାଙ୍କୁ ସମ୍ପୂର୍ଣ ସହଯୋଗ କରିଥିଲେ ଜିଲ୍ଲା ମଜଦୁର ସଙ୍ଘର କାର୍ଯ୍ୟକର୍ତ୍ତା ମାନେ ବାଙ୍କବିହାରୀ ବିଷୟୀ, ପରମେଶ୍ୱର ବିଷୟୀ ଏଵଂ ଅନେକେ ବରିଷ୍ଟବ୍ୟକ୍ତି। VLE ମାନଙ୍କ ଜିଲ୍ଲା କାମେଟି ରେ ସଭାପତି ଭାବରେ ପପୁନ ବାଘ ଙ୍କୁ ମନାନୀତ କରାଯାଇଥିବା ବେଳେ ଉପସଭାପତି ଭାବେ ଭାସ୍କର ଦଣ୍ଡସେନା,ଜିତେନ୍ଦ୍ର ମିଶ୍ର (ରିଙ୍କୁ)ଙ୍କୁ ମନାନୀତ କରାଯାଇଥିଲା ଏଭଳି ସମ୍ପାଦକ ଭାବେ ବିବେକ ତ୍ରିପାଠୀ, ସହ ସମ୍ପାଦକ ଭାବେମନ ମହନ ସାହୁ, ରାଧାମାଧବ ସାହୁଙ୍କୁ ମନାନୀତ କରାଗଲା ।ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ଦୁଇ ସହରୁ ଉର୍ଦ୍ଧ VLE ଭାଇ ଭଉଣୀ ଉପସ୍ଥିତି ଥିଲେ।