-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
26-Sep-2024
ଲୋଇସିଂହା, (ବିନୋଦ ଦୀପ) ଲୋଇସିଂହା ବ୍ଲକ ପଚାୟତ ସମିତି ସଭା ଗୃହରେ ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ପକ୍ଷରୁ ସଫାଈ ମିତ୍ର ଶିବିର କାର୍ଯ୍ୟକ୍ରମ ବିଆରସି ଛବିଳ ବେହେରା ଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ରେ l ମୁଖ୍ୟଅତିଥି ଭାବେ ଏପିଡି ତରଣୀ ସୁନା ଯୋଗ ଦେଇଥିବା ବିଡ଼ିଓ ଅକ୍ଷୟପାଣି ଉଦ୍ଦୁ, ବେଳେ ଡ଼ିଏସସି, ଏସବିଏମ ବଲାଙ୍ଗୀର ପ୍ରଶାନ୍ତ ସାହୁ ଓ ଦୁଷ୍ମନ୍ତ ସାହୁ ଯୋଗ ଦେଇଥିଲେ l ନୋଡାଲ ଅଫିସର ଭାବେ ଏଇଇ ସିଦ୍ଧାର୍ଥ ପାଢ଼ୀ ଉପସ୍ଥିତ ଥିଲେ l ଲୋଇସିଂହା ସିଏଚସି ମେଡିକାଲ ପକ୍ଷରୁ ଡ଼. ସଂଜୀବ ବିଶ୍ୱାଳ, ଏପିଓ, ବିଏସଏସଓ, ବିଆରସି, ଏସବିଏମ ଉପସ୍ଥିତ ଥିଲେ l ଯେ. ଇ ଦେବାନନ୍ଦ ଦଳେଇ ଓ ଅଫିସ ଷ୍ଟାଫ ସହଯୋଗ କରିଥିଲେ l କାର୍ଯ୍ୟକ୍ରମ ରେ ଏସଏଚଜି ମହିଳା ଙ୍କ ଦ୍ୱାରା ଡ୍ରାଏ ୱେଷ୍ଟ କଲେକ୍ସନ ଏଙ୍ଗଡ଼ ଗୁପ l ସଫାଈ ମିତ୍ରଙ୍କୁ ସୁରକ୍ଷା କିଟ ବଣ୍ଟନ ସ୍ୱାସ୍ଥ୍ୟ ପରୀକ୍ଷା ଓ ଲିକୁଇଡ ୱେଷ୍ଟ ଏବଂ ସଳିଟ ୱେଷ୍ଟ ଉପରେ ସଚେତନତା ଓ ଗ୍ରାମ ସଫେଇ କାର୍ଯ୍ୟକ୍ରମ ପାଇଁ ସଚେତନତା କରାଗଲା l