-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
26-Sep-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ଝାରବନ୍ଧ ର ଜୟନ୍ତୀ ସାହୁ ପିତା:-ତୁଷାର ସାହୁ ମାତା:-ହେମଲତା ସାହୁ ମିସ୍ ଟିମ ଓଡ଼ିଶା ଓଡିଶା ୨୦୨୪ରେ ପ୍ରତିଯୋଗୀତାରେ ପ୍ରାଇଡ ଅଫ୍ ଇଣ୍ଡିଆରେ ସମ୍ମାନୀତ ହୋଇଛନ୍ତି।ଗତ ସେପ୍ଟେମ୍ବର ୨୫ ତାରିଖରେ ଦିଲ୍ଲୀରେ ଆୟୋଜିତ ପ୍ରାଇଡ ଅଫ୍ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ମିସ ଟିମ୍ ଓଡ଼ିଶା ଉଇନର୍ ସମ୍ମାନୀତ ହେବା ବରଗଡ଼ ଜିଲ୍ଲା ତଥା ଝାରବନ୍ଧ ବ୍ଲକ ପାଇଁ ଗର୍ବ ଓ ଗୌରବ ବିଷୟ ଅଟେ।ସେ ବୈଦିକ ହାଇୟର ସେକେଣ୍ଡାରୀ ସ୍କୁଲ ସମ୍ବଲପୁରର +୨ କଳା ଛାତ୍ରୀ ଭାବେ ଅଧ୍ୟୟନ ରତ।