-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||     

HOME   ଜିଲ୍ଲା

ମଦ ବିକ୍ରି ବନ୍ଦ କରିବାକୁ ପୋଲିସର ଦ୍ବାରସ୍ଥ ହେଲେ ଗ୍ରାମବାସୀ

22-Sep-2024



ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ)"ନିଶା ହେଉଛି ଅପରାଧ ର ମୂଳ କାରଣ " ତାହା ଯେକୌଣସି ନିଶା ହେଉନା କାହିଁକି?ମଦ, ଗଞ୍ଜେଇ,ଅଫିମ,କରେକ୍ସ,ଟେବେଲେଟ,ଡ୍ରଗ୍ସ । ଆଜିର ଯୁବପିଢୀ ଅଧିକ ରୁ ଅଧିକ ନିଶା ସେବନ କରି ବିଭିନ୍ନ ଅପରାଧ ଘଟାଉଛନ୍ତି ଓ ଶେଷରେ ମୃତ୍ୟୁ ମୁଖରେ ପଡୁଛନ୍ତି। ତଥାପି ସରକାର ନିଶାମୁକ୍ତ କରିବାକୁ ନାରାଜ କାହିଁକି ନାଁ ସେଥିରେ ରାଜସ୍ବ ମିଳୁଛି। ନୂଆ ସରକାର ଙ୍କ ଗଠନ ପରେ ଅନେକ ଆଶା ବାନ୍ଧିଥିଲେ ବୁଦ୍ଧିଜୀବିମାନେ ଯେ ନିଶାମୁକ୍ତ ହେବ କିନ୍ତୁ ତାହା ହେଲାନାହିଁ। ବର୍ତ୍ତମାନ ଆମେ ଗ୍ରାମାଞ୍ଚଳର କଥା କହିବାକୁ ଗଲେ ପ୍ରତ୍ୟେକ ଛକ ମାନଙ୍କରେ ରହିଛି ମଦକୁଠୀ ଏବଂ ଲାଇନ୍ ହୋଟେଲ ମାନଙ୍କ ରେ ପ୍ରଚୁର ପରିମାଣରେ ମଦ । ଲାଇନ୍ ହୋଟେଲ ଉପରେ ପଦକ୍ଷେପ ନେବାକୁ ଚାହୁଁନାହାଁନ୍ତି ପୋଲିସ ଓ ଅବକାରୀ କାହିଁକି ନାଁ ମାଲିକଙ୍କ ସହିତ ସୁସମ୍ପର୍କ ରହୁଛି। ଯଦିଓ ମହିଳା ସଶକ୍ତିକରଣ ର ମାଁ ମାନେ ସଚେତନ ହୋଇ ପ୍ରତ୍ୟେକ ଗ୍ରାମ ରେ ମଦ ଦୋକାନ ଖୋଲିବା ପାଇଁ ପ୍ରତିବନ୍ଧକ ଲଗାନ୍ତି ତାହେଲେ ଆମ ରାଜ୍ୟ ଆଗକୁ ଅଗ୍ରଗତି ହୁଅନ୍ତା। ବେଳେ ବେଳେ କିଛି ସ୍ଥାନରେ ମହିଳା ମାନେ ମଦ ବିରୋଧରେ ସ୍ବର ଉତ୍ତୋଳନ କରିବା ସହ ମଦ ବିକ୍ରି ବନ୍ଦ କରିବାକୁ ଚେଷ୍ଟା କରୁଥିବା ବେଳେ ପ୍ରଶାସନିକ ଅଧିକାରୀ ଙ୍କ ଲାଭଖୋର ନୀତି ପାଇଁ ବିଫଳ ହେଉଛନ୍ତି।ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ବାଗଦୋର ଗ୍ରାମ ପଞ୍ଚାୟତ ଅଧିନସ୍ଥ ବନମାଲ ଗ୍ରାମ ରେ ବିଗତ ଦୁଇ ବର୍ଷ ହେଲା ବିଦ୍ୟାଳୟ ପାଖରେ ବେଆଇନ ମଦ ବିକ୍ରି ଚାଳିଛି।ଯାହା ଫଳରେ ଛାତ୍ରଛାତ୍ରୀ ମାନେ ମଦୁଆ ଙ୍କ ତାଣ୍ଡବଲୀଳା ପାଇଁ ନିଜକୁ ସୁରକ୍ଷିତ ମଣୁନଥିବା ବେଳେ ମହିଳାମାନେ ମଧ୍ୟ ମଦୁଆ ସ୍ବାମୀ ଙ୍କ ନିର୍ଯାତନାର ଶିକାର ହେଉଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ତାଙ୍କ ଗ୍ରାମରେ ମଦ ମୃତ୍ୟୁ ମାମଲା ମଧ୍ୟ ବଢ଼ିଚାଲିଛି ଅନେକ ଦିନ ଧରି ଗ୍ରାମବାସୀ ମଦ ବନ୍ଦ ପାଇଁ ପ୍ରଶାସନ ର ସହଯୋଗ ମାଗିଥିବା ବେଳେ ଜିଲ୍ଲାପାଳ ଙ୍କ ଜନଶୁଣାଣୀ ରେ ମଧ୍ୟ ଜଣାଇଛନ୍ତି। ବର୍ତ୍ତମାନ ବେଲ ପଡ଼ା ଥାନା ନୂତନ ଥାନା ଅଧିକାରୀ ଅନନ୍ତ ପ୍ରଧାନ ଏହି ସମସ୍ୟାର ସମାଧାନ କରିପାରିବେ ଓ ମଦବେପାରୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଲୋକେ ମନରେ ଆଶାବାନ୍ଧି ତାଙ୍କୁ ଜଣାଇଥିବା ପ୍ରକାଶ କରିଛନ୍ତି। ଯଦିଓ ମଦ ବିକ୍ରି ବନ୍ଦ ନ କରାଯାଏ ଉପରିସ୍ଥ ଅଧିକାରୀଙ୍କ ଅବଗତ କରାଇବା ସହ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ କହିଛନ୍ତି। ଦେଖିବାକୁ ବାକି ରହିଲା ବେଲ ପଡ଼ା ପୋଲିସ ଏହା ଉପରେ କ'ଣ ପଦକ୍ଷେପ ନେଉଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   29-Sep-2026
  ଜିଲ୍ଲା  
କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ   29-Sep-2026
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026
  ଜିଲ୍ଲା  
ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍   29-Sep-2026
  ଜିଲ୍ଲା  
ଆଙ୍ଗନ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   29-Sep-2026
  ଜିଲ୍ଲା  
*ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   29-Sep-2026
  ରାଜ୍ୟ  
ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   29-Sep-2026
  ଜିଲ୍ଲା  
*ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   29-Sep-2026

You Might Also Like