-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
22-Sep-2024
ବରଗଡ଼/ସମ୍ବଲପୁର(ନିରଞ୍ଜନ ତ୍ରିପାଠୀ)- ବରଗଡ ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ କୁ ଆଜି ସମ୍ବଲପୁର ର ସାମାଜିକ ଅନୁଷ୍ଠାନ ଡଃ ଜନନୀ ମିଶ୍ର ଗୃପ ତରଫରୁ ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ରେ ସ୍ଵତନ୍ତ୍ର ଭାବେ ମୁଖ୍ୟ ଅତିଥି ପୂର୍ବତନ ବିଧାୟକ ରେଙ୍ଗାଲି ଙ୍କ ତରଫରୁ ମାନପତ୍ର,ସହ ଉପଢୌକନ ଦେଇ ସେବା ଶ୍ରୀ ସମ୍ମାନ ରେ ସମ୍ମାନିତ କରିଛନ୍ତି,ଏହି ଅବସରରେ ଝାରସୁଗୁଡା ର ପୂର୍ବତନ ବିଧାୟିକା ସୁଶ୍ରୀ ଦିପାଲି ଦାସ ମଧ୍ୟ ଉପସ୍ଥିତ ରହି ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସେବା କାର୍ଯ୍ୟ ପାଇଁ ଉଚ୍ଚ ପ୍ରଶଂସା କରିଥିଲେ, ପ୍ରକାଶ ଥାଉକି କି ଜନ କଲ୍ୟାଣ ସେବା ଟ୍ରଷ୍ଟ ବିଭିନ୍ନ ସମୟରେ ଅନେକ ଗୁଡିଏ ସେବା ପାଇଁ ଅନେକ ଅନୁଷ୍ଠାନ ମାନଙ୍କ ରେ ସମ୍ମାନିତ ହୋଇସାରିଛି,ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠିତ ର ମୁଖ୍ୟ ଡଃ ଜନନୀ ମିଶ୍ର, ମୁଖ୍ୟ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ରମାକାନ୍ତ ବିଶ୍ଵଲ ମଧ୍ୟ ଉପସ୍ଥିତ ରହି ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସେବା କାର୍ଯ୍ୟ କୁ ଉଚ୍ଚ ପ୍ରଶଂସା କରିଥିଲେ ଏହି ସମ୍ମାନ କୁ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ପ୍ରତିଷ୍ଠାତା/ସଭାପତି ଶ୍ରୀ ମୁକୁନ୍ଦ ଦାଶ ସମ୍ମାନ ଗ୍ରହଣ କରିଥିଲେ