-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
03-Jan-2021
ବଲାଙ୍ଗିର, (ସନ୍ତୋଷ କୁମାର ଠାକୁର ) - ବଲାଙ୍ଗିର ଜିଲ୍ଲାରେ ଆଜି ୧୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ବଲାଙ୍ଗିର ପୌରାଞ୍ଚଳର ୱାର୍ଡ ନମ୍ବର ୧୫ ଓ ପାଟଣାଗଡ଼ ଏନ ଏ ସି ଓ୍ବାର୍ଡ ନଂ ୫ ରୁ ୨ଜଣ ଲେଖାଏଁ , ବଲାଙ୍ଗୀର ପୌରପାଳିକା ଓ୍ବାର୍ଡ ନଂ ୨, ବେଲପଡା ବ୍ଲକ ଗମ୍ଭାରୀ, ଗୁଡଭେଲା ବ୍ଲକ ଗୁଡଭେଲା, ଖପ୍ରାଖୋଲ ବ୍ଳକ ବଘାମୁଣ୍ଡା, ପାଟଣାଗଡ଼ ଏନ ଏ ସି ଓ୍ବାର୍ଡ ନଂ ୯, ଜୋଗିମୁଣ୍ଡା, ପୁଇଁନ୍ତଲା ବ୍ଲକ କୁରୁଲ, ଟିଟିଲାଗଡ ପୌରପାଳିକା ମହୁଲପଡା, ତୁଷୁରା ଏନ ଏ ସି ଓ୍ବାର୍ଡ ନଂ ୧ ରୁ ଜଣେ ଲେଖାଏଁ ଓ ଓ୍ବାର୍ଡ ନଂ ୭ ରୁ ୪ ଜଣ କରୋନା ପୋଜିଟିଭ ଚିହ୍ନଟ ହୋଇଛନ୍ତି।