-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
10-Aug-2024
ଟିକାବାଲି (ରମେଶ ପଣ୍ଡା): କନ୍ଧମାଳ ଜିଲ୍ଲା ନିଖିଳ ଉତ୍କଳ କୁଇସମାଜ ୟୁନିୟନ ଘୁ ଉଦୟଗିରି ଠାରେ ବହୁ ଆଡମ୍ବର ସହ ବହୁ ସଂଖ୍ୟାରେ କନ୍ଧକୁଇ ପରମ୍ପରା ସାଜ ସଜା ଏବଂ ପାରମ୍ପରିକ ବେଶ ଭୂଷରେ ସାଜିତ ହଇ ପାଳନ କରିଛି, ବିଶ୍ୱ ଆଦିବାସୀ ସମାରହରେ ମୁଖ୍ୟ ଅଥିତି ଭାସ୍କର ପ୍ରଧାନ, ମୁଖ୍ୟ ବକ୍ତା ରଦନ ମଳିକ, ଅଵ୍ୟ ଅଥିତି ବସନ୍ତ ପ୍ରଧାନ, ଭୀମସେନ ପ୍ରାଧାନ, ସୁନିତା କହ୍ନର, କୁଇ ସମାଜ ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ, ଟିକାବାଲି ବ୍ଲକ ର କଟିମାହ ସରପଞ୍ଚ କର୍ନେଲ ପ୍ରଧାନ, କଇଁଝର ସରପଞ୍ଚ ରଶ୍ମିତା କହ୍ନର, ବୁର୍ବୀ ସରପଞ୍ଚ ଶ୍ରୀ ଶାଳିମା ପ୍ରଧାନ ରାଜକିଶୋର ପ୍ରଧାନ ଯୋଗ ଦେଇ ବିଶ୍ୱ ଆଦିବାସୀ ଦିବସ ପାଳନ ମହୋତ୍ସବ ରେ ଯୋଗଦେଇ ଥିଲେ, ଏବଂ ଅନେକ ଆଦିବାସୀ ଲୋକଙ୍କର ସମାଗମ ଦେଖିବାକୁ ମିଳିଥିଲା