-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
10-Aug-2024
ଲୋଇସିଂହା, (ବିନୋଦ ଦୀପ) ବାରିକ ସମାଜ ପକ୍ଷରୁ ବାରିକ ଭବନ ଲୋଇସିଂହା ଠାରେ ନୁଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ l ବାରିକ ସମାଜ ସଭାପତି କିଶୋର ବାରିକ ଙ୍କ ସଭାପତିତ୍ବ ରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା l ଆସନ୍ତା ଅକ୍ଟୋବର ୨୫ ତାରିଖ ରେ ବାରିକ ସମାଜ ପକ୍ଷରୁ ଅସହାୟ ପରିବାର ଙ୍କୁ ବାରିକ ସମାଜ ସଂଘ ଦ୍ୱାରା ସାହାଯ୍ୟ ସହଯୋଗ ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଗଲା l ଉକ୍ତ ବୈଠକ ରେ ବାରିକ ସମାଜ ର ଜୟଦେବ ବାରିକ, ନାରାୟଣ ବାରିକ, ରମେଶ ପଶାୟତ, ସରୋଜ ପଶାୟତ, ସୁରେଶ ପଶାୟତ, ଚୂଡ଼ାମଣି ପଶାୟତ, ଅଶ୍ୱିନୀ ପଶାୟତ, ଗୁଣମଣି ପଶାୟତ ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ କାର୍ଯ୍ୟକାରୀ ସଭାପତି ଶିବ ପଶାୟତ ଧନ୍ୟବାଦ ଅର୍ପଣ କରିଥିଲେ l