-+91-9937148622 |

prerana_bgr@rediffmail.com |

  Monday 5th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   (04-Oct-2026)       ||      ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   (04-Oct-2026)       ||      ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   (04-Oct-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   (04-Oct-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   (04-Oct-2026)       ||      *ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   (04-Oct-2026)       ||      ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   (04-Oct-2026)       ||      ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   (04-Oct-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   (04-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ    (04-Oct-2026)       ||      *୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   (04-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   (04-Oct-2026)       ||      ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   (04-Oct-2026)       ||      ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   (04-Oct-2026)       ||      ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ    (04-Oct-2026)       ||      ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   (04-Oct-2026)       ||      ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   (03-Oct-2026)       ||      କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   (03-Oct-2026)       ||      ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   (03-Oct-2026)       ||      ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   (03-Oct-2026)       ||     

HOME   ରାଜ୍ୟ

ସହରରେ ଛାଇଗଲେଣି ବନ୍‌ଜାରା ଗ୍ୟାଙ୍ଗ୍‌‌: ପିଲାଙ୍କୁ ଶିଖାଉଛନ୍ତି ଚୋରିର କୌଶଳ, ମାରାତ୍ମକ ନିଶା କବଳରେ ବଞ୍ଜରା

31-Jul-2024



ଭୁବନେଶ୍ବର (ବିଶ୍ୱରଞ୍ଜନ ବିଶ୍ଵାଳ): କଟକ ଏବଂ ଭୁବନେଶ୍ୱରରେ ମାଡ଼ିଗଲେଣି ବନ୍‌ଜାରା ଗ୍ୟାଙ୍ଗ। ସହରର ମୁଖ୍ୟ ରାସ୍ତାଠାରୁ ଜାତୀୟ ରାଜପଥ ପାର୍ଶ୍ବ ସମେତ ବିଭିନ୍ନ ସ୍ଥାନରେ ଦଳଦଳ ହୋଇ ବନ୍‌ଜାରା ଗ୍ୟାଙ୍ଗ୍‌‌ ଆଡ୍ଡା ଜମାଇ ବସିଛନ୍ତି। ଛତିଶଗଡ଼, ମଧ୍ୟପ୍ରଦେଶରୁ ଆସି ଏଠାରେ ବିଭିନ୍ନ ଛକ ଏବଂ ବ୍ରିଜ୍‌‌ ତଳେ ଆସ୍ଥାନ ଜମାଇ ଦେଇଛନ୍ତି। ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ଏହି ବନ୍‌ଜାରା ଗ୍ୟାଙ୍ଗ୍‌‌କୁ ଦେଖିବାକୁ ମିଳିଥିବା ବେଳେ ରାଜ୍ୟର ଅନ୍ୟ ଅଞ୍ଚଳରେ ଖୁବ୍‌‌ କମ୍‌‌ ଦେଖିବାକୁ ମିଳୁଛି। ଠିକଣା ଓ ପରିଚୟ ନଥିବା ଏହି ବନ୍‌ଜାରାମାନେ ଏଠାରେ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ସେମାନେ ବିଭିନ୍ନ ଛକରେ କଲମ, କାର ଡୋର୍‌‌ କଭର ଏବଂ ଅନ୍ୟାନ୍ୟ ଖେଳାନା ବିକ୍ରି କରୁଛନ୍ତି। ମଉକା ପାଇଲେ ସେମାନେ କାର କାଚ ଭାଙ୍ଗି କିମ୍ବା କୌଣସି କାର୍‌‌ ଡୋର ଖୋଲାଥିଲେ ଚୋରି କରୁଛନ୍ତି। ସନ୍ଧ୍ୟା ହେଲେ ଏମାନଙ୍କର କାମ ଆରମ୍ଭ ହୁଏ। ଦିନରେ ଏମାନେ ବୁଲିବୁଲି ଘର ଠିକ୍‌‌ କରନ୍ତି। ପରେ ସେମାନେ ଉକ୍ତ ଘରେ ପଶି ଚୋରି କରନ୍ତି। ଏବେ ଏମାନେ ରାଜଧାନୀରେ ଆତଙ୍କ ରଚୁଛନ୍ତି। ‘ମୋ ବସ୍‌‌’ରେ ଏହି ବନ୍‌ଜାରାମାନେ ଚଢ଼ି ଲୋକଙ୍କ ଠାରୁ ଟଙ୍କା ଏବଂ ସୁନା ଲୁଟ୍‌‌ କରୁଛନ୍ତି। ସହରକୁ ଏବେ ୬୦ରୁ ଅଧିକ ବନ୍‌ଜାରା ଗ୍ୟାଙ୍ଗ୍‌‌ ଆସିଛନ୍ତି। ସେମାନେ ବିଭିନ୍ନ ଛକରେ ରହି ଏଭଳି ଚୋରି  ବଡ଼ ଦୁଃଖର କଥା ଏହି ବନ୍‌ଜାରା ଗ୍ୟାଙ୍ଗ୍‌‌ କେତେ ଜଣ ଏଭଳି ସହରରେ ଅଛନ୍ତି। ସେମାନଙ୍କ ଠିକଣା କ’ଣ, କେତେ ଜଣ ଅଛନ୍ତି। ସବୁ କିଛି ତଥ୍ୟ ସଂଗ୍ରହ କରି ଦେବାକୁ ୨୦୨୦ ଜାନୁୟାରୀ ୬ ତାରିଖ ରାଜ୍ୟ ମାନବାଧିକାର ଆୟୋଗ ଗୃହ ବିଭାଗ ସଚିବ ଏବଂ ପୁଲିସ କମିସନରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏତି ମଧ୍ୟରେ ସାଢେ ୪ବର୍ଷ ବିତିଯାଇଥିଲେ ମଧ୍ୟ ପୁଲିସ ଏମାନଙ୍କ ତଥ୍ୟ ସଂଗ୍ରହ କରିନି। ପୁଲିସ କେବଳ ବିଭିନ୍ନ ଅପରାଧ ଘଟିଲେ ଅଭିଯୁକ୍ତ ଗିରଫ କରି ଜେଲ୍‌‌ ପଠାଉଛି। କିନ୍ତୁ ଏମାନଙ୍କ ତଥ୍ୟ ସଂଗ୍ରହ କରିବାକୁ ସମୟ ନାହିଁ। ଯେଉଁଥି ପାଇଁ ସହରରେ ଚୋରି କରିବାରେ ଏହି ଗ୍ୟାଙ୍ଗ୍‌‌ ସଫଳ ହେଉଛି।ସହରରେ କେତେ ବଞ୍ଜରା ଅଛନ୍ତି ସେମାନଙ୍କୁ ଚିହ୍ନଟ ପରେ ସେମାନଙ୍କ ମଧ୍ୟରେ କେଉଁମାନେ ମାନସିକ ବିକାରଗ୍ରସ୍ତ ରହିଛନ୍ତି ସେମାନଙ୍କୁ ଉଦ୍ଧାର କରାଯାଇ ଆବଶ୍ୟକ ଚିକିତ୍ସା କରିବା ପାଇଁ କୁହାଯାଇଥିଲା। ସେମାନଙ୍କ ପରିଚୟ, ଘର, ଠିକଣା ଖୋଜାଯିବା ସହ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରାଯାଇ ସେମାନଙ୍କ ରାଜ୍ୟକୁ ପଠାଇବାର ବ୍ୟବସ୍ଥା କରିବା, ଏହାସହ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା କିଭଳି ଅଛି, ସେମାନେ କୌଣସି ସଂକ୍ରମଣ ରୋଗରେ ଆକ୍ରାନ୍ତ ଅଛନ୍ତି କି? କୌଣସି ବେଆଇନ୍‌‌ କାର୍ଯ୍ୟ କରିବାକୁ ଏଠାକୁ ଆସିଛନ୍ତି କି ନାହିଁ? ଅନ୍ୟ ରାଜ୍ୟରେ ଅପରାଧ ଘଟାଇ ଏଠାରେ ଏପରି ଲୁଚି ବୁଲୁଛନ୍ତି କି? ଆଦି ବିଷୟରେ ତଥ୍ୟ ସଂଗ୍ରହ କରିବାକୁ ପୁଲିସକୁ କୁହାଯାଇଥିଲେ ମଧ୍ୟ ପୁଲିସ କିଛି ବି ତଥ୍ୟ ସଂଗ୍ରହ କରିନାହିଁ।

ପିଲାଙ୍କୁ ଶିଖାଉଛନ୍ତି ଚୋରିର କୌଶଳ:
ଏଠାକୁ ଆସି ବିଭିନ୍ନ ଛକ ଏବଂ ବ୍ରିଜ୍‌‌ ତଳେ ରହୁଛନ୍ତି। ସେମାନଙ୍କ ପିଲାଙ୍କୁ ୭ବର୍ଷ ହେଲା ପରେ ସେମାନଙ୍କୁ ଚୋରିର କୌଶଳ ଶିଖାଉଛନ୍ତି। କିଭଳି ଭିକ୍ଷା ମାଗିବା ବାହାନାରେ ବୁଲିବେ। ଆଉ ମଉକା ପାଇଲେ ଲୋକଙ୍କୁ ପକେଟ୍‌‌ରୁ ପର୍ସ, ଭ୍ୟାନିଟ୍‌‌ ଆଦି ଚୋରି କରିବେ। ଏବେ ଛୋଟ ପିଲାଙ୍କୁ ‘ମୋ ବସ୍‌‌’ରେ ଯାଉଥିବା ଯାତ୍ରୀଙ୍କୁ କିଭଳି ଚୋରି କରାଯାଇ ହେବ ତାହାର ଶିକ୍ଷା ଦେଉଛନ୍ତି।ଏଠାରେ ରହି ଚୋରି କରିବା ପରେ ସେମାନେ ଛୋଟଠୁ ବଡ଼ ବିଭିନ୍ନ ଛକରେ ଡେନ୍‌‌ଡ୍ରାଇଡ୍‌‌ ଏବଂ ଅନ୍ୟାନ୍ୟ ମାରାତ୍ମକ ନିଶା ଖାଉଛନ୍ତି। ଏଭଳି ନିଶା ଖାଇବା ପରେ ଚୋରି କରିବା ପାଇଁ ଯାଉଛନ୍ତି। ଯଦି ଚୋରି କରିବା ସମୟରେ ସେମାନଙ୍କ ଆଗରେ କେହି ଆସୁଛନ୍ତି ଆକ୍ରମଣ କରୁଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   04-Oct-2026
  ଜିଲ୍ଲା  
ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   04-Oct-2026
  ଜିଲ୍ଲା  
ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   04-Oct-2026
  ଜିଲ୍ଲା  
ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   04-Oct-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   04-Oct-2026
  ଜିଲ୍ଲା  
*ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   04-Oct-2026
  ଜିଲ୍ଲା  
ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   04-Oct-2026
  ଜିଲ୍ଲା  
ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   04-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   04-Oct-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   04-Oct-2026
  ଜିଲ୍ଲା  
*୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   04-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   04-Oct-2026

You Might Also Like